Home Bibles ☰ Books ଗଣନା ପୁସ୍ତକ 34:17 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 34:17 · ଓଡ଼ିଆ ବାଇବେଲ

ଯେଉଁମାନେ ତୁମ୍ଭମାନଙ୍କ ନିମନ୍ତେ ଦେଶ ଭାଗ କରିବେ, ସମାନେେ ହେଉଛନ୍ତି ଯାଜକ ଇଲିଯାସର ଓ ନୂନର ପୁତ୍ର ଯିହାଶୂେୟ।

Cross references

ଗଣନା ପୁସ୍ତକ 13:1

ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

ଗଣନା ପୁସ୍ତକ 13:3

ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ପାରଣ ମରୁଭୂମି ପ୍ରାନ୍ତରରୁ ସମାନଙ୍କେୁ ପଠାଇଲେ। ସହେି ଲୋକମାନେ ଇଶ୍ରାୟେଲର ଲୋକମାନଙ୍କର ନତେୃବର୍ଗ ଥିଲେ।

ଗଣନା ପୁସ୍ତକ 13:8

ଇଫ୍ରଯିମ ଗୋଷ୍ଠୀବର୍ଗ ମଧ୍ଯରୁ ନୂନର ପୁତ୍ର ହାେେଶୟ।

ଗଣନା ପୁସ୍ତକ 13:16

ମାଶାେ ଯେଉଁ ଲୋକମାନଙ୍କୁ ଗୁପ୍ତଚର କାର୍ୟ୍ଯ କରିବାକୁ ସହେି ଦେଶ ପଠାଇ ଥିଲେ, ମାଶାେ ନୂନର ପୁତ୍ର ହାେେଶୟଙ୍କୁ ଯିହାଶୂେୟ ନାମ ଦେଲେ।

ଦିତୀୟ ବିବରଣ 1:38

କିନ୍ତୁ ତୁମ୍ଭର ସହକର୍ମୀ ପରିଚାରକ ନୂନର ପକ୍ସ୍ଟତ୍ର ଯିହାଶୂେୟ ସେ ସ୍ଥାନ ରେ ପ୍ରବେଶ କରିବ। ତାକକ୍ସ୍ଟ ସାହାସ ଦିଅ। ଯେ ହତେକ୍ସ୍ଟ ସେ ଇଶ୍ରାୟେଲକକ୍ସ୍ଟ ତାଙ୍କର ଭୂମିକକ୍ସ୍ଟ ଅଧିକାର କରାଇବ।'

ଯିହୋଶୂୟ 14:1

ଯାଜକ ଇଲିଯାସର ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ଇଶ୍ରାୟେଲର ସମସ୍ତ ପରିବାରବର୍ଗର ପ୍ରଧାନବର୍ଗ ନିଷ୍ପତ୍ତି ନେଲେ, ଭୂମି କିପରି ଲୋକମାନଙ୍କ ମଧିଅରେ ବଣ୍ଟା ହବେ।

ଯିହୋଶୂୟ 19:51

ଏହିପରି ଭାବରେ ଇଶ୍ରାୟେଲ ପରିବାରବର୍ଗମାନଙ୍କୁ ଏହିସବୁ ଭୂମି ବାଣ୍ଟ କରାଗଲା। ଇଲିଯାସର ଯାଜକ, ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ବଂଶଧରମାନଙ୍କର ପ୍ରାଚୀନବର୍ଗମାନେ ଭୂମି ଭାଗ କରିବାକୁ ଶୀଲୋ ନିକଟରେ ଏକତ୍ରୀତ ହେଲେ। ସମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାଗମ ତମ୍ବୁ ଦ୍ବାର ନିକଟରେ ମିଳିତ ହେଲେ। ଏହିପରି ଭାବରେ ସମାନେେ ଦେଶ ବିଭାଗ ବଣ୍ଟନ ସାରି ଦେଲେ।

Interlinear

Choose Theme