ଗଣନା ପୁସ୍ତକ 27:4 · ଓଡ଼ିଆ ବାଇବେଲ
ଆମ୍ଭମାନଙ୍କ ପିତାଙ୍କର ନାମ ଲୋପ ପାଇୟିବ, ଯେ ହତେୁ ତାଙ୍କର କୌଣସି ପୁତ୍ର ନଥିଲେ। ତେଣୁ ଆମ୍ଭ ପିତୃବଂଶୀଯ ଭାଇମାନଙ୍କ ସହିତ ଆମ୍ଭମାନଙ୍କୁ ଭୂମି ଦିଅ।
Cross references
ଯାତ୍ରା ପୁସ୍ତକ 32:11
କିନ୍ତୁ ମାଶାେ ତା'ର ସଦାପ୍ରଭୁ ପରମେଶ୍ବରଙ୍କୁ ଭିକ୍ଷା ମାଗିଲେ, ହେ ସଦାପ୍ରଭୁ, ତୁମ୍ଭର କୋରଧ ରେ ତୁମ୍ଭର ଲୋକମାନଙ୍କୁ ଧ୍ବଂସ କର ନାହିଁ। ତୁମ୍ଭେ ଆପଣା ଶକ୍ତି ବଳର ସମାନଙ୍କେୁ ମିଶରରୁ ବାହାର କରି ଆଣିଥିଲ।
ଯିହୋଶୂୟ 17:4
ଏହି ଝିଅମାନେ ଇଲିଯାସର ଯାଜକ ପାଖକକ୍ସ୍ଟ ଗଲେ। ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ସନୋପତିଗଣ। କନ୍ଯାଗଣ କହିଲେ, ଆମ୍ଭମାନଙ୍କ ପୁରୁଷ ସଐର୍କୀଯମାନଙ୍କ ପରି ଆମ୍ଭକକ୍ସ୍ଟ ଭୂମି ଦବୋକକ୍ସ୍ଟ ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଆଜ୍ଞା ଦଇେଥିଲେ। ତେଣୁ ସଦାପ୍ରଭୁଙ୍କ ଆଜ୍ଞାନକ୍ସ୍ଟସା ରେ ସମାନେେ ସମାନଙ୍କେର ପିତାର ଭାତୃଗଣ ମଧିଅରେ ସମାନଙ୍କେୁ ଏକ ଅଧିକାର ଦେଲେ।
ଗୀତସଂହିତା 109:13
ତାଙ୍କର ସବୁ ସନ୍ତାନ-ସନ୍ତତି ମରନ୍ତୁ। ଗୋଟିଏ ପିଢ଼ି ଭିତରେ ତା'ର ନାମକୁ ଲୁପ୍ତ କରିଦିଅନ୍ତୁ।
ହିତୋପଦେଶ 13:9
ଧାର୍ମିକ ଲୋକେ ଆଲୋକବର୍ତ୍ତିକା ପରି, ଯାହାକି ଉଜ୍ଜ୍ବଳ ପରି ଆଲୋକ ଦିଏ।