Home Bibles ☰ Books ପ୍ରଥମ ରାଜାବଳୀ 4:28 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 4:28 · ଓଡ଼ିଆ ବାଇବେଲ

ସହେି ଶାସକଗଣ ସମାନଙ୍କେର କର୍ତ୍ତବ୍ଯ ଅନୁସାରେ ଦ୍ରୁତଗାମୀ ଅଶ୍ବଗୁଡିକୁ ବାର୍ଲି ଓ କୁଟା ଯୋଗଇଲେ। ଆଉ ମଧ୍ଯ ସମାନଙ୍କେ ମଧ୍ଯରୁ ପ୍ରେତ୍ୟକକ ନିଜ ନିଜ ନିରୂପିତ କର୍ମାନୁସା ରେ ଅଶ୍ବ ଦ୍ରୁତଗାମୀ ବାହନଗୁଡିକ ପାଇଁ ଅଧ୍ଯକ୍ଷମାନଙ୍କ ଥିବା ସ୍ଥାନକୁ ଆଣିଲେ।

Cross references

ଏଷ୍ଟର ବିବରଣ 8:10

ସେ ରାଜା ଅକ୍ଷଶ୍ବରେଶ ନାମ ରେ ଲେଖି ଓ ରାଜାଙ୍କ ଅଙ୍ଗୁରୀଯ ରେ ମାହେରାଙ୍କିତ କରି ଅଶ୍ବାଶାଳା-ଜାତ ରାଜକୀଯ ଅଶ୍ବବାହାରୂଢ ଦ୍ରୁତଗାମୀ ଦୂତଗଣ ହସ୍ତ ରେ ପତ୍ର ପଠାଇଲା।

ଏଷ୍ଟର ବିବରଣ 8:14

ତହିଁରେ ଦ୍ରୁତଗାମୀ ରାଜକୀଯ ଅଶ୍ବାରୁଢ ଦୂତମାନେ ରାଜାଙ୍କ ଆଜ୍ଞା ରେ ଶିଘ୍ର ଗ୍ଭଲିଗଲେ, ଏବଂ ଏହା ଶ୍ବଶନ ରାଜଧାନୀ ରେ ସହେି ଆଜ୍ଞା ପ୍ରକାଶିତ ହେଲା।

ମୀଖା 1:13

ହେ ଲାଖୀଶର ନିବାସୀଗଣ, ଦ୍ରୁତଗାମୀ ଅଶ୍ବକୁ ନଇେ ରଥରେ ବାନ୍ଧି। ସିଯୋନର ପାପ ଲାଖୀଶ ରେ ଆରମ୍ଭ ହେଲା, କାରଣ ତୁମ୍ଭମାନେେ ଇଶ୍ରାୟେଲର ପାପକୁ ଅନୁସରଣ କଲ।

Interlinear

Choose Theme