ତେଣୁ ମନଃଶିର ବଂଶଧର ୟର୍ଦ୍ଦନ ନଦୀର ପଶ୍ଚିମ ପଟରକ୍ସ୍ଟ ଦଶଟି ଅଞ୍ଚଳ ଏବଂ ଅଧିକ ଦକ୍ସ୍ଟଇଟି ଅଞ୍ଚଳ ଗିଲିଯଦ ଓ ବାଶନ ୟର୍ଦ୍ଦନ ନଦୀର ଆର ପାରି ରେ ନେଲେ।
Cross references
ଯଦି ସମାନଙ୍କେର ସୈନ୍ଯମାନେ ତୁମ୍ଭମାନଙ୍କ ସହିତ ନଦୀ ପାର ନହୁଅନ୍ତି, ସମାନେେ ନିଶ୍ଚଯ ତୁମ୍ଭମାନଙ୍କ ସହିତ କିଣାନ ଦେଶ ରେ ଭୂମି ପାଇବେ।
ଆଉ ମାଶାେ ମନଃଶିର ଅର୍ଦ୍ଧ ପରିବାରବର୍ଗକକ୍ସ୍ଟ ସମାନଙ୍କେର ଗୋଷ୍ଠୀ ଦ୍ବାରା ଦିଆୟାଇଥିବା ଦେଶକକ୍ସ୍ଟ ଦେଲେ।
ଅର୍ଦ୍ଧକେ ଗିଲିଯଦ, ଅଷ୍ଟାରୋତ୍, ଇଦ୍ରିଯୀ ସହ ଏହି ଦେଶ ସାମିଲ୍ ଥିଲା। ମନଃଶିର ପକ୍ସ୍ଟତ୍ର ମାଖୀରର ବଂଶଧରଗଣଙ୍କକ୍ସ୍ଟ ଏହିସବୁ ଦେଶ ଦିଆୟାଇଥିଲା। ଅର୍ଦ୍ଧକେ ଉତ୍ତରାଧିକାରୀ ଏହି ଦେଶ ପାଇଲେ।
ଏହି ଭୂମି ମଧ୍ଯ ମନଃଶିର ଅନ୍ୟ ବଂଶଧରମାନେ ପାଇଲେ। ସେ ବଂଶଧରମାନେ ଥିଲେ, ଅବୀଯଷେର ସନ୍ତାନଗଣ, ହେଲକ ସନ୍ତାନଗଣ, ଅସ୍ତ୍ରୀଯଲେ ସନ୍ତାନଗଣ, ଶେଖମ ସନ୍ତାନଗଣ, ହଫରେ ସନ୍ତାନଗଣ ଓ ଶମୀଦା ସନ୍ତାନଗଣମାନେ ବାଣ୍ଟି ନେଲେ। ଏମାନେ ସମାନଙ୍କେର ନିଜ ନିଜ ବଂଶାନକ୍ସ୍ଟସା ରେ ଯୋଷଫେର ପକ୍ସ୍ଟତ୍ର ମନଃଶିର ପକ୍ସ୍ଟତ୍ର ସନ୍ତାନମାନେ ଥିଲେ।
ଯୋଷେଫ୍ ବଂଶଧର ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭେ ଅଧିକାରାର୍ଥେ ଆମ୍ଭକକ୍ସ୍ଟ କବଳେ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦଲେ? ଯାହାକକ୍ସ୍ଟ ସଦାପ୍ରଭୁ ଲୋକମାନଙ୍କୁ ଦଇେଥିଲେ।
ମାଶାେ ମନଃଶିର ଅର୍ଦ୍ଧବଂଶକକ୍ସ୍ଟ ବାଶନ ରେ ଅଧିକାର ଦଇେଥିଲେ। ମାତ୍ର ଅନ୍ୟ ଅର୍ଦ୍ଧବଂଶକକ୍ସ୍ଟ ଯିହାଶୂେୟ ୟର୍ଦ୍ଦନର ପଶ୍ଚିମ ପାରି ରେ ଅଧିକାର ଦେଲେ। ଆହକ୍ସ୍ଟରି ତୁମ୍ଭକୁ ବିଦାଯ କରିବା ସମୟରେ ଯିହାଶୂେୟ ଆଶୀର୍ବାଦ କରି ସମାନଙ୍କେୁ କହିଲେ।
ପରିବାରବର୍ଗଙ୍କ ନିମନ୍ତେ ପୂର୍ବରୁ ପଶ୍ଚିମ ସୀମା ମଧିଅରେ ଦେଶ ବିଭାଗ ହବେ ଓ ଉତ୍ତରରୁ ଦକ୍ଷିଣ ସୀମା ମଧିଅରେ ପରିବାରବର୍ଗଙ୍କ ପାଇଁ ଦେଶ ବିଭାଗ ହବେ।