ଯେଉଁ ଲୋକ କିଛି ଶିକ୍ଷା ଶୁଣିବା ପୂର୍ବରୁ ଆପଣା କର୍ଣ୍ଣ ବନ୍ଦ କରିଦିଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷଯ ହୁଏ।
Cross references
ମୁଁ ୟବେେ ମାରେ ମନ ମଧ୍ୟରେ ଅଧର୍ମକୁ ଆଦର କରେ। ତବେେ ମାରେ ପ୍ରଭୁ ମାରେ କଥା ଶୁଣିବେ ନାହିଁ।
ହେ ପରମେଶ୍ବର, ତୁମ୍ଭେ ନିଷ୍ଠୁର ବିଚାରକମାନଙ୍କୁ ସାହାୟ୍ଯ କର ନାହିଁ। ସହେି ଅଧର୍ମୀ ବିଚାରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିଯମକୁ ବ୍ଯବହାର କରନ୍ତି।
ଯେତବେେଳେ ସେ ନ୍ଯାଯ ଦିଅନ୍ତି, ସେ ଦୋଷୀ ବୋଲି ବାହାର କରିବ ଏବଂ ତାଙ୍କର ପ୍ରାର୍ଥନାକୁ ପାପପୂର୍ଣ୍ଣ ଧରାୟିବ।
ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠା ରେ ଘୃଣାର ବିଷଯ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି।
ଯେଉଁ ଲୋକ ଦୁଃଖୀ ଦରିଦ୍ରର ଡ଼ାକ ଶୁଣେ ନାହିଁ, ସେ ମଧ୍ଯ ଆପେ ଡ଼ାକିବ। କିନ୍ତୁ ଉତ୍ତର ପାଇବ ନାହିଁ।
ତୁମ୍ଭମାନେେ ସବୁ ହସ୍ତ ପ୍ରସାରଣ କରି ମାେତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହାଇେ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭମାନେେ ସବୁ ଅନକେ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତ ରେ ପରିପୂର୍ଣ୍ଣ।
ପୁଣି କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର ତାଡ଼ିତ ଦୁଃଖୀ ଲୋକକୁ ନିଜ ଗୃହକୁ ଆଣିବାର, ଉଲଗ୍ନକୁ ଦେଖି ତାକୁ ବସ୍ତ୍ର ପିନ୍ଧାଇଦବୋର ଓ ତୁମ୍ଭର ନିଜ ବଂଶୀଯ ଲୋକଠାରୁ ନିଜକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କ'ଣ ମନୋନୀତ କରି ନାହୁଁ ?'
ଯିହୁଦା ନିବାସୀ ଉପବାସ କରି କାତର ପ୍ରାର୍ଥନା କରିବେ। ମାତ୍ର ଆମ୍ଭେ ସମାନଙ୍କେର ପ୍ରାର୍ଥନା ଶୁଣିବା ନାହିଁ। ସମାନେେ ହାମବେଳି ଓ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କଲେ ବି ଆମ୍ଭେ ତାହା ଗ୍ରହଣ କରିବା ନାହିଁ। କିନ୍ତୁ ଆମ୍ଭେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ବାରା ସମାନଙ୍କେୁ ସଂହାର କରିବା।
କିନ୍ତୁ ସହେି ଲୋକମାନେ ଆମ୍ଭ କଥା ଶୁଣିବାକୁ ମନା କଲେ। ସମାନେେ ଜିଦ୍ଖୋର ହାଇେ ତାଙ୍କ ମୁହଁ ଫରୋଇଲେ ଏବଂ ତାଙ୍କ କାନ ଘୋଡାଇ ପକାଇଲେ।
ଯଦି ଜଣେ ଲୋକ ତା'ର ଘରର କବାଟ ବନ୍ଦ କରି ଦିଏ ତବେେ ତୁମ୍ଭମାନେେ ବାହା ରେ ଠିଆ ହାଇେ କବାଟ ବାଡଇବେ। କିନ୍ତୁ ସେ କବାଟ ଖାଲିବେ ନାହିଁ। ତୁମ୍ଭମାନେେ କହିବ, 'ଆଜ୍ଞା, ଆମ୍ଭ ପାଇଁ ଦ୍ବାର ଫିଟାନ୍ତୁ।' କିନ୍ତୁ ଲୋକଟି କହିବ, 'ମୁଁ ତୁମ୍ଭକୁ ଜାଣିନାହିଁ। ତୁମ୍ଭମାନେେ କେଉଁଠାରୁ ଆସିଛ?'
ସମୟ ଆସୁଛି, ଯେତବେେଳେ ଲୋକେ ସତ୍ ଶିକ୍ଷା ଶୁଣିବେ ନାହିଁ। କିନ୍ତୁ ଲୋକେ ଅଧିକରୁ ଅଧିକ ନଜ ମନପସନ୍ଦ ଶିକ୍ଷା ସମାନଙ୍କେଠାରୁ ସଂଗ୍ରହ କରିବେ, ଯେଉଁମାନେ ସମାନଙ୍କେୁ ସନ୍ତୁଷ୍ଟ କଲାଭଳି କଥା କହିବେ।