Home Bibles ☰ Books ପ୍ରଥମ ଶାମୁୟେଲ 12:18 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 12:18 · ଓଡ଼ିଆ ବାଇବେଲ

ତେଣୁ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କୁ ଡାକିଲେ, ସହେି ସମୟରେ ସଦାପ୍ରଭୁ ମେଘଗର୍ଜନ ଓ ବୃଷ୍ଟି ପଠାଇଲେ। ତେଣୁ ସବକ୍ସ୍ଟଲୋକ ସଦାପ୍ରଭୁ ଓ ଶାମୁୟେଲଙ୍କୁ ଭୟ କଲେ।

Cross references

ଯାତ୍ରା ପୁସ୍ତକ 9:23

ତେଣୁ ମାଶାେ ତାଙ୍କର ଆଶାବାଡିକୁ ଆକାଶ ଆଡେ ବିସ୍ତାର କଲେ ଏବଂ ସଦାପ୍ରଭୁ ବଜ୍ର ବୃଷ୍ଟି କଲେ। ବିଜୁଳି ମାରିଲା ଏବଂ ମିଶରର ଚାରିଆଡେ ଶିଳାବୃଷ୍ଟି ହେଲା।

ଯାତ୍ରା ପୁସ୍ତକ 14:31

ସହେିଦିନ ଇଶ୍ରାୟେଲୀୟମାନେ ଦେଖିଛନ୍ତି ସଦାପ୍ରଭୁଙ୍କର ସହେି ମହାନ୍ ଶକ୍ତି ଯେତବେେଳେ ସେ ମିଶରୀଯମାନଙ୍କୁ ପରାସ୍ତ କଲେ। ତେଣୁ ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ସମ୍ମାନ ଦେଲେ। ସମାନେେ ସଦାପ୍ରଭୁ ଓ ତାଙ୍କର ଦସେ ମାଶାଙ୍କେଠା ରେ ବିଶ୍ବାସ ରଖିଲେ।

ଯିହୋଶୂୟ 4:14

ସହେିଦିନ ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କୁ ଆଗ ରେ ଯିହାଶୂେୟଙ୍କକ୍ସ୍ଟ ସମ୍ଭ୍ରାନ୍ତ କଲେ। ତହିଁରେ ଲୋକମାନେ ମାଶାଙ୍କେକ୍ସ୍ଟ ଯେପରି ଭୟ କରୁଥିଲେ, ସମ୍ମାନ କରୁଥିଲେ, ସହେିପରି ତାଙ୍କର ଜୀବନସାରା ତାଙ୍କୁ ଭୟ ଓ ସମ୍ମାନ କଲେ।

ଯିହୋଶୂୟ 10:12

ସହେିଦିନ ସଦାପ୍ରଭୁ ଇ ମାରେୀଯମାନଙ୍କୁ ଇଶ୍ରାୟେଲୀୟଗଣଙ୍କକ୍ସ୍ଟ ହସ୍ତାନ୍ତର କଲେ। ଯିହାଶୂେୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତା'ପରେ ସେ ଇଶ୍ରାୟେଲୀୟମାନଙ୍କ ଉପସ୍ଥିତି ରେ ଆଜ୍ଞା ଦେଲେ।

ପ୍ରଥମ ରାଜାବଳୀ 18:42

ତେଣୁ ରାଜା ଆହାବ୍ ଭୋଜନ ନିମନ୍ତେ ଗଲେ। ଏଲିଯ କର୍ମିଲ ପର୍ବତର ଉପରକୁ ଚଢି଼ଲେ ଆଶା ରେ ପଡିଲେ ଏବଂ ଆପଣା ଆଣ୍ଠୁ ମଧିଅରେ ମୁଣ୍ତ ରଖିଲେ।

ଏଜ୍ରା 10:9

ତେଣୁ ଯିହୁଦା ଓ ବିନ୍ଯାମିନର ସମଗ୍ର ଲୋକ ତିନିଦିନ ମଧିଅରେ ୟିରୁଶାଲମ ରେ ଏକତ୍ରୀତ ହେଲ। ସହେିଦିନ ନବମ ମାସର ବିଂଶତିତମ ଦିନ ଥିଲା। ଆଉ ସମସ୍ତ ଲୋକେ ପରମେଶ୍ବରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷଯ ଓ ମହାବୃଷ୍ଟି ସକାଶୁ କମ୍ପିତ ହୋଉଥିଲେ।

ଗୀତସଂହିତା 106:12

ଏହାପରେ ଆମ୍ଭର ପୂର୍ବପୁରୁଷମାନେ ପରମେଶ୍ବର ୟାହା କଲେ ତାହା ବିଶ୍ବାସ କଲେ। ସମାନେେ ତାଙ୍କର ପ୍ରଶଂସା କରି ଗୀତ ଗାଇଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:5

ଯଦି କହେି ସମାନଙ୍କେର କ୍ଷତି କରିବାକୁ ଚା ହେଁ, ତା' ହେଲ ସମାନଙ୍କେର ମୁହଁରୁ ବାହାରୁଥିବା ଅଗ୍ନି ସମାନଙ୍କେୁ ଧ୍ବଂସ କରିବ। ଯଦି କୌଣସି ଲୋକ ସମାନଙ୍କେର କ୍ଷତି କରିବାକୁ ଚେଷ୍ଟା କରେ, ସେ ଏହିପରିଭାବେ ମୃତ୍ଯୁ ଭୋଗ କରିବ।

Interlinear

Choose Theme