Home Bibles ☰ Books ଦିତୀୟ ଶାମୁୟେଲ 19:19 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 19:19 · ଓଡ଼ିଆ ବାଇବେଲ

ଶିମିଯି ରାଜାଙ୍କକ୍ସ୍ଟ କହିଲା, ସହ ସଦାପ୍ରଭୁସମାର ପ୍ରଭକ୍ସ୍ଟ, ମୁ କରିଥିବା ପାପ ବିଷଯସର ଚିନ୍ତା କର ନାହିଁ। ଆପଣ ୟିରକ୍ସ୍ଟଶାଲମ ଗଲାପଲର ମୁସଯଉଁ କକ୍ସ୍ଟକର୍ମ କରିଛି ତାହାକକ୍ସ୍ଟ ସ୍ମରଣ କରନ୍ତକ୍ସ୍ଟ ନାହିଁ।

Cross references

ଯାତ୍ରା ପୁସ୍ତକ 10:16

ଫାରୋ ବେଗ୍ରତାର ସହକା ରେ ମାଶାେ ଏବଂ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ କହିଲେ, ମୁଁ ତୁମ୍ଭର ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ବିରୁଦ୍ଧ ରେ ପାପ କରିଅଛି।

ପ୍ରଥମ ଶାମୁୟେଲ 22:15

ଏହା ପ୍ରଥମ ଦିନ ନଥିଲା, ମୁ ଦାଉଦ୍ ନିମନ୍ତେ ପ୍ରାର୍ଥନା କଲି, ମାେତେ କିମ୍ବା ମାରେ ପରିବାରକକ୍ସ୍ଟ କାହାକକ୍ସ୍ଟ ଦୋଷାରୋପ କର ନାହିଁ। ଆମ୍ଭେ ତୁମ୍ଭର ଦାସଗଣ। କ'ଣ ହେଉଛି ଏହା ମୁ କିଛି ଜାଣେ ନାହିଁ।

ପ୍ରଥମ ଶାମୁୟେଲ 25:25

ତୁମ୍ଭେ ପଠାଇଥିବା ଲୋକମାନଙ୍କୁ ମୁ ଆଦୌ ଦେଖି ନାହିଁ। ସପରେି ଅଜ୍ଞାନ ବ୍ଯକ୍ତିର କଥାକକ୍ସ୍ଟ ଧରନାହିଁ। ସେ ତା'ର ନାମକକ୍ସ୍ଟ ସାର୍ଥକ କରିଛି। ତା'ର ନାମ ନାବଲ ଯାହାର ଅର୍ଥ 'ମୂର୍ଖ' ଠିକ୍ ସହେିପରି ସେ ମୂର୍ଖ ମାନଙ୍କପରି ବ୍ଯବହାର କରିଛି।

ପ୍ରଥମ ଶାମୁୟେଲ 26:21

ତା'ପରେ ଶାଉଲ କହିଲେ, ମୁ ପାପ କଲି, ହେ ମାରେ ପକ୍ସ୍ଟତ୍ର ଦାଉଦ ଫରେିଆସ। ମୁ ତୁମ୍ଭକୁ ଆଉ ଆଘାତ କରିବାକୁ ଚେଷ୍ଟା କରିବି ନାହିଁ। ଆଜି ମାରେ ଜୀବନ ତକ୍ସ୍ଟମ୍ଭ ନିକଟରେ ବହକ୍ସ୍ଟମୂଲ୍ଯ ହେଲା। ମୁ ମକ୍ସ୍ଟର୍ଖତାର କର୍ମ କରିଅଛି ଓ ଅତିଶଯ ଭୂଲ କରିଅଛି।

ଦିତୀୟ ଶାମୁୟେଲ 13:20

ତକ୍ସ୍ଟମ୍ଭ ସହିତ ତୁମ୍ଭର ଭାଇ ଅମ୍ ନୋନ ଅଛି କି? ସେ ତୁମ୍ଭକୁ ଆଘାତ କଲା କି? ଭଉଣୀ, ଏବେ ତକ୍ସ୍ଟନି ହକ୍ସ୍ଟଅ, ସେ ତୁମ୍ଭର ଭାଇ, ଏ ବିଷଯ ରେ ଚିନ୍ତା କରି ବ୍ଯତିବ୍ଯସ୍ତ ହକ୍ସ୍ଟଅ ନାହିଁ। ଏହାପରେ ସେ ନିଜର ସହୋଦର ଅବଶା ଲୋମର ଗୃହ ରେ ରହିଲା। ଏବଂ ସେ କିଛି କହିଲା ନାହିଁ। ସେ ସଠାେରେ ବାସ କଲା ଓ ଏକାକି ଥିଲା ଓ ଉଦାସ ଥିଲା।

ଦିତୀୟ ଶାମୁୟେଲ 13:33

ଏଣୁ ସମସ୍ତ ରାଜପକ୍ସ୍ଟତ୍ର ମରିଛନ୍ତି ବୋଲି ମାରେ ପ୍ରଭକ୍ସ୍ଟ, ମହାରାଜ ମନ ରେ ନ ଘନନ୍େତକ୍ସ୍ଟ। କାରଣ କବଳେ ଅମ୍ ନୋନ ମରିଛି।

ଦିତୀୟ ଶାମୁୟେଲ 16:5

ଦାଉଦ ବହକ୍ସ୍ଟରୀମକକ୍ସ୍ଟ ଗଲେ, ସଠାେରେ ଦେଖିଲେ ଶାଉଲ ବଂଶର ଏକ ବ୍ଯକ୍ତି ସଠାେରକ୍ସ୍ଟ ବାହାରି ଆସିଲା, ତା'ର ନାମ ଥିଲା ଶିମିଯି। ସେ ଥିଲା ଗରୋର ପକ୍ସ୍ଟତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କକ୍ସ୍ଟ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷଯ ରେ ଗାଳି କରି କରି ବାହାରକ୍ସ୍ଟ ଥିଲା।

ଦିତୀୟ ଶାମୁୟେଲ 16:8

ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଣ୍ତ ଦେଉଛନ୍ତି, କାରଣ ତୁମ୍ଭେ ଶାଉଲଙ୍କର ପରିବାରର ଲୋକମାନଙ୍କୁ ହତ୍ଯା କଲ ଏବଂ ଶାଉଲଙ୍କର ରାଜପଦ ଚୋରାଇ ନେଲେ। କିନ୍ତୁ ବର୍ତ୍ତମାନ ଠିକ୍ ସହେି ମନ୍ଦ କର୍ମ ତକ୍ସ୍ଟମ୍ଭ ପାଇଁ ଘଟିବାକକ୍ସ୍ଟ ଯାଉଛି। ସଦାପ୍ରଭୁ ସହେି ରାଜ୍ଯକକ୍ସ୍ଟ ତକ୍ସ୍ଟମ୍ଭ ପକ୍ସ୍ଟଅ ଅବଶା ଲୋମକକ୍ସ୍ଟ ହସ୍ତାନ୍ତର କରି ଅଛନ୍ତି। କାରଣ ତୁମ୍ଭେ ଜଣେ ରକ୍ତପିପାସକ୍ସ୍ଟ ମଣିଷ।

ଗୀତସଂହିତା 32:2

ଜଣେ ବ୍ଯକ୍ତି ଅଧିକ ଖୁସି ହୁଏ, ଯେତବେେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ। ସହେି ବ୍ଯକ୍ତିଟି ଅଧିକ ଭାଗ୍ଯଶାଳୀ ୟିଏ ନିଜର ପାପକୁ ଗୋପନ ରେଖ ନାହିଁ।

ଗୀତସଂହିତା 79:8

ଦୟାକରି ଆମ୍ଭମାନଙ୍କର ଅତୀତର ପାପ ପାଇଁ ଆମ୍ଭମାନଙ୍କୁ ଦଣ୍ଡ ଦିଅ ନାହିଁ। ଶୀଘ୍ର ଆମ୍ଭମାନଙ୍କ ପ୍ରତି ଦୟା ଦଖାେଅ !ଆମ୍ଭମାନେେ ଆଜି କ୍ଷୀଣ ହାଇେଅଛୁ।

ଉପଦେଶକ 10:4

କାରଣ ଜଣେ ଶାସକ ତୁମ୍ଭ ଉପ ରେ ରାଗିଛନ୍ତି, ସେଥିପାଇଁ ପଳାଇୟାଅ ନାହିଁ। ଏକ ଶାନ୍ତି ଆତ୍ମା ମହାଭୁଲ୍କୁ ମଧ୍ଯ ଅତିକ୍ରମ କରିପା ରେ। କାରଣ ଅଧିନତା ସ୍ବୀକାର ଦ୍ବାରା ମହା ଅନିଷ୍ଟ କ୍ଷାନ୍ତ ହୁଏ।

ଯିଶାଇୟ 43:25

ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ଯ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିୟାଏ। ମାରେ ଗାରିମାକୁ ରକ୍ଷା କରିବାକୁ ଏପରି କରେ।

ଯିରିମିୟ 31:34

ପରମେଶ୍ବରଙ୍କୁ ଜାଣିବାକୁ ସମାନେେ ଆପଣା ଆପଣା ପ୍ରତିବେଶୀଙ୍କୁ ଓ ଭ୍ରାତାଙ୍କୁ ଶିକ୍ଷା ଦବେେ ନାହିଁ। କାରଣ ସଦାପ୍ରଭୁ କହନ୍ତି େଛାଟଠାରୁ ବଡ଼ ପର୍ୟ୍ଯନ୍ତ ସମସ୍ତେ ଆମ୍ଭକୁ ଜାଣିବେ। ଯେ ହତେୁ ଆମ୍ଭେ ସମାନଙ୍କେର ଅପରାଧ କ୍ଷମା କରିବା ଓ ସମାନଙ୍କେର ପାପ ଆଉ ସ୍ମରଣ କରିବା ନାହିଁ।

ମାଥିଉଲିଖିତ ସୁସମାଚାର 27:4

ସେ କହିଲେ, ମୁଁ ପାପ କରିଛି। ମୁଁ ଜଣେ ନିରପରାଧ ଲୋକକୁ ମାରି ଦବୋପାଇଁ ତୁମ୍ଭ ହାତ ରେ ଧ ରଇେ ଦଇେଛି।

Interlinear

Choose Theme