Home Bibles ☰ Books ଯୋହନଲିଖିତ ସୁସମାଚାର 6:9 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 6:9 · ଓଡ଼ିଆ ବାଇବେଲ

ଏଠା ରେ ଜଣେ ବାଳକ ଅଛି। ତା'ପାଖ ରେ ପାନ୍ଚୋଟି ରୋଟୀ ଓ ଦୁଇଟି େଛାଟ ମାଛ ଅଛି। କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ୟଥେଷ୍ଟ ହବେ ନାହିଁ।

Cross references

ଦିତୀୟ ବିବରଣ 8:8

ଏହି ଦେଶ ଗହମ, ୟବ, ଦ୍ରାକ୍ଷା, ଡିମ୍ବିରି ଓ ଡାଳିମ୍ବ ବୃକ୍ଷମଯ ଅଟେ। ସହେି ଦେଶ ମଧ୍ଯ ଜିତତୈଳ ଓ ମଧକ୍ସ୍ଟମଯ ଅଟେ।

ଦିତୀୟ ବିବରଣ 32:14

ସଦାପ୍ରଭୁ ଇଶ୍ରାୟେଲ ଗୋଦଧି ଓ ଛାଗଦୁଗ୍ଧ ଦବୋ ସହିତ ମଷେ ମଦେ, ବାଶନଦେଶୀଯ ମଷେ ଓ ଛାଗର ମାଂସ ସହିତ ଉତ୍ତମ ଗହମର ଅଟା ଓ ଦ୍ରାକ୍ଷାର ରକ୍ତବର୍ଣ ରସ ଦେଲେ।

ପ୍ରଥମ ରାଜାବଳୀ 4:28

ସହେି ଶାସକଗଣ ସମାନଙ୍କେର କର୍ତ୍ତବ୍ଯ ଅନୁସାରେ ଦ୍ରୁତଗାମୀ ଅଶ୍ବଗୁଡିକୁ ବାର୍ଲି ଓ କୁଟା ଯୋଗଇଲେ। ଆଉ ମଧ୍ଯ ସମାନଙ୍କେ ମଧ୍ଯରୁ ପ୍ରେତ୍ୟକକ ନିଜ ନିଜ ନିରୂପିତ କର୍ମାନୁସା ରେ ଅଶ୍ବ ଦ୍ରୁତଗାମୀ ବାହନଗୁଡିକ ପାଇଁ ଅଧ୍ଯକ୍ଷମାନଙ୍କ ଥିବା ସ୍ଥାନକୁ ଆଣିଲେ।

ଦିତୀୟ ରାଜାବଳୀ 4:42

ଅନନ୍ତର ଜଣେ ଲୋକ ବାଲ୍-ଶାଲିଶାରୁ ପରମେଶ୍ବରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳ ରେ ରୋଟୀ ଅର୍ଥାତ୍ କୋଡିଏ ୟବ ରୋଟୀ ଓ ନୂତନ ଶସ୍ଯର ଶୀଷା ଆପଣା ଝୁଲି ରେ ନଇେ ଆସିଲା। ତହିଁରେ ଇଲୀଶାୟ କହିଲେ, ଲୋକମାନଙ୍କୁ ଦିଅ, ସମାନେେ ଭୋଜନ କରନ୍ତୁ।

ଦିତୀୟ ରାଜାବଳୀ 7:1

ଇଲୀଶାୟ କହିଲେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ, ସଦାପ୍ରଭୁ ଏହି କଥା କହନ୍ତି, 'କାଲି ପ୍ରାଯ ଏହି ସମୟକୁ ପ୍ରଚୁର ଖାଦ୍ୟ ଆସିବ ଏବଂ ଏହା ପୁଣି ଅତି ଶସ୍ତା ହବେ। ଜଣେ ବ୍ଯକ୍ତି ଶମରିଯାର ନଗର ଦ୍ବାର ରେ ଏକ ଶକେଲ ରେ ଏକ ଝୁଡିର ସୁନ୍ଦର ମଇଦା ଓ ସହେି ମୂଲ୍ଯ ରେ ଦୁଇ ଝୁଡି ୟବ କିଣିବ।'

ଗୀତସଂହିତା 78:19

ସମାନେେ ପରମେଶ୍ବରଙ୍କୁ ଅଭିଯୋଗ କଲେ ଏବଂ କହିଲେ, କ'ଣ ପରମେଶ୍ବର ମରୁଭୂମିରେ ଆମ୍ଭମାନଙ୍କୁ ଖାଦ୍ୟ ଦଇେ ପାରିବେ?

ଗୀତସଂହିତା 78:41

ସମାନେେ ବାରମ୍ବାର ପରମେଶ୍ବରଙ୍କୁ ପରୀକ୍ଷା କଲେ। ସମାନେେ ପ୍ରକୃତରେ ଇଶ୍ରାୟେଲର ପବିତ୍ର ସ୍ବରୂପଙ୍କୁ ବିରକ୍ତ କଲେ।

ଗୀତସଂହିତା 81:16

ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା। ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦଇେ ସନ୍ତୁଷ୍ଟ କରିବା।ଗ୍ଦଗ୍ଦ

ଗୀତସଂହିତା 147:14

ସେ ତୁମ୍ଭ ଦେଶକୁ ଧନଧାନ୍ଯରେ ପୂର୍ଣ୍ଣ କରନ୍ତି, ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ୟଥେଷ୍ଟ ଖାଦ୍ୟ ଅଛି।

ଯିହିଜିକଲ 27:17

ଯିହୁଦା ଓ ଇଶ୍ରାୟେଲ ଦେଶର ଲୋକମାନେ ତୁମ୍ଭ ସହିତ ବାଣିଜ୍ଯ କରୁଥିଲେ। ସମାନେେ ଗହମ, ମିଷ୍ଟାନ୍ନ, ମଧୁ, ତୈଳ ଓ ଗୁଗ୍ଗୁଳ ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।

ମାଥିଉଲିଖିତ ସୁସମାଚାର 14:17

ଶିଷ୍ଯମାନେ କହିଲେ, ଆମ୍ଭ ପାଖ ରେ ଏଠା ରେ ମାତ୍ର ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ମାଛ ଅଛି।

ମାଥିଉଲିଖିତ ସୁସମାଚାର 16:9

ଏବେ ସୁଦ୍ଧା ତୁମ୍ଭେ କ'ଣ ବୁଝି ପାରୁନ? ପାଞ୍ଚଟି ରୋଟୀକୁ ପାଞ୍ଚ ହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇ ସାରିବା ପରେ ବଳକା ଅଂଶତକ ତୁମ୍ଭେ ଅନକେ ଟୋକଇେ ରେ ଭର୍ତ୍ତି କରିଥିଲ।

ମାର୍କଲିଖିତ ସୁସମାଚାର 6:38

ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ଯାଇ ଦେଖ, ତୁମ୍ଭ ପାଖ ରେ କେତେ ଖଣ୍ଡ ରୋଟୀ ଅଛି?

Interlinear

Choose Theme