Home Bibles ☰ Books ଗଣନା ପୁସ୍ତକ 13:4 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 13:4 · ଓଡ଼ିଆ ବାଇବେଲ

ସହେି ପ୍ରଧାନମାନଙ୍କର ନାମ ଏହି

Cross references

ଆଦି ପୁସ୍ତକ 35:22

ଇଶ୍ରାୟେଲ ଯେତବେେଳେ ସଠାେରେ ରହୁଥିଲେ, ରୁବନ୍େ ୟାଇ ଏବଂ ବିଲହା ସହିତ ଶଯନ କଲା। ୟିଏ ଇଶ୍ରାୟେଲର ଉପପତ୍ନୀ ଥିଲା। ଏହି ବିଷଯ ରେ ଇଶ୍ରାୟେଲ ଜାଣିବାକୁ ପାଇଲେ।

ଆଦି ପୁସ୍ତକ 35:23

ସମାନଙ୍କେ ମଧିଅରେ ରୁବନ୍େ ଯାକୁବଙ୍କର ଜେଷ୍ଠ ପୁତ୍ର। ଶିମିୟୋନ, ଲବେୀ, ୟହୁଦା, ଇଷାଖର ଓ ସବୂଲୂନ ଏମାନେ ଲୟୋର ସନ୍ତାନ।

ଗଣନା ପୁସ୍ତକ 14:36

ଯେଉଁ ଲୋକମାନଙ୍କୁ ମାଶାେ ସେ ଦେଶ ଅନୁସନ୍ଧାନ କରିବାକୁ ପ୍ ରରଣେ କରିଥିଲେ, ସମାନେେ ଫରେିଆସି ସହେି ଦେଶର ଅଖ୍ଯାତି ପ୍ରଚାର କଲେ ଓ ସମସ୍ତ ମଣ୍ତଳୀ ବିରୁଦ୍ଧ ରେ ଅଭିଯୋଗ ଆଣିଲେ।

ଗଣନା ପୁସ୍ତକ 34:19

ସହେି ଅଧିପତିଗଣଙ୍କର ନାମ ଏହି:

ପ୍ରଥମ ବଂଶାବଳୀ 2:1

ଇଶ୍ରାୟେଲଙ୍କର ପୁତ୍ରମାନେ ଥିଲେ ରୁବନ୍େ,ଶିମିଯୋନ, ଲବେୀ, ଯିହୁଦା, ଇଷାଖର, ସବୂଲୂନ

ଯିହିଜିକଲ 48:1

ଉତ୍ତର ସୀମା ଭୂମଧ୍ଯ ସାଗରଠାରୁ ପୂର୍ବକୁ ହତ୍ଲୋନ,

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:5

ଯିହୂଦା ପରିବାରବର୍ଗରୁ 12,000, ରୁବେନ ପରିବାରବର୍ଗରୁ 12,000, ଗାଦ୍ ପରିବାରବର୍ଗରୁ 12,000

Interlinear

Choose Theme