Home Bibles ଆଦି ପୁସ୍ତକ 35:22 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 35:22 · ଓଡ଼ିଆ ବାଇବେଲ

ଇଶ୍ରାୟେଲ ଯେତବେେଳେ ସଠାେରେ ରହୁଥିଲେ, ରୁବନ୍େ ୟାଇ ଏବଂ ବିଲହା ସହିତ ଶଯନ କଲା। ୟିଏ ଇଶ୍ରାୟେଲର ଉପପତ୍ନୀ ଥିଲା। ଏହି ବିଷଯ ରେ ଇଶ୍ରାୟେଲ ଜାଣିବାକୁ ପାଇଲେ।

Cross references

ଆଦି ପୁସ୍ତକ 29:31

ସଦାପ୍ରଭୁ ଦେଖିଲେ ଲଯା ଘୃଣିତ ହେଉଛି, ସେଥିପାଇଁ ସଦାପ୍ରଭୁ ଲୟୋକୁ ଗର୍ଭବତୀ କରାଇଲେ। ରାହେଲର କୌଣସି ସନ୍ତାନ ଜନ୍ମ ହେଲା ନାହିଁ।

ଆଦି ପୁସ୍ତକ 30:5

ଏହାପରେ ବିଲହା ଗର୍ଭବତୀ ହାଇେ ପିଲାଜନ୍ମ କଲା।

ଆଦି ପୁସ୍ତକ 35:18

ରାହେଲ ପୁତ୍ର ସନ୍ତାନ ଜନ୍ମ ଦଇେ ମଲା। ମଲା ପୂର୍ବରୁ ରାହେଲ ସହେି ସନ୍ତାନର ନାମ ଦଇେଥିଲା, ବିନୋନୀ। କିନ୍ତୁ ଯାକୁବ ତାକୁ ଡାକିଲେ ବିନ୍ଯାମିନ୍।

ଆଦି ପୁସ୍ତକ 46:8

ମିଶର ଦେଶକୁ ଆଗତ ଇଶ୍ରାୟେଲ ବଂଶ ଅର୍ଥାତ ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ।

ଆଦି ପୁସ୍ତକ 46:25

ଏମାନେ ବିଲହାର ପୁତ୍ରଗଣ ଥିଲେ। ଲାବନ ବିଲହାକୁ ସବେିକାରୂପେ ତା'ର କନ୍ଯା ରାହେଲକୁ ଦେଲେ। ତେଣୁ ଯାକୁବଙ୍କର ସାତଜଣ ବଂଶଧର ବିଲହାଠାରୁ ଜନ୍ମ ହାଇେଥିଲେ।

ଆଦି ପୁସ୍ତକ 49:1

ଏହାପରେ ଯାକୁବ ତାଙ୍କର ପୁତ୍ରମାନଙ୍କୁ ଆପଣା ନିକଟକୁ ଡ଼କାଇଲେ। ସେ କହିଲେ, ହେ ମାରେ ପୁତ୍ରଗଣ, ମାେ ନିକଟକୁ ଆସ। ଭବିଷ୍ଯତ କଥା ମୁଁ ତୁମ୍ଭକୁ କହିବି।

ଆଦି ପୁସ୍ତକ 49:3

ହେ ମାରେ ପ୍ରଥମ ପୁତ୍ର ରୁବନ୍େ, ତୁମ୍ଭେ ମାରେ ପ୍ରଥମଜାତ ପୁତ୍ର। ତୁମ୍ଭେ ମାରେ ବଳ ଓ ଶକ୍ତିର ପ୍ରଥମ ଫଳ ଏବଂ ପୁଣି ମାରେ ପୁତ୍ରମାନଙ୍କ ମଧିଅରେ ତୁମ୍ଭେ ସବୁଠୁଁ ସମ୍ମାନିତ ଏବଂ ଶକ୍ତିଶାଳି ଥିଲ।

ଆଦି ପୁସ୍ତକ 49:4

କିନ୍ତୁ ତୁମ୍ଭର ଆବଗେ ବନ୍ଯା ତୁଲ୍ଯ ଥିଲା, ତୁମ୍ଭେ ନିଯନ୍ତ୍ରଣ କରିପାରିଲ ନାହିଁ। ତୁମ୍ଭର ପ୍ରଧାନତା ରହିବ ନାହିଁ। କାରଣ ତୁମ୍ଭେ ଆପଣା ପିତୃଶୟ୍ଯାକୁ ଗମନ କଲ। ତବେେ ତାହା ଅଶୁଚି କଲ।

ଯାତ୍ରା ପୁସ୍ତକ 1:1

ଯାକୁବ ତାଙ୍କର ପୁତ୍ରମାନଙ୍କ ସହିତ ମିଶରକୁ ୟାତ୍ରା କଲେ। ପ୍ରେତ୍ୟକକ ପୁତ୍ର ସମାନଙ୍କେର ପରିବାର ସହିତ ଗଲେ। ଇଶ୍ରାୟେଲଙ୍କର ପୁତ୍ରମାନେ ହେଲ:

ଯାତ୍ରା ପୁସ୍ତକ 1:4

ଦାନ, ନପ୍ତାଲି, ଗାଦ୍ ଓ ଆଶରେ।

ଯାତ୍ରା ପୁସ୍ତକ 2:1

ଲବେୀ ବଂଶର ଜଣେ ଲୋକ ଥିଲେ। ୟିଏକି ସହେି ଲବେୀ ବଂଶର ଜଣେ କନ୍ଯାଙ୍କୁ ବିବାହ କଲେ।

ଯାତ୍ରା ପୁସ୍ତକ 6:14

ଏହି ସମସ୍ତ ଲୋକ ଇଶ୍ରାୟେଲ ବଂଶ ମଧିଅରେ ମୁଖ୍ଯ ଥିଲେ। ଇଶ୍ରାୟେଲଙ୍କର ଜେଷ୍ଠ ପୁତ୍ର ରୁବନରେ ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି ଏହିପରି ଚାରି ପୁତ୍ର ଥିଲେ।

ଲେବୀୟ ପୁସ୍ତକ 18:8

ତୁମ୍ଭେ ତୁମ୍ଭର ପିତାଙ୍କ ଭାର୍ୟ୍ଯା ସହିତ ଦୈହିକ ସଂପର୍କ ରଖିବ ନାହିଁ, ଯଦିଓ ସେ ତୁମ୍ଭର ମାଆ ନୁହେଁ, ତାହା ତୁମ୍ଭର ପିତାଙ୍କ ପ୍ରତି ଅସମ୍ମାନ ହବେ।

ଗଣନା ପୁସ୍ତକ 1:5

ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହବେ, ସମାନଙ୍କେର ନାମ ଏହି;

ଗଣନା ପୁସ୍ତକ 1:20

ରୂବନ୍େ ବଂଶଧର ଇଶ୍ରାୟେଲଙ୍କର ପ୍ରଥମ ଜାତ ସମାନଙ୍କେର କୋଡିଏ ବର୍ଷ କିମ୍ବା ତଦୁର୍ଦ୍ଧ ବଯସ୍କ ଲୋକମାନଙ୍କର ନାମ ଓ ସଂଖ୍ଯାଅନୁସାରେ ସୈନ୍ଯବାହୀନି ରେ ୟୋଗ ଦବୋ ପାଇଁ ଯୋଗ୍ଯ ତାଲିକା ଭୁକ୍ତକରାଗଲା।

ଗଣନା ପୁସ୍ତକ 2:3

ୟିହୂଦାର ବିଭାଗ ଛାଉଣୀ ସ୍ଥାପନ କରିବେ ତାଙ୍କ ଧ୍ବଜା ସହିତ ପୂର୍ବଦିଗର ସୂୟ୍ଯର୍ୋଦଯ ଆଡେ, ପୁଣି ଅମ୍ମୀନାଦବର ପୁତ୍ର ନ ହଶାେନ ଯିହୁଦାର ଲୋକମାନଙ୍କର ନେତା ହବେ।

ଗଣନା ପୁସ୍ତକ 7:12

ପ୍ରଥମ ଦିନରେ ଯିହୁଦା ପରିବାରବର୍ଗର ଅଧିପତି ଅମ୍ମୀନାଦବର ପୁତ୍ର ନହଶୋନ ତାଙ୍କର ଉପହାର ଉତ୍ସର୍ଗ କଲା।

ଗଣନା ପୁସ୍ତକ 10:14

ପ୍ରଥମେ ଯିହୁଦା ଗୋଷ୍ଠୀର ଧ୍ବଜା ଆଗେ ଆଗେ ଗତିକଲା; ଆଉ ଅମ୍ମୀନାଦବର ପୁତ୍ର ନ ହଶାେନ ସମାନଙ୍କେର ଅଧିନାଯକ ଥିଲେ।

ଗଣନା ପୁସ୍ତକ 13:4

ସହେି ପ୍ରଧାନମାନଙ୍କର ନାମ ଏହି

ଗଣନା ପୁସ୍ତକ 26:5

ରୁବନେ ଇଶ୍ରାୟେଲ ପ୍ରଥମ ପୁତ୍ର। ରୁବନରେ ପୁତ୍ରଗଣ ଓ ଗୋଷ୍ଠୀଗୁଡିକ ହେଲ, ହାନୋକରୁ ହାନୋକ ଗୋଷ୍ଠୀ ଓ ପଲ୍ଲୂଠାରୁ ପଲ୍ଲୂ ଗୋଷ୍ଠୀ ଥିଲେ।

ଗଣନା ପୁସ୍ତକ 26:57

ସମାନେେ ମଧ୍ଯ ଲବେୀର ପରିବାରବର୍ଗଙ୍କୁ ଗଣନା କଲେ। ଲବେୀୟ ପରିବାରବର୍ଗଗୁଡିକ ହେଲେ: ଗେର୍ଶୋନଠାରୁ ଗେର୍ଶୋନୀଯ ଗୋଷ୍ଠୀ; କାହାତଠାରୁ କାହାତୀଯ ଗୋଷ୍ଠୀ; ମରାରିଠାରୁ ସରାରୀଯ ଗୋଷ୍ଠୀ।

ଗଣନା ପୁସ୍ତକ 34:14

ରୁବନେ, ଗାଦ ଗୋଷ୍ଠୀଗଣ ଓ ମନଃଶିର ଅର୍ଦ୍ଧକେ ଗୋଷ୍ଠୀଗଣ ଆପଣା ଆପଣା ପରିବାର ଅନୁସାରେ ସମାନଙ୍କେର ଅଧିକାର ପାଇଛନ୍ତି।

ଗଣନା ପୁସ୍ତକ 34:19

ସହେି ଅଧିପତିଗଣଙ୍କର ନାମ ଏହି:

ଦିତୀୟ ବିବରଣ 27:12

ତୁମ୍ଭେ ୟର୍ଦ୍ଦନ ପାର ହବୋପରେଶିମିଯୋନ, ଲବେୀ, ୟିହକ୍ସ୍ଟଦା, ଇଷାଖର, ଯୋଷଫେ ଓ ବିଦ୍ଯାମୀନ ଗୋଷ୍ଠୀଗଣ ସମସ୍ତ ଲୋକମାନଙ୍କୁ ଆଶୀର୍ବାଦ ନିମନ୍ତେ ଗରିଷୀମ୍ ପର୍ବତ ଉପରେ ନିଶ୍ଚଯ ଛିଡା ହବେ।

ଦିତୀୟ ବିବରଣ 27:20

ଲବେୀୟମାନେ କହିବେ, ' ଯେଉଁ ଲୋକ ଆପଣା ପିତାଙ୍କ ଭାର୍ୟ୍ଯା ସହିତ ଶଯନ କରେ ସେ ଅଭିଶଲ୍ଗ ହେଉ। କାରଣ ସେ ଯାହା ତା'ର ପିତାର ସେ ତାକକ୍ସ୍ଟ ଅନାବରଣ କରିଥାଏ।

ଦିତୀୟ ବିବରଣ 33:1

ମାଶାେ ଏହି ଆଶୀର୍ବାଦମାନ ଦଇେଥିଲେ, ଯେ କି ପରମେଶ୍ବରଙ୍କର ଲୋକ ଇଶ୍ରାୟେଲକକ୍ସ୍ଟ ମଲା ପୂର୍ବରକ୍ସ୍ଟ ଦଇେଥିଲେ।

ଦିତୀୟ ବିବରଣ 33:6

ରୂବନେ ବଞ୍ଚିରହକ୍ସ୍ଟ, ଏବଂ ତାଙ୍କର ମୃତକ୍ସ୍ଟ୍ଯ ନ ହେଉ, କିଅବା ତାଙ୍କ ଗୋଷ୍ଠୀ ଅଳ୍ପସଂଖ୍ଯକ ନ ହକ୍ସ୍ଟଅନ୍ତକ୍ସ୍ଟ।

ଯିହୋଶୂୟ 13:1

ଯେତବେେଳେ ଯିହାଶୂେୟ ଅତ୍ଯଧିକ ବୃଦ୍ଧ ହାଇଗେଲେ, ସଦାପ୍ରଭୁ ତାଙ୍କୁ କହିଲେ, ୟିହୋଶୂଯ ତୁମ୍ଭେ ବକ୍ସ୍ଟଢା ହାଇଗେଲଣି। କିନ୍ତୁ ଆହକ୍ସ୍ଟରୀ ଅନକେ ଦେଶକକ୍ସ୍ଟ ଜଯ କରିବା ପାଇଁ ବାକି ଅଛି।

ଯିହୋଶୂୟ 13:13

ଇଶ୍ରାୟେଲର ସନ୍ତାନଗଣ ଗଶକ୍ସ୍ଟରୀଯମାନଙ୍କ ଓ ମାଖାଥୀଯମାନଙ୍କୁ ଘଉଡାଇ ଦଇେ ନ ଥିଲେ। ଆଜି ପର୍ୟ୍ଯନ୍ତ ସହେି ଲୋକମାନେ ଇଶ୍ରାୟେଲୀୟମାନଙ୍କ ସହିତ ବାସ କରୁଛନ୍ତି।

ବିଚାରକର୍ତାମାନଙ୍କ ବିବରଣ 5:14

ଇଫ୍ରଯିମର ସନ୍ତାନଗଣ ଆସିଲେ। ଅମାଲକେ ପର୍ବତ ମାଳାରକ୍ସ୍ଟ ତକ୍ସ୍ଟମ୍ଭ ପେଛ ବିନ୍ଯାମୀନ ଥିଲେ ତକ୍ସ୍ଟମ୍ଭ ଲୋକମାନେ ମଧ୍ଯ ମାଖୀରଠାରକ୍ସ୍ଟ ଶାସନକର୍ତ୍ତାମାନେ ସବୁଲୂନ୍ ପରିବାରବର୍ଗଠାରକ୍ସ୍ଟ ସୈନ୍ଯଗଣନାକାରୀ ଦଣ୍ତାଧାରମାନେ ଓହ୍ଲାଇ ଆସିଲେ।

ପ୍ରଥମ ଶାମୁୟେଲ 2:22

ଏଲି ଅତି ବୃଦ୍ଧ ହେଲେ। ପକ୍ସ୍ଟଣି ତାଙ୍କର ପକ୍ସ୍ଟତ୍ରମାନେ ସମକ୍ସ୍ଟଦାଯ ଇଶ୍ରାୟେଲକକ୍ସ୍ଟ ଯାହା ଯାହା କଲେ ଓ ୟିଏକି ସମାଗମ ତମ୍ବୁର ପ୍ରବେଶ ନିକଟରେ ସବୋ କାରୀଣୀ ସ୍ତ୍ରୀଗଣ ସହିତ କିପରି ଶଯନ କଲେ, ଏସବୁ କଥା ତାଙ୍କ ଦ୍ବାରା ଶକ୍ସ୍ଟଣା ହେଲା।

ଦିତୀୟ ଶାମୁୟେଲ 13:21

ମାତ୍ର ରାଜା ଦାଉଦ ଏହିସବୁ କଥା ଶକ୍ସ୍ଟଣି ଅତ୍ଯନ୍ତ କ୍ରୁଦ୍ଧ ହେଲ।

ଦିତୀୟ ଶାମୁୟେଲ 16:21

ଅହୀଥୋଫଲ ଅବଶା ଲୋମକକ୍ସ୍ଟ କହିଲା, ତକ୍ସ୍ଟମ୍ଭ ପିତା ଗୃହ ଜଗିବା ନିମନ୍ତେ ନିଜର ଯେଉଁ ଉପପତ୍ନୀମାନଙ୍କୁ ଛାଡିୟାଇ ଅଛନ୍ତି, ତୁମ୍ଭେ ସମାନଙ୍କେ ସହିତ ସହବାସ କରିବାକୁ ୟାଅ। ଏହା ସମକ୍ସ୍ଟଦାଯ ଇଶ୍ରାୟେଲୀୟମାନେ ଶକ୍ସ୍ଟଣିବେ। ସମାନେେ ହୃଦ୍ବୋଧ କରିବେ ଯେ, ତୁମ୍ଭର ପିତା ବର୍ତ୍ତମାନ ତୁମ୍ଭରକ୍ସ୍ଟ ଘୃଣା କରନ୍ତି। ତା ହେଲେ ତୁମ୍ଭର ସମର୍ଥକମାନେ ତୁମ୍ଭକୁ ସମର୍ଥନ ଦବୋ ପାଇଁ ଅଧିକ ଉତ୍ସାହିତ ହବେେ।

ଦିତୀୟ ଶାମୁୟେଲ 16:22

ଏହାପରେ ଲୋକମାନେ ଅବଶା ଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ଲଗାଇଲେ, ତା'ପରେ ଅବଶା ଲୋମ ନିଜ ପିତାର ଉପପତ୍ନୀମାନଙ୍କ ସହିତ ସହବାସ କଲା। ସମସ୍ତ ଇଶ୍ରାୟେଲୀୟମାନେ ଏହା ଦେଖିଲେ।

ଦିତୀୟ ଶାମୁୟେଲ 20:3

ଦାଉଦ ୟିରକ୍ସ୍ଟଶାଲମସ୍ଥ ଆପଣା ଗୃହକକ୍ସ୍ଟ ଆସିଲେ। ପକ୍ସ୍ଟଣି ରାଜା ଆରଣାର ଦଶ ଉପପତ୍ନୀଙ୍କକ୍ସ୍ଟ ଗୃହ ଜଗିବାକକ୍ସ୍ଟ ଛାଡି ୟାଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଗୃହ ରେ ପ୍ରହରୀମାନଙ୍କ ଦ୍ବାରା ଜଗାଇଲେ। ସେ ସମାନଙ୍କେୁ ଖାଦ୍ୟ ଯୋଗଇଲେ, ମାତ୍ର ସମାନଙ୍କେ ସହ ସହବାସ କଲେ ନାହିଁ। ଏଣୁ ସମାନେେ ମରଣ ଦିନ ପର୍ୟ୍ଯନ୍ତ ରକ୍ସ୍ଟଦ୍ଧ ହାଇେ ବୈଧବ୍ଯ ଦଶା ରେ ରହିଲେ।

ପ୍ରଥମ ବଂଶାବଳୀ 2:1

ଇଶ୍ରାୟେଲଙ୍କର ପୁତ୍ରମାନେ ଥିଲେ ରୁବନ୍େ,ଶିମିଯୋନ, ଲବେୀ, ଯିହୁଦା, ଇଷାଖର, ସବୂଲୂନ

ପ୍ରଥମ ବଂଶାବଳୀ 2:2

ଦାନ୍, ଯୋଷଫେ, ବିନ୍ଯାମୀନ, ନପ୍ତାଲୀ, ଗାଦ୍ ଓ ଆଶରେ,

ପ୍ରଥମ ବଂଶାବଳୀ 5:1

ରୁବନ୍େ ଇଶ୍ରାୟେଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶଷେ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ୟୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷଫଙ୍କେ ପୁତ୍ରଙ୍କୁ ଦିଆଗଲା।

ପ୍ରଥମ ବଂଶାବଳୀ 12:23

ହିବ୍ରୋଣ ସହର ରେ ଦାଉଦଙ୍କ ନିକଟକୁ ଆସିଥିବା ଲୋକମାନଙ୍କର ସଂଖ୍ଯା ଏହିପରି ଥିଲା। ଏହି ଲୋକମାନେ ୟୁଦ୍ଧ ନିମନ୍ତେ ସଦା ପ୍ରସ୍ତୁତ ଥିଲେ। ସମାନେେ ଶାଉଲଙ୍କ ରାଜ୍ଯକୁ ଦାଉଦଙ୍କ ହସ୍ତ ରେ ଅର୍ପଣ କରିବାକୁ ଆସିଥିଲେ। ଏହା ହିଁ ଘଟିବ ବୋଲି ସଦାପ୍ରଭୁ କହିଥିଲେ। ସମାନଙ୍କେ ସଂଖ୍ଯା ଏହିପରି ଥିଲା।

ପ୍ରଥମ ବଂଶାବଳୀ 12:25

ଶିମିୟୋନ ଗୋଷ୍ଠୀରୁ 7,100 ଲୋକ ଥିଲେ। ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ସମାନେେ ସାହସୀ ସୈନ୍ଯଗଣ ଥିଲେ।

Interlinear

Choose Theme