Home Bibles ଆଦି ପୁସ୍ତକ 46:25 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 46:25 · ଓଡ଼ିଆ ବାଇବେଲ

ଏମାନେ ବିଲହାର ପୁତ୍ରଗଣ ଥିଲେ। ଲାବନ ବିଲହାକୁ ସବେିକାରୂପେ ତା'ର କନ୍ଯା ରାହେଲକୁ ଦେଲେ। ତେଣୁ ଯାକୁବଙ୍କର ସାତଜଣ ବଂଶଧର ବିଲହାଠାରୁ ଜନ୍ମ ହାଇେଥିଲେ।

Cross references

ଆଦି ପୁସ୍ତକ 29:29

ଲାବନ ରାହେଲର ଦାସୀ ନିମନ୍ତେ ସେ ଆପଣାର ବିଲହା ନାମ୍ନୀ ଦାସୀକି ଦଲୋ।

ଆଦି ପୁସ୍ତକ 30:3

ଏହାପରେ ରାହେଲ କହିଲେ, ମାରେ ଦାସୀ ବିଲହା ଅଛି ତାହା ସହିତ ସହବାସ କର। ସେ ପିଲା ଜନ୍ମ କଲେ ମୁଁ ମା ହାଇେ ପାରିବି।

ଆଦି ପୁସ୍ତକ 30:4

ତେଣୁ ରାହେଲ ବିଲହାକୁ ଆଣି ଯାକୁବକୁ ଦଲୋ, ଯାକୁବ ତାହା ସହିତ ସହବାସ କଲେ।

ଆଦି ପୁସ୍ତକ 35:22

ଇଶ୍ରାୟେଲ ଯେତବେେଳେ ସଠାେରେ ରହୁଥିଲେ, ରୁବନ୍େ ୟାଇ ଏବଂ ବିଲହା ସହିତ ଶଯନ କଲା। ୟିଏ ଇଶ୍ରାୟେଲର ଉପପତ୍ନୀ ଥିଲା। ଏହି ବିଷଯ ରେ ଇଶ୍ରାୟେଲ ଜାଣିବାକୁ ପାଇଲେ।

ଆଦି ପୁସ୍ତକ 35:25

ଦାନ ଓ ନପ୍ତାଲି ରାହେଲର ଦାସୀ ବିଲ୍ଲହାର ସନ୍ତାନ।

ଯାତ୍ରା ପୁସ୍ତକ 1:2

ରୂବନ୍େ, ଶିମିଯୋନ, ଲବେୀ, ୟିଦୁଦା,

Interlinear

Choose Theme