Home Bibles ☰ Books ଦିତୀୟ ବିବରଣ 9:18 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 9:18 · ଓଡ଼ିଆ ବାଇବେଲ

ତୁମ୍ଭମାନେେ କରିଥିବା ପାପର ପ୍ରାଯଶ୍ଚିତ କରାବା ପାଇଁ ଯାହାକି ସଦାପ୍ରଭୁଙ୍କୁ କୋରଧିତ କଲା, ମୁ ଚାଳିଶ ଦିନ ଓ ଚାଳିଶ ରାତି ଉପବାସ କଲି। ପ୍ରଥମ ଥର ପରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲି। ମୁ ଅନ୍ନ ଭୋଜନ କିଅବା ଜଳପାନ କଲିନାହିଁ।

Cross references

ଯାତ୍ରା ପୁସ୍ତକ 32:10

ତେଣୁ ବର୍ତ୍ତମାନ ମାେତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସମାନଙ୍କେୁ ମାରେ କୋର୍ଧ ରେ ଧ୍ବଂସ କରିବି। ଏହାପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।

ଯାତ୍ରା ପୁସ୍ତକ 34:28

ମାଶାେ ସଠାେରେ ସଦାପ୍ରଭୁଙ୍କ ସହିତ ଚାଳିଶ ଦିନ ଓ ଚାଳିଶ ରାତି ରହିଲେ. ମାଶାେ କୌଣସି ଖାଦ୍ୟ କିମ୍ବା ପାନୀଯ ସଠାେରେ ଗ୍ରହଣ କଲେ ନାହିଁ। ଏବଂ ସେ ଚୁକ୍ତିର ବାକ୍ଯସବୁ ସହେି ଦଶଆଜ୍ଞା ପ୍ରସ୍ତର ଫଳକରେ ଖୋଦିତ କଲେ।

ଦିତୀୟ ବିବରଣ 9:9

ଯେତବେେଳେ ମୁ ପ୍ରସ୍ତରଦ୍ବଯ ଅର୍ଥାତ୍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କୁ କୃତ ନିଯମର ଦକ୍ସ୍ଟଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକକ୍ସ୍ଟ ଗଲି। ସେତବେେଳେ ମୁ ପର୍ବତ ରେ ଚାଳିଶ ଦିନ ଓ ଚାଳିଶ ରାତି ରହିଲି, ମୁ ଖାଦ୍ୟ କିଅବା ଜଳପାନ ମଧ୍ଯ କଲିନାହିଁ।

ଦିତୀୟ ବିବରଣ 10:10

ପ୍ରଥମଥର ପାଇଁ ମୁ ଚାଳିଶ ଦିନ ଓ ଚାଳିଶ ରାତି ପର୍ବତ ରେ ରହିଲା। ଏହିଥର ମଧ୍ଯ ପରମେଶ୍ବର ମାେ କଥା ଶୁଣିଲେ, କାରଣ ସେ ତୁମ୍ଭକୁ ବିନାଶ କରିବା ପାଇଁ ଚାହିଁଲେ ନାହିଁ।

ଦିତୀୟ ଶାମୁୟେଲ 12:16

ଦାଉଦ ବାଳକ ନିମନ୍ତେ ପରମେଶ୍ବରଙ୍କ ନିକଟରେ ନିବଦନେ କଲେ ଓ ଦାଉଦ ଉପବାସ କଲେ ଓ ଭିତ ରେ ୟାଇ ରାତ୍ରିୟାକ ଭୂମି ଉପରେ ପଡି ରହିଲେ।

ଏଜ୍ରା 10:6

ଏହାପରେ ଏଜ୍ରା ପରମେଶ୍ବରଙ୍କ ଗୃହ ସମ୍ମୁଖରୁ ଉଠିଗଲେ। ଏହାପରେ ଇଲିଯାଶୀବର ପୁତ୍ର ୟିହୋହାନନର କୋଠରୀକୁ ଗଲେ। ଏଜ୍ରା ସଠାେରେ ରହିବା ସମୟରେ ସେ କୌଣସି ଖାଦ୍ୟ ଖାଇ ନଥିଲେ, କି ଜଳପାନ କରିନଥିଲେ। ସେ ଏପରି କରିଥିଲେ କାରଣ ସେ ବହୁତ ଦୁଃଖିତ ଥିଲେ। ସେ ଇଶ୍ରାୟେଲମାନଙ୍କ ପାପ ପାଇଁ ବହୁତ ଦୁଃଖିତ ଥିଲେ ଯେଉଁମାନେ ୟିରୁଶାଲମକୁ ଫରେି ଆସିଥିଲେ।

ଗୀତସଂହିତା 106:23

ପରମେଶ୍ବର ଚାହିଁଥିଲେ ସହେି ଲୋକମାନଙ୍କୁ ସଂପୂର୍ଣ୍ଣ ଧ୍ବଂସ କରିବାକୁ କିନ୍ତୁ ମାଶାେ ତାହାଙ୍କ ମନୋନୀତ ବ୍ଯକ୍ତି ତାଙ୍କର କୋପ ଫରୋଇବା ନିମନ୍ତେ ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ, ସେଥିପାଇଁ ପରମେଶ୍ବର ସମାନଙ୍କେୁ ବିନାଶ କଲେ ନାହିଁ।

Interlinear

Choose Theme