ଆଦି ପୁସ୍ତକ 41:9 · ଓଡ଼ିଆ ବାଇବେଲ
ସେତବେେଳେ ମୂଖ୍ଯ ପାନପାତ୍ର ବାହକ ଫାରୋଙ୍କୁ ନିବଦନେ କଲା। ସେ କହିଲା, ମୁଁ ଆଜି ସ୍ମରଣ କରୁଛି ଏକ ଅପରାଧ ମୁଁ କରିଥିଲି।
Cross references
ଆଦି ପୁସ୍ତକ 40:1
କିଛି ଦିନପରେ ମିସ୍ରୀଯ ରାଜାଙ୍କର ପାନପତ୍ର ବାହକ ଓ ସୂପକାର ଆପଣାମାନଙ୍କର ମୂନିବ ମିଶ୍ରୀଯ ରାଜାଙ୍କୁ ଅସନ୍ତୁଷ୍ଟ କଲେ।
ଆଦି ପୁସ୍ତକ 40:14
କିନ୍ତୁ ତୁମ୍ଭର ମଙ୍ଗଳ ହେଲେ ମାେତେ ସ୍ମରଣ କରିବ। ପୁଣି ମାେ ପ୍ରତି ଦୟାକରି ଫାରୋଙ୍କ ଛାମୁ ରେ ମାେ ବିଷଯ କହି ମାେତେ ଏହି କାରାଗାରରୁ ମୁକ୍ତ କରିବ।
ଆଦି ପୁସ୍ତକ 40:23
ତଥାପି ପ୍ରଧାନ ପାନପାତ୍ର ବାହକ ଯୋଷଫଙ୍କେୁ ସ୍ମରଣ କଲା ନାହିଁ। ସେ ଯୋଷଫଙ୍କେ କଥା ଭୁଲି ୟାଇଥିଲା।
ଗୀତସଂହିତା 105:19
ୟୋଷଫେ କ୍ରୀତଦାସ ହାଇେ ରହିଲା ତା'ର ବାକ୍ଯ ସତ୍ଯ ହବୋ ପର୍ୟ୍ଯନ୍ତ। ସଦାପ୍ରଭୁଙ୍କର ବାକ୍ଯ ୟୋଷଫେ ଠିକ୍ କହୁଥିଲେ ବୋଲି ପ୍ରମାଣିତ କଲା।