ଏବେ ସୁଦ୍ଧା ତୁମ୍ଭେ କ'ଣ ବୁଝି ପାରୁନ? ପାଞ୍ଚଟି ରୋଟୀକୁ ପାଞ୍ଚ ହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇ ସାରିବା ପରେ ବଳକା ଅଂଶତକ ତୁମ୍ଭେ ଅନକେ ଟୋକଇେ ରେ ଭର୍ତ୍ତି କରିଥିଲ।
Cross references
ଶିଷ୍ଯମାନେ କହିଲେ, ଆମ୍ଭ ପାଖ ରେ ଏଠା ରେ ମାତ୍ର ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ମାଛ ଅଛି।
ଯୀଶୁ କହିଲେ, ଏବେ ବି କ'2ଣ ତୁମ୍ଭ ବୁଝିବା ରେ ଅସୁବିଧା ଅଛି?
ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ଯାଇ ଦେଖ, ତୁମ୍ଭ ପାଖ ରେ କେତେ ଖଣ୍ଡ ରୋଟୀ ଅଛି?
ଯୀଶୁ କହିଲେ, ତୁମ୍ଭମାେଲେ ମଧ୍ଯ, ଅନ୍ୟମାନଙ୍କ ଭଳି କ'ଣ ବୁଝି ପାରିଲ ନାହିଁ? ତୁମ୍ଭମାନେେ କ'ଣ ବୁଝି ପାରୁନ ଯେ ଲୋକର ଭିତରକୁ ବାହାରୁ କୌଣସି ବସ୍ତୁ ଗଲେ ତାହା ସହେି ଲୋକକୁ ଦୂଷିତ କରିପା ରେ ନାହିଁ।
କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏମାନଙ୍କୁ କିଛି ଖାଇବାକୁ ଦିଅ।
ତା'ପରେ ଯୀଶୁ ସହେି ଦୁଇଜଣ ଲୋକଙ୍କୁ କହିଲେ, ତୁମ୍ଭମାନେେ କେତେ ବୋକା। ଭବିଷ୍ଯଦ୍ବକ୍ତାମାନେ ଯାହାସବୁ କହିଥିଲେ, ସହେି ସତ୍ଯକୁ ବିଶ୍ବାସ କରିବା ରେ ତୁମ୍ଭମାନେେ କେତେ ମନ୍ଥର।
ଏଠା ରେ ଜଣେ ବାଳକ ଅଛି। ତା'ପାଖ ରେ ପାନ୍ଚୋଟି ରୋଟୀ ଓ ଦୁଇଟି େଛାଟ ମାଛ ଅଛି। କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ୟଥେଷ୍ଟ ହବେ ନାହିଁ।
ମୁଁ ପୂର୍ବରୁ କହିଥିଲି ଯେ ଏହି ଘଟଣାଗୁଡ଼ିକ ଘଟିବ।
ମୁଁ ଯେଉଁମାନଙ୍କୁ ପ୍ ରମେ କରେ ସମାନଙ୍କେୁ ସଂ ଶାଧେନ କରେ ଓ ଦଣ୍ଡ ଦିଏ। ତେଣୁ କଠିନ ଚେଷ୍ଟା କର। ନିଜ ହୃଦୟ ଓ ନିଜ ଜୀବନ ପରିବର୍ତ୍ତନ କର।