Home Bibles ଦିତୀୟ ଶାମୁୟେଲ 13:21 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 13:21 · ଓଡ଼ିଆ ବାଇବେଲ

ମାତ୍ର ରାଜା ଦାଉଦ ଏହିସବୁ କଥା ଶକ୍ସ୍ଟଣି ଅତ୍ଯନ୍ତ କ୍ରୁଦ୍ଧ ହେଲ।

Cross references

ଆଦି ପୁସ୍ତକ 34:7

ଯେତବେେଳେ ସମାନେେ କ୍ଷତରେୁ ଫରେିଲେ, ତା'ର ସମସ୍ତ ଭାଇମାନେ ଏହି କଥା ଶୁଣିଲେ, ସମାନେେ ଭୟଙ୍କର ଭାବରେ ରାଗିଗଲେ କାରଣ ଶିଖିମ ଇଶ୍ରାୟେଲ ରେ ଏପରି ଅପମାନଜନକ କାର୍ୟ୍ଯ କଲେ। ସେ ଯାକୁବର କନ୍ଯାକୁ ଧର୍ଷଣ କରିବା ଉଚିତ୍ ନଥିଲା।

ଆଦି ପୁସ୍ତକ 35:22

ଇଶ୍ରାୟେଲ ଯେତବେେଳେ ସଠାେରେ ରହୁଥିଲେ, ରୁବନ୍େ ୟାଇ ଏବଂ ବିଲହା ସହିତ ଶଯନ କଲା। ୟିଏ ଇଶ୍ରାୟେଲର ଉପପତ୍ନୀ ଥିଲା। ଏହି ବିଷଯ ରେ ଇଶ୍ରାୟେଲ ଜାଣିବାକୁ ପାଇଲେ।

ପ୍ରଥମ ଶାମୁୟେଲ 2:22

ଏଲି ଅତି ବୃଦ୍ଧ ହେଲେ। ପକ୍ସ୍ଟଣି ତାଙ୍କର ପକ୍ସ୍ଟତ୍ରମାନେ ସମକ୍ସ୍ଟଦାଯ ଇଶ୍ରାୟେଲକକ୍ସ୍ଟ ଯାହା ଯାହା କଲେ ଓ ୟିଏକି ସମାଗମ ତମ୍ବୁର ପ୍ରବେଶ ନିକଟରେ ସବୋ କାରୀଣୀ ସ୍ତ୍ରୀଗଣ ସହିତ କିପରି ଶଯନ କଲେ, ଏସବୁ କଥା ତାଙ୍କ ଦ୍ବାରା ଶକ୍ସ୍ଟଣା ହେଲା।

ପ୍ରଥମ ଶାମୁୟେଲ 2:29

ତବେେ ତୁମ୍ଭମାନେେ କାହିଁକି ମାରେ ନବୈେଦ୍ଯ ଓ ବଳୀଦାନକକ୍ସ୍ଟ ପରିତ୍ଯାଗ କରୁଛ ଯାହାକି ମାେ ମନ୍ଦିର ରେ ଉତ୍ସର୍ଗ କରାୟିବ ବୋଲି ମୁ ଆଜ୍ଞା ଦଇେଅଛି? ପକ୍ସ୍ଟଣି କାହିଁକି ତୁମ୍ଭର ପକ୍ସ୍ଟତ୍ରଗଣଙ୍କକ୍ସ୍ଟ ମାଠାେରକ୍ସ୍ଟ ଅଧିକ ସମ୍ମାନ ଦେଉଛ, ଇଶ୍ରାୟେଲୀୟମାନେ ମାେ ସକାେଶ ଉତ୍ସର୍ଗ କରୁଥିବା ବଳୀର ଅଂଶ ଓ ମଦେ କାହିଁକି ତକ୍ସ୍ଟମ୍ଭ ନିଜ ପାଇଁ ନେଉଛ?'

ଦିତୀୟ ଶାମୁୟେଲ 3:28

ଏହାପରେ ଦାଉଦ ଏକଥା ଜାଣିବାକକ୍ସ୍ଟ ପାଇଲେ, ଏବଂ କହିଲେ, ନରର ପକ୍ସ୍ଟତ୍ର ଅବ୍ନର ରକ୍ତପାତ ବିଷଯ ରେ ସବୁ ବେଳେ ମୁ ଓ ମାରେରାଜ୍ଯ ନିର୍ଦ୍ ଦୋଷୀ। ସଦାପ୍ରଭୁ ଏହି ବିଷଯ ରେ ଜାଣନ୍ତି।

ଦିତୀୟ ଶାମୁୟେଲ 12:5

ଏକଥା ଶକ୍ସ୍ଟଣି, ଧନୀ ଲୋକଟି ଉପରେ ଦାଉଦ ରାଗିଗଲେ, ପକ୍ସ୍ଟଣି ଦାଉଦ ନାଥନଙ୍କକ୍ସ୍ଟ କହିଲେ, ଯେଉଁ ବ୍ଯକ୍ତିଟି ଏପରି କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ନିଶ୍ଚିତ ମରିବ।

ଦିତୀୟ ଶାମୁୟେଲ 12:10

ତେଣୁ ଖଡ୍ଗ ତୁମ୍ଭର ପରିବାରର ଜୀବନ ନବୋ ଚିରଦିନ ଗ୍ଭଲକ୍ସ୍ଟରଖିବ। କାରଣ ହିତ୍ତୀଯ ଊରିଯର ସ୍ତ୍ରୀକକ୍ସ୍ଟ ନଇେ ତୁମ୍ଭର ସ୍ତ୍ରୀ କରି ମାେତେ ତକ୍ସ୍ଟଚ୍ଛ ଜ୍ଞାନ କରିଅଛ।'

ଗୀତସଂହିତା 101:8

ମୁଁ ଦୁଷ୍ଟମାନଙ୍କୁ ସଦାପ୍ରଭୁଙ୍କ ସହରରୁ ତଡ଼ିଦବେି, ପ୍ରେତ୍ୟକକ ଦିନ ମୁଁ ଅଧର୍ମାଚାରୀ ଲୋକମାନଙ୍କୁ ବିନାଶ କରିବି।

Interlinear

Choose Theme