Home Bibles ☰ Books ଯୋହନଲିଖିତ ସୁସମାଚାର 11:21 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 11:21 · ଓଡ଼ିଆ ବାଇବେଲ

ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠା ରେ ଥାଆନ୍ତେ, ତବେେ ମାରେ ଭାଇ ମରି ନଥାନ୍ତା।

Cross references

ପ୍ରଥମ ରାଜାବଳୀ 17:18

ସହେି ସ୍ତ୍ରୀ ଲୋକଟି ଏଲିଯକୁ କହିଲେ, ହେ ପରମେଶ୍ବରଙ୍କ ଲୋକ, ମାେ ବିରୁଦ୍ଧ ରେ ତୁମ୍ଭର କ'ଣ ଅଛି? ତୁମ୍ଭେ କ'ଣ ମାରେ ପାପ ସ୍ମରଣ କରଇବୋକୁ ଓ ମାରେପୁତ୍ରର ମୃତ୍ଯୁର କାରଣ ହବୋ ପାଇଁ ଆସିଅଛ?

ଗୀତସଂହିତା 78:19

ସମାନେେ ପରମେଶ୍ବରଙ୍କୁ ଅଭିଯୋଗ କଲେ ଏବଂ କହିଲେ, କ'ଣ ପରମେଶ୍ବର ମରୁଭୂମିରେ ଆମ୍ଭମାନଙ୍କୁ ଖାଦ୍ୟ ଦଇେ ପାରିବେ?

ଗୀତସଂହିତା 78:41

ସମାନେେ ବାରମ୍ବାର ପରମେଶ୍ବରଙ୍କୁ ପରୀକ୍ଷା କଲେ। ସମାନେେ ପ୍ରକୃତରେ ଇଶ୍ରାୟେଲର ପବିତ୍ର ସ୍ବରୂପଙ୍କୁ ବିରକ୍ତ କଲେ।

ମାଥିଉଲିଖିତ ସୁସମାଚାର 9:18

ଯୀଶୁ ଏ ବିଷୟ କହୁଥିବା ସମୟରେ ଯିହୂଦୀ ପ୍ରାର୍ଥନାଗୃହର ଜଣେ ଅଧ୍ଯକ୍ଷ ଆସିଲେ। ସେ ଯୀଶୁଙ୍କ ଆଗ ରେ ଆଣ୍ଠୁମାଡି ବସି ପଡଲେ ଓ କହିଲେ, ମାରେ ଝିଅ ଏବେ ମରୀଗଲା। ତୁମ୍ଭେ ଆସି ତା'ଉପରେ ହାତ ରଖି ଦିଅ। ତା' ହେଲେ ସେ ପୁଣି ବଞ୍ଚି ଉଠିବ।

ଲୂକଲିଖିତ ସୁସମାଚାର 7:6

ତେଣୁ ଯୀଶୁ ସମାନଙ୍କେ ସହିତ ୟିବାପାଇଁ ବାହାରି ପଡିଲେ। ଯୀଶୁ ଶତ ସନୋପତି ଘର ପାଖାପାଖି ଆସି ପହଞ୍ଚି ଯାଇଥବା ସମୟରେ ଶତ ସନୋପତି ଜଣକ ନିଜ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ଏହି କଥା କହିବା ପାଇଁ ପଠାଇଲେ, ପ୍ରଭୁ, ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। କାରଣ ମୁଁ ଏତେ ଭଲ ନୁହେଁ ଯେ ଆପଣ ମାେ ଘରକୁ ଆସିବେ।

ଲୂକଲିଖିତ ସୁସମାଚାର 7:13

ସହେି ବିଧବାକୁ ଦେଖି ଯୀଶୁଙ୍କ ମନ ରେ କରୁଣା ଜାତ ହେଲା। ସେ ତାକୁ କହିଲେ, କାନ୍ଦ ନାହିଁ।

ଲୂକଲିଖିତ ସୁସମାଚାର 8:49

ସେ ଠିକ୍ ଏହି କଥା କହୁଥିବା ସମୟରେ ସମାଜଗୃହର ନେତା ଯାଈରସଙ୍କ ଘରୁ ଜଣେ ଆସି କହିଲା, ତୁମ୍ଭ ଝିଅ ମରିଗଲା। ଆଉ ଏବେ ଗୁରୁଙ୍କୁ କଷ୍ଟ ଦିଅନାହିଁ।

ଯୋହନଲିଖିତ ସୁସମାଚାର 4:47

ସହେି ବ୍ଯକ୍ତି ଶୁଣିଲେ ଯେ ଯୀଶୁ ୟିହୂଦା ପ୍ରଦେଶରୁ ଆସିଛନ୍ତି ଓ ବର୍ତ୍ତମାନ ଗାଲୀରୀ ରେ ଅଛନ୍ତି, ତେଣୁ ସେ ବ୍ଯକ୍ତି କାନା ରେ ଯୀଶୁଙ୍କୁ ଦଖାେ କଲେ। କଫର୍ନାହୂମକୁ ଆସି ତାହାଙ୍କର ପୁତ୍ରକୁ ସୁସ୍ଥ କରିବା ପାଇଁ ସେ ଯୀଶୁଙ୍କୁ ନିବଦନେ କଲେ। ତାହାଙ୍କର ପୁତ୍ର ମୃତ ପ୍ରାୟ ହଇେଥିଲେ।

ଯୋହନଲିଖିତ ସୁସମାଚାର 11:32

ମରିୟମ ଯୀଶୁ ରହିଥିବା ସ୍ଥାନକୁ ଗଲେ। ଯୀଶୁଙ୍କୁ ଦେଖି ସେ ତାହାଙ୍କ ପାଦ ତଳେ ପଡିଗଲେ। ମରିୟମ କହିଲେ, ପ୍ରଭୁ, ଆପଣ ଯଦି ଏଠା ରେ ଥାଆନ୍ତେ ତବେେ ମାେ ଭାଇ ମରି ନ ଥାଆନ୍ତା।

ଯୋହନଲିଖିତ ସୁସମାଚାର 11:37

କିନ୍ତୁ କେତକେ ଯିହୂଦୀ କହିଲେ, ଯୀଶୁ ଅନ୍ଧ ଲୋକଟିର ଆଖି ଭଲ କରି ଦଇେଥିଲେ। ତବେେ ସେ ଲାଜାରଙ୍କୁ ମରଣ ମୁଖରୁ ବଞ୍ଚଇେ ରଖିବା ପାଇଁ କାହିଁକି କିଛି କରି ପାରିଲେ ନାହିଁ।

Interlinear

Choose Theme