Home Bibles ଯାକୁବଙ୍କ ପତ୍ 5:16 · ଓଡ଼ିଆ ବାଇବେଲ
ଯାକୁବଙ୍କ ପତ୍ 5:16 · ଓଡ଼ିଆ ବାଇବେଲ

ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ବୀକାର କର। ତା'ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ବର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତବେେଳେ ନିରନ୍ତର ପ୍ରାର୍ଥନା କରେ, ସେତବେେଳେ ମହାନ ଘଟଣାମାନ ଘଟିଥାଏ।

Cross references

ଆଦି ପୁସ୍ତକ 18:23

ଏହାପରେ ଅବ୍ରହାମ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହେଲେ ଏବଂ କହିଲେ, ହେ ସଦାପ୍ରଭୁ, ଆପଣ କ'ଣ ନୀରିହ ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ବଂସ କରିବାପାଇଁ ଯୋଜନା କରିଅଛନ୍ତି?

ଆଦି ପୁସ୍ତକ 19:29

ଏହିରୂପେ ସହେି ପ୍ରାନ୍ତର ସ୍ଥିତ ସମସ୍ତ ନଗରର ବିନାଶ ସମୟରେ ପରମେଶ୍ବର ଅବ୍ରହାମକୁ ମନେ କଲେ। ପୁଣି ଲୋଟ ଯେଉଁ ଯେଉଁ ନଗର ରେ ବାସ କରିଥିଲେ। ସହେି ନଗର ରେ ଉତ୍ପାଟନ ସମୟରେ ସେ ଲୋଟକୁ ତନ୍ମଧ୍ଯରୁ ବାହାର କରୁଥିଲେ।

ଆଦି ପୁସ୍ତକ 20:7

ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନ୍ନରାଯ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫରୋଇଦିଅ। ଅବ୍ରହାମ ଜଣେ ଭବିଷ୍ଯତ୍ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ଅବ୍ରହାମକୁ ନ ଫରୋଅ ତବେେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ଯୁବରଣ କରିବେ।

ଆଦି ପୁସ୍ତକ 20:17

ସଦାପ୍ରଭୁ ଅବିମଲକଙ୍କେର ସମସ୍ତ ସ୍ତ୍ରୀଙ୍କୁ ବନ୍ଧ୍ଯା କଲେ। ପରମେଶ୍ବର ଏପରି କଲେ କାରଣ ଅବିମଲକେ ଅବ୍ରହାମଙ୍କ ସ୍ତ୍ରୀ ସାରାଙ୍କୁ ନଇେଥିଲେ।

ଆଦି ପୁସ୍ତକ 32:28

ଏହାପରେ ସହେି ମନୁଷ୍ଯଟି କହିଲା, ଆଉ ତୁମ୍ଭର ନାମ ଯାକୁବ ହବେ ନାହିଁ। ତୁମ୍ଭର ନାମ ଇଶ୍ରାୟେଲ ହବେ ଏବଂ ତୁମ୍ଭେ ସହେି ନାମ ରେ ପରିଚିତ ହବେ କାରଣ ତୁମ୍ଭେ ପରମେଶ୍ବରଙ୍କ ସହିତ ଏବଂ ଲୋକମାନଙ୍କ ସହିତ ୟୁଦ୍ଧ କରି ଜଯଲାଭ କଲ।

ଆଦି ପୁସ୍ତକ 41:9

ସେତବେେଳେ ମୂଖ୍ଯ ପାନପାତ୍ର ବାହକ ଫାରୋଙ୍କୁ ନିବଦନେ କଲା। ସେ କହିଲା, ମୁଁ ଆଜି ସ୍ମରଣ କରୁଛି ଏକ ଅପରାଧ ମୁଁ କରିଥିଲି।

ଯାତ୍ରା ପୁସ୍ତକ 9:28

ଏହି ଶିଳାବୃଷ୍ଟି ୟଥେଷ୍ଟ ହେଲା! ସଦାପ୍ରଭୁଙ୍କୁ କୁହ ଏହି ବୃଷ୍ଟି ବନ୍ଦ କରିବା ପାଇଁ ଏବଂ ମୁଁ ତୁମ୍ଭର ଲୋକମାନଙ୍କୁ ଛାଡି ଦବେି। ତୁମ୍ଭମାନଙ୍କର ଆଉ ଏଠା ରେ ରହିବା ଦରକାର ନାହିଁ।

ଯାତ୍ରା ପୁସ୍ତକ 9:33

ମାଶାେ ଫାରୋଙ୍କ ନିକଟରୁ ନଗର ବାହାରକୁ ୟାଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବାରୁ ବର୍ଷା, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହାଇଗେଲା।

ଯାତ୍ରା ପୁସ୍ତକ 17:11

ଯେତବେେଳେ ମାଶାେ ତାଙ୍କର ହସ୍ତ ଉପରକୁ କଲେ ସେତବେେଳେ ଇଶ୍ରାୟେଲୀୟ ବିଜଯ ହେଲେ ଓ ଯେତବେେଳେ ମାଶାେ ତାଙ୍କର ହାତ ତଳକୁ ରଖିଲେ, ସେତବେେଳେ ଅମାଲକେୀଯମାନେ ପରାସ୍ତ ହେଲେ।

ଯାତ୍ରା ପୁସ୍ତକ 32:10

ତେଣୁ ବର୍ତ୍ତମାନ ମାେତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସମାନଙ୍କେୁ ମାରେ କୋର୍ଧ ରେ ଧ୍ବଂସ କରିବି। ଏହାପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।

ଗଣନା ପୁସ୍ତକ 11:2

ତେଣୁ ଲୋକମାନେ ମାଶାଙ୍କେ ନିକଟରେ ସାହାର୍ୟ୍ଯ ପାଇଁ କ୍ରନ୍ଦନ କଲେ। ତହୁଁ ମାଶାେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ସହେି ଅଗ୍ନି ଥମିଗଲା।

ଗଣନା ପୁସ୍ତକ 14:13

ତା'ପରେ ମାଶାେ ସଦାପ୍ରଭୁଙ୍କୁ କହିଲେ, ତବେେ ମିଶରୀଯ ଲୋକମାନେ ତ ଏହା ଶୁଣିବେ, କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ବାରା ସମାନଙ୍କେ ମଧ୍ଯରୁ ଏହି ଲୋକମାନଙ୍କୁ ଆଣିଅଛ।

ଗଣନା ପୁସ୍ତକ 21:7

ଏଥି ରେ ଲୋକମାନେ ମାଶାଙ୍କେ ନିକଟକୁ ଆସି ନିବଦନେ କଲେ, ଆମ୍ଭମାନେେ ସଦାପ୍ରଭୁ ଓ ତୁମ୍ଭ ବିରୁଦ୍ଧ ରେ ଅଭିଯୋଗ କରି ପାପ କରିଅଛୁଁ। ତେଣୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ସେ ଯେପରି ଆମ୍ଭମାନଙ୍କଠାରୁ ଏହି ସର୍ପମାନଙ୍କୁ ଦୂ ରଇେ ନବେେ। ତେଣୁ ମାଶାେ ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ।

ଦିତୀୟ ବିବରଣ 9:18

ତୁମ୍ଭମାନେେ କରିଥିବା ପାପର ପ୍ରାଯଶ୍ଚିତ କରାବା ପାଇଁ ଯାହାକି ସଦାପ୍ରଭୁଙ୍କୁ କୋରଧିତ କଲା, ମୁ ଚାଳିଶ ଦିନ ଓ ଚାଳିଶ ରାତି ଉପବାସ କଲି। ପ୍ରଥମ ଥର ପରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲି। ମୁ ଅନ୍ନ ଭୋଜନ କିଅବା ଜଳପାନ କଲିନାହିଁ।

ଯିହୋଶୂୟ 10:12

ସହେିଦିନ ସଦାପ୍ରଭୁ ଇ ମାରେୀଯମାନଙ୍କୁ ଇଶ୍ରାୟେଲୀୟଗଣଙ୍କକ୍ସ୍ଟ ହସ୍ତାନ୍ତର କଲେ। ଯିହାଶୂେୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତା'ପରେ ସେ ଇଶ୍ରାୟେଲୀୟମାନଙ୍କ ଉପସ୍ଥିତି ରେ ଆଜ୍ଞା ଦେଲେ।

ପ୍ରଥମ ଶାମୁୟେଲ 1:12

ଯେତବେେଳେ ସେ ସଦାପ୍ରଭୁଙ୍କୁ ଦୀର୍ଘ ସମୟ ଧରି ଏହିପରି ପ୍ରାର୍ଥନା କରୁଥିଲା, ଏଲି ତା'ର ପାଟିକକ୍ସ୍ଟ ଦେଖକ୍ସ୍ଟଥିଲା।

ପ୍ରଥମ ଶାମୁୟେଲ 12:18

ତେଣୁ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କୁ ଡାକିଲେ, ସହେି ସମୟରେ ସଦାପ୍ରଭୁ ମେଘଗର୍ଜନ ଓ ବୃଷ୍ଟି ପଠାଇଲେ। ତେଣୁ ସବକ୍ସ୍ଟଲୋକ ସଦାପ୍ରଭୁ ଓ ଶାମୁୟେଲଙ୍କୁ ଭୟ କଲେ।

ଦିତୀୟ ଶାମୁୟେଲ 19:19

ଶିମିଯି ରାଜାଙ୍କକ୍ସ୍ଟ କହିଲା, ସହ ସଦାପ୍ରଭୁସମାର ପ୍ରଭକ୍ସ୍ଟ, ମୁ କରିଥିବା ପାପ ବିଷଯସର ଚିନ୍ତା କର ନାହିଁ। ଆପଣ ୟିରକ୍ସ୍ଟଶାଲମ ଗଲାପଲର ମୁସଯଉଁ କକ୍ସ୍ଟକର୍ମ କରିଛି ତାହାକକ୍ସ୍ଟ ସ୍ମରଣ କରନ୍ତକ୍ସ୍ଟ ନାହିଁ।

ପ୍ରଥମ ରାଜାବଳୀ 13:6

ତା'ପରେ ରାଜା ୟାରବିଯାମ ପରମେଶ୍ବରଙ୍କ ଲୋକକୁ ନିବଦନେ କରି କହିଲେ, ତୁମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ମାରେବାହୁର ଆରୋଗ୍ୟ ପାଇଁ ପ୍ରାର୍ଥନା କର।

ପ୍ରଥମ ରାଜାବଳୀ 17:18

ସହେି ସ୍ତ୍ରୀ ଲୋକଟି ଏଲିଯକୁ କହିଲେ, ହେ ପରମେଶ୍ବରଙ୍କ ଲୋକ, ମାେ ବିରୁଦ୍ଧ ରେ ତୁମ୍ଭର କ'ଣ ଅଛି? ତୁମ୍ଭେ କ'ଣ ମାରେ ପାପ ସ୍ମରଣ କରଇବୋକୁ ଓ ମାରେପୁତ୍ରର ମୃତ୍ଯୁର କାରଣ ହବୋ ପାଇଁ ଆସିଅଛ?

ଦିତୀୟ ରାଜାବଳୀ 4:33

ତତ୍ପରେ ଇଲୀଶାୟ ଗୃହର ଦ୍ବାର ବନ୍ଦ କଲେ ଓ ଏକୁଟିଆ ବାଳକ ସହିତ ସେ ଘର ମଧିଅରେ ରହିଲେ। ତା'ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ।

ଦିତୀୟ ରାଜାବଳୀ 19:15

ହିଜକିଯ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, ହେ କିରୁବଗଣ ଉପରେ ଉପବିଷ୍ଟ ସଦାପ୍ରଭୁ , ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ କବଳେ ଏ ସମଗ୍ର ବିଶ୍ବର ପରମେଶ୍ବର ଅଟ। ଆଉ ମଧ୍ଯ ତୁମ୍ଭେ ସ୍ବର୍ଗ ଓ ପୃଥିବୀ ନିର୍ମାଣ କରି ଅଛ।

ଦିତୀୟ ରାଜାବଳୀ 20:2

ହିଜକିଯ କାନ୍ଥ ଆଡେ ନିଜର ମୁହଁ ବୁଲାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ।

ଦିତୀୟ ବଂଶାବଳୀ 14:11

ଆସା ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କୁ ଡ଼ାକ ପକାଇଲେ ଓ କହିଲେ, ସଦାପ୍ରଭୁ, ତୁମ୍ଭ ପାଇଁ ଶକ୍ତିହୀନ ଲୋକଙ୍କୁ ସାହାୟ୍ଯ କରିବା ଯେତିକି ସହଜ ଶକ୍ତିଶାଳୀ ଲୋକଙ୍କୁ ସାହାୟ୍ଯ କରିବା ସତେିକି ସହଜ। ଆମ୍ଭମାନଙ୍କୁ ସାହାୟ୍ଯ କର। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ବର ଅଟ। ଏହି ବିଶାଳ ସୈନ୍ଯବାହିନୀ ବିପକ୍ଷ ରେ ଥିଲେ ହେଁ ଆମ୍ଭମାନେେ ତୁମ୍ଭ ଉପରେ ନିର୍ଭର କରୁ ! ତୁମ୍ଭେ ତୁମ୍ଭ ବିରୁଦ୍ଧ ରେ କାହାରିକୁ ଜଯ ଲାଭ କରିବାକୁ ଦିଅ ନାହିଁ।

ଦିତୀୟ ବଂଶାବଳୀ 30:20

ସଦାପ୍ରଭୁ ରାଜା ହିଜକିଯଙ୍କ ପ୍ରାର୍ଥନା ଶୁଣିଲେ। ସଦାପ୍ରଭୁ ଲୋକମାନଙ୍କୁ କ୍ଷମା ଦେଲେ।

ଦିତୀୟ ବଂଶାବଳୀ 32:20

ରାଜା ହିଜକିଯ ଓ ଆମାେସ୍ଙ୍କ ପୁତ୍ର ଭବିଷ୍ଯତ୍ବକ୍ତା ଯିଶାଇୟ ଏହି ସମସ୍ଯା ସମ୍ବନ୍ଧ ରେ ପ୍ରାର୍ଥନା କଲେ। ସମାନେେ ସ୍ବର୍ଗ ପ୍ରତି ଅତି ଉଚ୍ଚସ୍ବର ରେ ପ୍ରାର୍ଥନା କଲେ।

ଆୟୁବ ପୁସ୍ତକ 42:8

ତେଣୁ ବର୍ତ୍ତମାନ ଇଲୀଫସ୍ ସାତାଟେି ଷଣ୍ଢ ଓ ସାତାଟେି ମେଣ୍ଢା ନଇେ ମାେ ଭୃତ୍ଯ ଆୟୁବ ପାଖକୁ ୟାଅ। ତାହା ବଧକରି ନିଜ ପାଇଁ ହାମବେଳି ପରି ଉତ୍ସର୍ଗ କର। ଆମ୍ଭ ଦାସ ଆୟୁବ ତୁମ୍ଭ ପାଇଁ ପ୍ରାର୍ଥନା କରିବ ଏବଂ ଆମ୍ଭେ ପ୍ରାର୍ଥନାର ଉତ୍ତର ଦବୋ। ତା'ପରେ ଆମ୍ଭେ ତୁମ୍ଭକୁ ଦଣ୍ଡ ଦବୋ ନାହିଁ, ଯାହାର ତୁମ୍ଭେ ହକଦାର। ତୁମ୍ଭେ ଦଣ୍ଡ ପାଇବା ଉଚିତ୍, କାରଣ ତୁମ୍ଭେ ଅତି ନିର୍ ବୋଧ। ତୁମ୍ଭେ ଆମ୍ଭ ବିଷଯ ରେ ଉଚିତ କଥା କହି ନାହଁ। କିନ୍ତୁ ଆମ୍ଭର ଭୃତ୍ଯ ଆୟୁବ ଆମ୍ଭ ବିଷଯ ରେ ଉଚିତ୍ କଥା କହିଛି।

ଗୀତସଂହିତା 10:17

ହେ ସଦାପ୍ରଭୁ, ତୁମ୍ଭେ ସହେି ନିରୀହ ଲୋକମାନଙ୍କର ଡ଼ାକ ଶୁଣିଛ ବା ସମାନେେ ୟାହା ଚାହୁଁଛନ୍ତି ଜାଣିପାରୁଛ। ସମାନଙ୍କେର ପ୍ରାର୍ଥନା ଶୁଣ ଓ ସମାନେେ ୟାହା ଚାହୁଁଛନ୍ତି ତାହା ପ୍ରଦାନ କର।

ଗୀତସଂହିତା 34:15

ସଦାପ୍ରଭୁ ଉତ୍ତମ ବ୍ଯକ୍ତିମାନଙ୍କୁ ରକ୍ଷା କରନ୍ତି। ସେ ସମାନଙ୍କେର ପ୍ରାର୍ଥନା ଶୁଣନ୍ତି।

ଗୀତସଂହିତା 145:18

ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି, ଯେଉଁମାନେ ତାଙ୍କୁ ସାହାୟ୍ଯ ପାଇଁ ଡ଼ାକନ୍ତି।

ହିତୋପଦେଶ 15:8

ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠା ରେ ଘୃଣାର ବିଷଯ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି।

ହିତୋପଦେଶ 15:29

ସଦାପ୍ରଭୁ ଦୁଷ୍ଟମାନଙ୍କଠାରୁ ଦୂର ରେ ଥାନ୍ତି। ପୁଣି ଧାର୍ମିକମାନଙ୍କର ପ୍ରାର୍ଥନା ସେ ଶୁଣନ୍ତି।

ହିତୋପଦେଶ 28:9

ଯେଉଁ ଲୋକ କିଛି ଶିକ୍ଷା ଶୁଣିବା ପୂର୍ବରୁ ଆପଣା କର୍ଣ୍ଣ ବନ୍ଦ କରିଦିଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷଯ ହୁଏ।

ଯିରିମିୟ 15:1

ଅନନ୍ତର ସଦାପ୍ରଭୁ ମାେତେ କହିଲେ, ହେ ଯିରିମିୟ, ଯଦିଓ ମାଶାେ ଓ ଶାମୁଯଲେ ଆମ୍ଭ ସମ୍ମୁଖ ରେ ଠିଆ ହାଇେ ଯିହୁଦାର ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପାଇଁ ଅନୁକୂଳ ନୁହେଁ। ସମାନଙ୍କେୁ ଆମ୍ଭ ଦୃଷ୍ଟିରୁ ଦୂର କର। ସମାନଙ୍କେୁ ବାହାରି ୟିବାକୁ କୁହ।

ଯିରିମିୟ 29:12

ତେଣୁ ତୁମ୍ଭମାନେେ ଆମ୍ଭକୁ ଆହ୍ବାନ କରିବ ଓ ଆମ୍ଭ ନିକଟରେ ପ୍ରାର୍ଥନା କରିବ। ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରାର୍ଥନା ପ୍ରତି ଧ୍ଯାନ ଦବୋ।

ଯିରିମିୟ 33:3

ହେ ଯିହୁଦା, ତୁମ୍ଭେ ଆମ୍ଭକୁ ପ୍ରାର୍ଥନା କର ଏବଂ ଆମ୍ଭେ ତୁମ୍ଭକୁ ଉତ୍ତର ଦବୋ। ଆମ୍ଭେ ତୁମ୍ଭକୁ ଗୁପ୍ତ ଓ ମହତ୍ ବିଷଯ ଶୁଣାଇବା, ଯାହା ତୁମ୍ଭେ ଜାଣି ନାହଁ।

ଦାନିଏଲ 2:18

ଦାନିୟେଲ ତା'ର ସାଙ୍ଗମାନଙ୍କୁ ପରମେଶ୍ବରଙ୍କ ଅନୁଗ୍ରହ ଲାଭ କରିବା ନିମନ୍ତେ ପ୍ରାର୍ଥନା କରିବାକୁ କହିଲେ। ସ୍ବର୍ଗସ୍ଥ ପରମେଶ୍ବର ନିଗୂଢ ତଥ୍ଯ ଜଣାଇଲେ, ସେ ଓ ତା'ର ସାଙ୍ଗମାନେ ମୃତ୍ଯୁମୁଖରୁ ରକ୍ଷା ପାଇବେ।

ଦାନିଏଲ 9:20

ମୁଁ ସହେିସବୁ କଥା ପରମେଶ୍ବରଙ୍କୁ ପ୍ରାର୍ଥନା ରେ ନିବଦନେ କରୁଥିଲି। ମାରେ ପାପ ଓ ଇଶ୍ରାୟେଲ ଲୋକଙ୍କର ପାପ ସ୍ବୀକାର କରୁଥିଲି। ଆଉ ମାରେ ପରମେଶ୍ବରଙ୍କ ପବିତ୍ର ପର୍ବତ ନିମନ୍ତେ ମାରେ ପରମେଶ୍ବର ସଦାପଭୁଙ୍କ ଛାମୁ ରେ ମାରେ ନିବଦନେ ଉତ୍ସର୍ଗ କରୁଥିଲି।

ହୋଶେୟ 12:3

ଯାକୁବ ମାତୃଗର୍ଭ ରେ ଥିଲା ଏବଂ ତା'ର ଭାଇ ସହିତ କୌଶଳ କରିଥିଲା। ସେ ଗୋଟିଏ ଶକ୍ତିଶାଳୀ ୟୁବକ ଥିଲା ଏବଂ ସେତବେେଳେ ସେ ପରମେଶ୍ବରଙ୍କ ସହିତ ଲଢୁଥିଲା।

ମାଥିଉଲିଖିତ ସୁସମାଚାର 3:6

ସମାନେେ ନିଜ ନିଜ ପାପ ସ୍ବୀକାର କଲେ। ଯୋହନ ୟର୍ଦ୍ଦନ ନଦୀ ରେ ସମାନଙ୍କେ ବାପ୍ତିସ୍ମ ଦେଲେ।

Interlinear

Choose Theme