Home Bibles ହୋଶେୟ 12:3 · ଓଡ଼ିଆ ବାଇବେଲ
ହୋଶେୟ 12:3 · ଓଡ଼ିଆ ବାଇବେଲ

ଯାକୁବ ମାତୃଗର୍ଭ ରେ ଥିଲା ଏବଂ ତା'ର ଭାଇ ସହିତ କୌଶଳ କରିଥିଲା। ସେ ଗୋଟିଏ ଶକ୍ତିଶାଳୀ ୟୁବକ ଥିଲା ଏବଂ ସେତବେେଳେ ସେ ପରମେଶ୍ବରଙ୍କ ସହିତ ଲଢୁଥିଲା।

Cross references

ଆଦି ପୁସ୍ତକ 25:26

ତା'ପରେ, ତାହାର ଭ୍ରାତା ଏଷୌର ଗୋଇଠି ଧରି ଜନ୍ମ ହେଲା। ଏଣୁକରି ତାହାର ନାମ ଯାକୁବ ଦିଆଗଲା। ଇସ୍ହାକଙ୍କର ଷାଠିଏ ବର୍ଷ ବଯସ ରେ ଏହି ୟାଆଁଳା ପୁତ୍ର ଜନ୍ମ ହେଲେ।

ଆଦି ପୁସ୍ତକ 32:24

ଯାକୁବ ଏକୁଟିଆ ରହିଗଲେ ଏବଂ ଜଣେ ମନୁଷ୍ଯ ତାଙ୍କ ସହିତ ସକାଳ ପର୍ୟ୍ଯନ୍ତ ମଲ୍ଲ ୟୁଦ୍ଧ କଲେ।

ଦିତୀୟ ରାଜାବଳୀ 17:18

ଏଣୁ ସଦାପ୍ରଭୁ ଇଶ୍ରାୟେଲ ଉପରେ ଅତ୍ଯନ୍ତ କ୍ରୋଦ୍ଧ ହେଲେ ଓ ସମାନଙ୍କେୁ ନିଜ ଦୃଷ୍ଟି ଦୂ ରଇେ ଦେଲେ। କବଳେ ଯିହୁଦାର ଗୋଷ୍ଠୀ ଛଡା ଆଉ କହେି ଅବଶିଷ୍ଟ ରହିଲେ ନାହିଁ।

ଦିତୀୟ ରାଜାବଳୀ 17:20

ଏଣୁ ସଦାପ୍ରଭୁ ସମସ୍ତ ଇଶ୍ରାୟେଲୀୟଙ୍କୁ ଅଗ୍ରାହ୍ଯ କଲେ। ସେ ସମାନଙ୍କେୁ କ୍ଲେଶ ଦେଲେ। ସମାନଙ୍କେୁ ବିନାଶକାରୀମାନଙ୍କ ହସ୍ତ ରେ ସମର୍ପଣ କଲେ। ଶଷେ ରେ ସେ ସମାନଙ୍କେୁ ନିଜ ଦୃଷ୍ଟି ପଥରୁ ଦୂ ରଇେ ଦେଲେ ଓ ସମାନଙ୍କେୁ ପରିତ୍ଯାଗ କଲେ।

ଦିତୀୟ ରାଜାବଳୀ 17:23

ଶଷେ ରେ ସଦାପ୍ରଭୁ ଆପଣା ଭବିଷ୍ଯତବକ୍ତା ସବେକମାନଙ୍କ ଦ୍ବାରା ଯେପରି କହିଥିଲେ ତଦନୁସା ରେ ଇଶ୍ରାୟେଲକୁ ସେ ନିଜ କୃପାଦୃଷ୍ଟିରୁ ଦୁ ରଇେ ଦେଲେ। ତେଣୁ ଇଶ୍ରାୟେଲୀୟମାନେ ଇଶ୍ରାୟେଲରୁ ନିର୍ବାସିତ ହାଇେ ଅଶୂର ରେ ରହିଲେ। ସମାନେେ ଆଜିୟାଏ ସଠାେରେ ରହି ଆସୁଛନ୍ତି।

ଯିରିମିୟ 2:9

ତେଣୁ ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ନାତି-ନାତୁଣୀମାନଙ୍କର ବିରୁଦ୍ଧ ରେ ଆମ୍ଭେ ଏକ ମକଦ୍ଦମା କରିବା।

ଯିହିଜିକଲ 7:3

ବର୍ତ୍ତମାନ ତୁମ୍ଭର ଅନ୍ତିମକାଳ ଉପସ୍ଥିତ, ଆମ୍ଭେ ତୁମ୍ଭ ବିରୁଦ୍ଧ ରେ ମାରେ କୋର୍ଧ ପ୍ରକାଶ କରିବା। ତୁମ୍ଭର କର୍ମ ଅନୁସାରେ ତୁମ୍ଭର ବିଚାର କରିବା ଓ ତୁମ୍ଭର ଘୃଣା ଯୋଗ୍ଯ ସକଳ କର୍ମ ପାଇଁ ଆମ୍ଭେ ତୁମ୍ଭଙ୍କୁ ଦଣ୍ଡ ଦବୋ।

ଯିହିଜିକଲ 7:8

ବର୍ତ୍ତମାନ ଆମ୍ଭେ ଆପଣା କୋର୍ଧକୁ ତୁମ୍ଭ ଉପ ରେ ପ୍ରଯୋଗ କରିବା। ଯେପର୍ୟ୍ଯନ୍ତ ଏହା ପ୍ରାଧାନ୍ଯ ସେ ନ କରିଛୁ ଏବଂ ତୁମ୍ଭର କର୍ମାନୁସା ରେ ବିଚାର ନ କରିବୁ। ଆମ୍ଭେ ତୁମ୍ଭର ମନ୍ଦ କର୍ମ ଯୋଗୁ ତୁମ୍ଭକୁ ଦଣ୍ଡିତ କରିବା।

ହୋଶେୟ 4:1

ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ଏହି ରାଜ୍ଯର ଲୋକମାନଙ୍କ ବିରୁଦ୍ଧ ରେ ସଦାପ୍ରଭୁ ତାଙ୍କର ଆରୋପ ଦର୍ଶାଇବେ। ଏହି ଦେଶର ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ। ଏହି ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କ ପ୍ରତି ସତ୍ ଓ ବିଶ୍ବସ୍ତ ନୁହଁନ୍ତି।

ହୋଶେୟ 4:9

ତେଣୁ ଯାଜକମାନେ ଜୀବନ ଶୈଳୀ ରେ ସହେି ଲୋକମାନଙ୍କ ପରି ହେଲେ। ଆମ୍ଭେ ସମାନଙ୍କେୁ ଦଣ୍ତ ଦବୋ। ସମାନଙ୍କେର ମନ୍ଦକାର୍ୟ୍ଯ ଲାଗି ଆମ୍ଭେ ସମାନଙ୍କେୁ ଫଳ ଦବୋ।

ଆମୋଷ 2:4

ସଦାପ୍ରଭୁ ଏହା କହନ୍ତି: ଆମ୍ଭେ ବହୁ ଅପରାଧ କରିଥିବା ଯିହୁଦା ନିବାସୀମାନଙ୍କୁ ଦଣ୍ତ ଦବୋ। କାରଣ ସମାନେେ ସଦାପ୍ରଭୁଙ୍କର ଆଦେଶକୁ ମାନିବାକୁ ମନା କଲେ। ସମାନେେ ତାଙ୍କର ଆଦେଶ ରଖିଲେ ନାହିଁ। ସମାନଙ୍କେର ପୂର୍ବପୁରୁଷଗଣ ଯେଉଁ ମିଥ୍ଯାକୁ ବିଶ୍ବାସ କରୁଥିଲେ, ସମାନେେ ମଧ୍ଯ ତାହା ବିଶ୍ବାସ କଲେ।

ମୀଖା 6:2

ସଦାପ୍ରଭୁଙ୍କର ଏକ ଅଭିଯୋଗ ଲୋକମାନଙ୍କ ବିରୁଦ୍ଧ ରେ ଅଛି। ତେଣୁ ହେ ପର୍ବତଗଣ ଓ ପୃଥିବୀର ସମସ୍ତ ମୂଳଦୁଆ, ସଦାପ୍ରଭୁଙ୍କର ଅଭିଯୋଗ ଶୁଣ, ଇଶ୍ରାୟେଲ ଭୂଲ୍ ବୋଲି ପ୍ରମାଣିତ ହବେ।

ରୋମୀୟଙ୍କ ପ୍ରତି ପତ୍ର 9:11

ଦୁଇଟି ପୁତ୍ର ଜନ୍ମ ହବୋ ପୂର୍ବରୁ ଓ ସମାନେେ କୌଣସି ଭଲ ବା ମନ୍ଦ କାମ କରି ନଥୀବା ପୂର୍ବରୁ ପରମେଶ୍ବର ରିବିକାକୁ କହିଥୀଲେ, ବଡ ପୁତ୍ରଟି ସାନଟିର ସବୋକରିବ।

ଯାକୁବଙ୍କ ପତ୍ 5:16

ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ବୀକାର କର। ତା'ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ବର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତବେେଳେ ନିରନ୍ତର ପ୍ରାର୍ଥନା କରେ, ସେତବେେଳେ ମହାନ ଘଟଣାମାନ ଘଟିଥାଏ।

Interlinear

Choose Theme