ଯେତବେେଳେ ଯିହାଶୂେୟ ଅତ୍ଯଧିକ ବୃଦ୍ଧ ହାଇଗେଲେ, ସଦାପ୍ରଭୁ ତାଙ୍କୁ କହିଲେ, ୟିହୋଶୂଯ ତୁମ୍ଭେ ବକ୍ସ୍ଟଢା ହାଇଗେଲଣି। କିନ୍ତୁ ଆହକ୍ସ୍ଟରୀ ଅନକେ ଦେଶକକ୍ସ୍ଟ ଜଯ କରିବା ପାଇଁ ବାକି ଅଛି।
Cross references
ବର୍ତ୍ତମାନ ଅବ୍ରହାମ ଓ ସାରା ବହୁତ ବୃଦ୍ଧ ହେଲେ। ସାରାର ପିଲା ଜନ୍ମ କରିବା ବଯସ ଅତିକ୍ରମ ହାଇେଥିଲା।
ଇଶ୍ରାୟେଲର ଲୋକମାନଙ୍କୁ କୁହ: ଯେତବେେଳେ ତୁମ୍ଭମାନେେ କିଣାନ ଦେଶ ରେ ପ୍ରବେଶ କରିବ, ତାହା ତୁମ୍ଭମାନଙ୍କର ଦେଶ ହବେ। ଏଗୁଡିକ ସହେି ଦେଶର ସୀମା ହବେ।
ପୁଣି ସେ ସୀମା ୟର୍ଦ୍ଦନ ଦଇେ ୟିବ ଓ ମୃତ ସମୁଦ୍ର ନିକଟରେ ଶଷେ ହବେ। ଏହା ତୁମ୍ଭମାନଙ୍କର ଦେଶ ଏବଂ ଏହାର ସୀମା ହବେ।
କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କୁ ସହେି ଦେଶକକ୍ସ୍ଟ ଆଗଇେ ନବେେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ସମାନଙ୍କେୁ ଧ୍ବଂସ କରିବେ। ତୁମ୍ଭମାନେେ ସମାନଙ୍କେଠାରକ୍ସ୍ଟ ତାଙ୍କର ଦେଶ ଛଡାଇ ଆଣିବ। କିନ୍ତୁ ସଦାପ୍ରଭୁ କହିଲେ, ଯିହାଶୂେୟ ତୁମ୍ଭମାନଙ୍କୁ ଆଗଇେ ନବେେ।
ବର୍ତ୍ତମାନ ସଦାପ୍ରଭୁ ମାେତେ ଏହି 45 ବର୍ଷ ପର୍ୟ୍ଯନ୍ତ ବଞ୍ଚାଇ ରଖିଛନ୍ତି, ଯେ ହତେକ୍ସ୍ଟ ସେ କହିଥିଲେ। ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଏହା କହିଲା ସମୟରକ୍ସ୍ଟ ଆମ୍ଭେ ମରକ୍ସ୍ଟଭୂମିରେ ଭ୍ରମଣ କରୁଥିଲକ୍ସ୍ଟ। ବର୍ତ୍ତମାନ ମାେତେ 85 ବର୍ଷ ହେଲାଣି।
ତେଣୁ ଯିହାଶୂେୟ ଇଶ୍ରାୟେଲ ବାସୀଙ୍କକ୍ସ୍ଟ କହିଲେ, କାହିଁକି ତୁମ୍ଭମାନେେ ତୁମ୍ଭର ଭୂମି ନବୋ ପାଇଁ ଡରେି କରୁଛ? ସଦାପ୍ରଭୁ ତକ୍ସ୍ଟମ୍ଭ ପିତା ପରମେଶ୍ବର ତୁମ୍ଭକୁ ଏହି ଭୂମି ଦଇେଛନ୍ତି।
ଏହାପରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ,
ସଦାପ୍ରଭୁ ଇଶ୍ରାୟେଲବାସୀଙ୍କକ୍ସ୍ଟ ତାଙ୍କ ଚତକ୍ସ୍ଟଃପାଶର୍ବ ରେ ଥିବା ସମସ୍ତ ଶତୃଙ୍କଠାରକ୍ସ୍ଟ ଶାନ୍ତି ପ୍ରଦାନ କଲେ। ଇଶ୍ରାୟେଲଙ୍କକ୍ସ୍ଟ ନିରାପତ୍ତା ଦେଲେ। ଏହିପରି ବହକ୍ସ୍ଟତ ଦିନପରେ ଯିହାଶୂେୟ ବୃଦ୍ଧ ହାଇଗେଲେ।
ଏହି ସମୟରେ ସମସ୍ତ ଇଶ୍ରାୟେଲର ପ୍ରାଚୀନବର୍ଗ, ସମାନଙ୍କେର ପ୍ରଧାନ, ସମାନଙ୍କେର ବିଗ୍ଭର କର୍ତ୍ତା ଓ ଅଧ୍ଯକ୍ଷମାନଙ୍କୁ ଡକାଇ ସମାନଙ୍କେୁ କହିଲେ, ମୁ ବୃଦ୍ଧ ହାଇଗଲିେ।
ଏହାପରେ ନୂନର ପକ୍ସ୍ଟତ୍ର ଓ ସଦାପ୍ରଭୁଙ୍କର ସବେକ ଯିହାଶୂେୟଙ୍କର ମୃତକ୍ସ୍ଟ୍ଯ ହେଲା। ତାଙ୍କୁ ସେତବେେଳେ 110 ବର୍ଷ ହାଇେଥିଲା।
ରାଜା ଦାଉଦ ଅତ୍ଯନ୍ତ ବୃଦ୍ଧ ହେଲ। ତାଙ୍କର ପରିଗ୍ଭରକଗଣ ତାଙ୍କୁ ଉଷ୍ଣ କରିବା ପାଇଁ ବହୁତ କମ୍ବଳ ଓ ବହୁ ବସ୍ତ୍ର ରେ ଆଚ୍ଛାଦାନ କଲେ। କିନ୍ତୁ ସେ କିଛି ଉଷ୍ଣତା ପାଇଲେ ନାହିଁ।
କିନ୍ତୁ ସମାନଙ୍କେର କୌଣସି ସନ୍ତାନସନ୍ତତି ନଥିଲେ। ଏଲୀଶାବେଥ ବନ୍ଧ୍ଯା ଥିଲେ। ଉଭୟେ ଜିଖରିୟ ଓ ଏଲୀଶାବେଥ ବୁଢା ବୁଢୀ ହାଇେ ଯାଇଥିଲେ।