Home Bibles ☰ Books ଗୀତସଂହିତା 78:19 · ଓଡ଼ିଆ ବାଇବେଲ
ଗୀତସଂହିତା 78:19 · ଓଡ଼ିଆ ବାଇବେଲ

ସମାନେେ ପରମେଶ୍ବରଙ୍କୁ ଅଭିଯୋଗ କଲେ ଏବଂ କହିଲେ, କ'ଣ ପରମେଶ୍ବର ମରୁଭୂମିରେ ଆମ୍ଭମାନଙ୍କୁ ଖାଦ୍ୟ ଦଇେ ପାରିବେ?

Cross references

ଯାତ୍ରା ପୁସ୍ତକ 16:3

ଲୋକମାନେ କହିଲେ, ଏହା ବହୁତ ଭଲ ହାଇେଥାନ୍ତା, ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମିଶର ରେ ହତ୍ଯା କରିଥାନ୍ତେ। ସଠାେରେ ଆମ୍ଭର ପ୍ରଚୁର ଖାଦ୍ୟ ଥିଲା। ଆମ୍ଭେ ଆବଶ୍ଯକ ପରିମାଣର ଖାଦ୍ୟ ସଠାେରେ ପାଉଥିଲୁ। କିନ୍ତୁ ତୁମ୍ଭେ ଆମ୍ଭଙ୍କୁ ଏଠାକୁ ଆଣିଲ। ତୁମ୍ଭେ ଏଠା ରେ ଆମ୍ଭକୁ ଭୋକରେ ମାରିବାକୁ ଚାହଁ କି?

ଯାତ୍ରା ପୁସ୍ତକ 16:8

ଏବଂ ମାଶାେ କହିଲେ, ତେଣୁ ଆଜି ରାତ୍ର ରେ ସେ ତୁମ୍ଭମାନଙ୍କୁ ମାଂସ ଭୋଜନ ଦବେେ। ଏବଂ ପ୍ରଭାତ ରେ ସେ ତୁମ୍ଭମାନଙ୍କୁ ଆବଶ୍ଯକ ପରିମାଣ ରେ ରୋଟୀ ମଧ୍ଯ ଦବେେ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି। ଯାହା ତୁମ୍ଭେ ଆମ୍ଭ ବିରୁଦ୍ଧ ରେ କଲ। କିନ୍ତୁ ଆମ୍ଭେ କିଏ? ପ୍ରକୃତ ରେ ତୁମ୍ଭମାନେେ ଆମ୍ଭମାନଙ୍କ ବିରୁଦ୍ଧ ରେ ଆପତ୍ତି କରୁନାହଁ। ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆପତ୍ତି କରୁଅଛ।

ଗଣନା ପୁସ୍ତକ 11:4

ତା'ପରେ ସମାନଙ୍କେ ମଧ୍ଯରୁ ଅସୁବିଧା ସୃଷ୍ଟିକାରୀଗଣଙ୍କର ଉତ୍ତମ ଖାଦ୍ୟ ଖାଇବାକୁ ପ୍ରବଳଇଚ୍ଛା ହେଲା। ଇଶ୍ରାୟେଲର ଲୋକମାନେ ସମାନଙ୍କେ ସହିତ ୟୋଗ ଦେଲେ ଏବଂ ପାଟି କଲେ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦବେ?

ଗଣନା ପୁସ୍ତକ 11:13

ମୁଁ ଏହି ସମସ୍ତ ଲୋକଙ୍କୁ ମାଂସ ଦବୋ ପାଇଁ କେଉଁଠା ରେ ପାଇବି? କାରଣ ସମାନେେ ମାେ ନିକଟରେ କାନ୍ଦି କହୁଛନ୍ତି, ସମାନେେ ପାଟି କରନ୍ତି, 'ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭମାନଙ୍କୁ ମାଂସ ଦିଅ।'

ଗଣନା ପୁସ୍ତକ 20:3

ସହେି ଲୋକମାନେ ମାଶାଙ୍କେ ସହିତ ବିବାଦ କରି କହିଲେ, ହାୟ! ଆମ୍ଭମାନେେ ଆମ୍ଭ ଭାଇମାନଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖ ରେ ପେଛ ମରିଥାନ୍ତୁ।

ଗଣନା ପୁସ୍ତକ 21:5

ତହିଁରେ ଲୋକମାନେ ପରମେଶ୍ବର ଓ ମାଶାଙ୍କେ ବିରୁଦ୍ଧ ରେ ଅଭିଯୋଗ କଲେ ଏବଂ କହିଲେ, କାହିଁକି ତୁମ୍ଭମାନେେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠା ରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭମାନେେ ଏହି ଅଖାଦ୍ୟକୁ ଘୃଣା କରୁ।

ଦିତୀୟ ରାଜାବଳୀ 7:2

ସନୋପତି ୟିଏ ରାଜା ଙ୍କର ନିକଟର ଥିଲେ ପରମେଶ୍ବର ଲୋକଙ୍କୁ ଉତ୍ତର ଦେଲେ। ଦେଖ, ଯବେେ ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି ତବେେ ମଧ୍ଯ ସମ୍ଭବ ହାଇେ ପାରିବ ନାହିଁ?

ଦିତୀୟ ବଂଶାବଳୀ 32:19

ସହେି ସବେକଗଣ ଏପରି କାର୍ୟ୍ଯ କଲେ, ଯେପରି ଇଶ୍ରାୟେଲ ପରମେଶ୍ବର ଅନ୍ୟ ଦେଶର ଲୋକମାନଙ୍କର ହସ୍ତ ନିର୍ମିତ ମୂର୍ତ୍ତି ଅଟନ୍ତି।

ଆୟୁବ ପୁସ୍ତକ 34:37

ଆୟୁବର ବିଦ୍ରୋହ ତା'ର ଅନ୍ୟ ପାପ ସହିତ ୟାଗ କରେ। ଆୟୁବ ଆମ୍ଭ ସମ୍ମୁଖ ରେ ବ ସେ ଏବଂ ଆମ୍ଭକୁ ଅପମାନିତ କରେ ଏବଂ ପରମେଶ୍ବରଙ୍କ ବିଷଯ ରେ ଅତ୍ଯଧିକ କୁ ହେ।

ଗୀତସଂହିତା 23:5

ହେ ସଦାପ୍ରଭୁ, ତୁମ୍ଭେ ମାରେ ଶତ୍ରୁମାନଙ୍କ ସମ୍ମୁଖରେ ମାରେ ମଜେ ସଜାଇଅଛ। ତୁମ୍ଭେ ମାରେ ମୁଣ୍ଡରେ ତଲେ ଢ଼ାଳିଛ। ମାେ ପାନପାତ୍ର ପୂର୍ଣ୍ଣ ହାଇେ ଉଚ୍ଛୁଳି ପଡ଼ିଛି।

ରୋମୀୟଙ୍କ ପ୍ରତି ପତ୍ର 9:20

ତୁମ୍ଭେ କବଳେ ଜଣେ ମଣିଷ। ପରମେଶ୍ବରଙ୍କୁ ଓଲଟି ପ୍ରଶ୍ନ ପଚାରିବାର ଅଧୀକାର ତୁମ୍ଭର ନାହିଁ। ମାଟିକଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ ତୁମ୍ଭେ ମାେତେ ଏପରି ଭାବେ କାହିଁକି ଗଢିଲ?

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:6

ସହେି ପଶୁ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଥା କହିବା ପାଇଁ ମୁହଁ ଖାଲିେଲା। ସେ ପରମେଶ୍ବରଙ୍କର ନାମ ବିରୁଦ୍ଧ ରେ, ତାହାଙ୍କର ବାସସ୍ଥଳୀ ବିରୁଦ୍ଧ ରେ ଓ ଯେଉଁମାନେ ସ୍ବର୍ଗ ରେ ରହୁଥିଲେ, ସମାନଙ୍କେ ବିରୁଦ୍ଧ ରେ ଖରାପ କଥାମାନ କହିଲା।

Interlinear

Choose Theme