Home Bibles ☰ Books ମାଥିଉଲିଖିତ ସୁସମାଚାର 14:17 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 14:17 · ଓଡ଼ିଆ ବାଇବେଲ

ଶିଷ୍ଯମାନେ କହିଲେ, ଆମ୍ଭ ପାଖ ରେ ଏଠା ରେ ମାତ୍ର ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ମାଛ ଅଛି।

Cross references

ଗଣନା ପୁସ୍ତକ 11:21

ତବେେ ମାଶାେ କହିଲେ, ସଦାପ୍ରଭୁ, ମୁଁ ଯେଉଁ ଲୋକମାନଙ୍କ ମଧିଅରେ ଅଛି ସମାନେେ ଛଅ ଲକ୍ଷ ପଦାତିକ। ତଥାପି ତୁମ୍ଭେ କହୁଅଛ, 'ଆମ୍ଭେ ସମାନଙ୍କେୁ ମାଂସ ଦବୋ, ସମାନେେ ତାହା ସମ୍ପୂର୍ଣ ଏକ ମାସ ଖାଇବେ!'

ଗୀତସଂହିତା 78:19

ସମାନେେ ପରମେଶ୍ବରଙ୍କୁ ଅଭିଯୋଗ କଲେ ଏବଂ କହିଲେ, କ'ଣ ପରମେଶ୍ବର ମରୁଭୂମିରେ ଆମ୍ଭମାନଙ୍କୁ ଖାଦ୍ୟ ଦଇେ ପାରିବେ?

ମାଥିଉଲିଖିତ ସୁସମାଚାର 15:33

ଯୀଶୁଙ୍କ ଶିଷ୍ଯମାନେ କହିଲେ, ଆମ୍ଭେ ଏତେ ଲୋକଙ୍କ ପାଇଁ ଏତେ ଖାଦ୍ୟ ଏଭଳି ସ୍ଥାନ ରେ କେଉଁଠାରୁ ପାଇବା? ଆମ୍ଭେ ନଗର ଠାରୁ ବହୁତ ଦୂର ରେ ଅଛୁ।

ମାଥିଉଲିଖିତ ସୁସମାଚାର 16:9

ଏବେ ସୁଦ୍ଧା ତୁମ୍ଭେ କ'ଣ ବୁଝି ପାରୁନ? ପାଞ୍ଚଟି ରୋଟୀକୁ ପାଞ୍ଚ ହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇ ସାରିବା ପରେ ବଳକା ଅଂଶତକ ତୁମ୍ଭେ ଅନକେ ଟୋକଇେ ରେ ଭର୍ତ୍ତି କରିଥିଲ।

ମାର୍କଲିଖିତ ସୁସମାଚାର 6:37

ଯୀଶୁ କିନ୍ତୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ସମାନଙ୍କେୁ ଖାଇବାକୁ ଦିଅ।

ମାର୍କଲିଖିତ ସୁସମାଚାର 8:4

ଯୀଶୁଙ୍କ ଶିଷ୍ଯମାନେ କହିଲେ, ଆମ୍ଭମାନେେ ଏ ଜନହୀନ ଅଂଚଳ ରେ ଏମାନଙ୍କୁ ଖୁଆଇବା ପାଇଁ ୟଥେଷ୍ଟ ଖାଦ୍ୟ କୁଆଡୁ ପାଇ ପାରିବୁ?

ଲୂକଲିଖିତ ସୁସମାଚାର 9:13

କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏମାନଙ୍କୁ କିଛି ଖାଇବାକୁ ଦିଅ।

ଯୋହନଲିଖିତ ସୁସମାଚାର 6:5

ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ଯା ରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲିପ୍ପଙ୍କୁ କହିଲେ, ଫିଲିପ୍ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ୟଥେଷ୍ଟ ଖାଦ୍ୟ କିଣି ପାରିବା?

Interlinear

Choose Theme