Home Bibles ☰ Books ଦିତୀୟ ରାଜାବଳୀ 7:1 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 7:1 · ଓଡ଼ିଆ ବାଇବେଲ

ଇଲୀଶାୟ କହିଲେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ, ସଦାପ୍ରଭୁ ଏହି କଥା କହନ୍ତି, 'କାଲି ପ୍ରାଯ ଏହି ସମୟକୁ ପ୍ରଚୁର ଖାଦ୍ୟ ଆସିବ ଏବଂ ଏହା ପୁଣି ଅତି ଶସ୍ତା ହବେ। ଜଣେ ବ୍ଯକ୍ତି ଶମରିଯାର ନଗର ଦ୍ବାର ରେ ଏକ ଶକେଲ ରେ ଏକ ଝୁଡିର ସୁନ୍ଦର ମଇଦା ଓ ସହେି ମୂଲ୍ଯ ରେ ଦୁଇ ଝୁଡି ୟବ କିଣିବ।'

Cross references

ଯାତ୍ରା ପୁସ୍ତକ 8:23

ତେଣୁ ଆସନ୍ତାକାଲିଠାରୁ ମୁଁ ମାରେ ଲୋକମାନଙ୍କୁ ତୁମ୍ଭର ଲୋକମାନଙ୍କଠାରୁ ଭିନ୍ନ ଭାବରେ ବ୍ଯବହାର କରିବି ଏବଂ ତାହା ମାରେ ପ୍ରମାଣ ସ୍ବରୂପ ହବେ।'

ଯାତ୍ରା ପୁସ୍ତକ 9:5

ସଦାପ୍ରଭୁ ଏହା କରିବା ପାଇଁ ସମୟ ସ୍ଥିର କରିଛନ୍ତି। ଆସନ୍ତାକାଲି ସଦାପ୍ରଭୁ ତୁମ୍ଭର ଦେଶ ରେ ଏପରି କରିବାକୁ ଯାଉଛନ୍ତି।'

ଯାତ୍ରା ପୁସ୍ତକ 14:13

କିନ୍ତୁ ମାଶାେ ସମାନଙ୍କେୁ କହିଲେ, ଭୟ କର ନାହିଁ। ଦୌଡି ପଳାଇବାର ଆବଶ୍ଯକ ନାହିଁ। ଏହିଠା ରେ ଧିରସ୍ଥିର ହାଇେ ଛିଡା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜି ରକ୍ଷା କରିବେ। ତୁମ୍ଭମାନେେ ମିଶରବାସୀମାନଙ୍କୁ ଆଉ ପୁନ୍ନରାଯ ଦେଖିବ ନାହିଁ।

ଯାତ୍ରା ପୁସ୍ତକ 16:12

ଆମ୍ଭେ ଇଶ୍ରାୟେଲର ଅଭି ଯୋଗ ଶୁଣିଅଛୁ। ତେଣୁ ସମାନଙ୍କେୁ କୁହ, 'ଆଜି ରାତି ରେ ତୁମ୍ଭମାନେେ ମାଂସ ଭକ୍ଷଣ କରିବ। ଏବଂ ପ୍ରଭାତ ରେ ତୁମ୍ଭର ଆବଶ୍ଯକ ପରିମାଣର ରୋଟୀ ଖାଇବ। ଏଥି ରେ ତୁମ୍ଭମାନେେ ଜାଣିପାରିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।'

ଯିହୋଶୂୟ 3:5

ତା'ପରେ ୟିହୋଶୂଯ ତାଙ୍କର ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ନିଜକକ୍ସ୍ଟ ପବିତ୍ର କର। ଆସନ୍ତା କାଲି ସଦାପ୍ରଭୁ ତୁମ୍ଭମାନଙ୍କ ଆଗ ରେ ଆଶ୍ଚର୍ୟ୍ଯ କାର୍ୟ୍ଯ କରିବେ।

ପ୍ରଥମ ଶାମୁୟେଲ 11:9

ଶାଉଲ ଏବଂ ତାଙ୍କ ସୈନ୍ଯମାନେ ୟାବେଶ୍ର ଦୂତମାନଙ୍କୁ କହିଲେ, ତୁମ୍ଭମାନେେ ୟାବେଶ ଗିଲିଯଦର ଲୋକମାନଙ୍କୁ କକ୍ସ୍ଟହ ଆସନ୍ତା କାଲି ମଧ୍ଯାହ୍ନ ସକ୍ସ୍ଟଦ୍ଧା ସମାନେେ ମକ୍ସ୍ଟକ୍ତ ହବେେ।

ପ୍ରଥମ ଶାମୁୟେଲ 15:1

ଥରେ ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ମାେତେ ରାଜପଦ ରେ ତୁମ୍ଭକୁ ଅଭିଷକେ କରିବା ପାଇଁ ପଠାଇଥିଲେ। ବର୍ତ୍ତମାନ ସଦାପ୍ରଭୁଙ୍କ ବାର୍ତ୍ତା ଶକ୍ସ୍ଟଣ।

ପ୍ରଥମ ରାଜାବଳୀ 22:19

ପୁଣି ମୀଖାଯ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ଶୁଣ, ମୁଁ ଦେଖିଲି ସଦାପ୍ରଭୁ ତାଙ୍କ ସିଂହାସନ ରେ ଉପବିଷ୍ଟ ଓ ତାଙ୍କର ଦକ୍ଷିଣ ଓ ବାମ ହସ୍ତ ରେ ତାହାଙ୍କ ନିକଟରେ ସ୍ବର୍ଗୀଯ ଦୂତମାନେ ଉଭା ହାଇେଛନ୍ତି।

ଦିତୀୟ ରାଜାବଳୀ 4:42

ଅନନ୍ତର ଜଣେ ଲୋକ ବାଲ୍-ଶାଲିଶାରୁ ପରମେଶ୍ବରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳ ରେ ରୋଟୀ ଅର୍ଥାତ୍ କୋଡିଏ ୟବ ରୋଟୀ ଓ ନୂତନ ଶସ୍ଯର ଶୀଷା ଆପଣା ଝୁଲି ରେ ନଇେ ଆସିଲା। ତହିଁରେ ଇଲୀଶାୟ କହିଲେ, ଲୋକମାନଙ୍କୁ ଦିଅ, ସମାନେେ ଭୋଜନ କରନ୍ତୁ।

ଦିତୀୟ ରାଜାବଳୀ 6:25

ନଗର ଅବରୋଧ ଥିଲା। ଲୋକେ ନଗର ଭିତରକୁ ଖାଦ୍ୟ ଆଣି ପାରିଲେ ନାହିଁ। ଫଳ ରେ ସଠାେରେ ମହାଦୁର୍ଭିକ୍ଷ ଦଖାେ ଦଲୋ। ଏପରି ଶାଚେନୀ ହେଲା ଶମରିଯାର ଗୋଟିଏ ଗର୍ଦ୍ଦଭ ମୁଣ୍ତ ଅଶୀ ରେ ୗପ୍ୟ ମୁଦ୍ରା ରେ ଓ କପୋତମଳର ଏକ ଚତୁର୍ଥାଂଶ ପାଞ୍ଚ ରେ ୗପ୍ୟ ମୁଦ୍ରା ରେ ବିକ୍ରଯ ହେଲା।

ଦିତୀୟ ରାଜାବଳୀ 6:33

ଇଲୀଶାୟ ଏହିପରି କଥାବାର୍ତ୍ତା କରୁଥିବା ବେଳେ, ସେ ଦୂତ ତାହା ପାଖକୁ ଆସିଲା, ଆଉ ସେ କହିଲା, ଏହି ଅସୁବିଧା ସଦାପ୍ରଭୁଙ୍କଠାରୁ, ମୁଁ କାହିଁକି ଆଉ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବି?

ଦିତୀୟ ରାଜାବଳୀ 7:16

ତା'ପରେ ଲୋକମାନେ ନଗର ବାହାରକୁ ଗଲେ ଓ ଅରାମୀଯମାନଙ୍କ ଛାଉଣୀ ରେ ପଶି ସମସ୍ତ ଲୁଣ୍ଠନ କଲେ। ସେଥି ରେ ପ୍ରଚୁର ସାମଗ୍ରୀମାନ ଥିଲା। ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଏକ ଝୁଡି ସରୁ ମଇଦା ଏକ ଶକେଲ ରେ ଓ ଦୁଇ ଝୁଡି ୟବ ଏକ ଶକେଲ ରେ ବିକ୍ରି କରାଗଲା।

ଦିତୀୟ ରାଜାବଳୀ 7:18

ଇଲୀଶାୟ ରାଜାଙ୍କୁ କହିଥିଲେ, କାଲି ପ୍ରାଯ ଏହି ସମୟରେ ଶମରିଯାର ନଗର ଦ୍ବାର ରେ ଜଣେ ଲୋକ ଏକ ଝୁଡି ମଇଦା ଏକ ଶକେଲ ରେ ଓ ଦୁଇ ଝୁଡି ୟବ ଏକ ଶକେଲ ରେ ବିକ୍ରି କରିବ।

ଦିତୀୟ ରାଜାବଳୀ 20:16

ତା'ପରେ ଯିଶାଇୟ ହିଜକିଯଙ୍କୁ କହିଲେ, ସଦାପ୍ରଭୁଙ୍କ ବାକ୍ଯ ଶୁଣ।

Interlinear

Choose Theme