ତୁମ୍ଭେ ତୁମ୍ଭର ପିତାଙ୍କ ଭାର୍ୟ୍ଯା ସହିତ ଦୈହିକ ସଂପର୍କ ରଖିବ ନାହିଁ, ଯଦିଓ ସେ ତୁମ୍ଭର ମାଆ ନୁହେଁ, ତାହା ତୁମ୍ଭର ପିତାଙ୍କ ପ୍ରତି ଅସମ୍ମାନ ହବେ।
Cross references
ଇଶ୍ରାୟେଲ ଯେତବେେଳେ ସଠାେରେ ରହୁଥିଲେ, ରୁବନ୍େ ୟାଇ ଏବଂ ବିଲହା ସହିତ ଶଯନ କଲା। ୟିଏ ଇଶ୍ରାୟେଲର ଉପପତ୍ନୀ ଥିଲା। ଏହି ବିଷଯ ରେ ଇଶ୍ରାୟେଲ ଜାଣିବାକୁ ପାଇଲେ।
କିନ୍ତୁ ତୁମ୍ଭର ଆବଗେ ବନ୍ଯା ତୁଲ୍ଯ ଥିଲା, ତୁମ୍ଭେ ନିଯନ୍ତ୍ରଣ କରିପାରିଲ ନାହିଁ। ତୁମ୍ଭର ପ୍ରଧାନତା ରହିବ ନାହିଁ। କାରଣ ତୁମ୍ଭେ ଆପଣା ପିତୃଶୟ୍ଯାକୁ ଗମନ କଲ। ତବେେ ତାହା ଅଶୁଚି କଲ।
ଯଦି କୌଣସି ବ୍ଯକ୍ତି ତା'ର ପିତୃ ଭାର୍ୟ୍ଯା ସହିତ ଦୈହୀକ ସଂପର୍କ ରେଖ, ସେ ତାଙ୍କର ପିତାକୁ ଅସମ୍ମାନ କରିଥାଏ। ତବେେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ମୃତ୍ଯୁଦଣ୍ଡ ପାଇବେ। ସମାନେେ ନିଜର ଅପରାଧ ପାଇଁ ଦାଯୀ ରହିବେ। ସହେି ସ୍ତ୍ରୀ ତା'ର ପିତାର ଅଟେ।
କୌଣସି ପୁରୁଷ ଆପଣା ପିତୃଭାର୍ୟାକକ୍ସ୍ଟ ଗ୍ରହଣ କରିବ ନାହିଁ ଓ ଆପଣା ପିତାର ଅଞ୍ଚଳ ଅନାବୃତ୍ତ କରିବ ନାହିଁ।
ଚକ୍ସ୍ଟର୍ଣ୍ଣ କୋଷ କିଅବା ଛିନ୍ନଲିଙ୍ଗ ବ୍ଯକ୍ତି ସଦାପ୍ରଭୁଙ୍କ ସମାଜ ରେ ପ୍ରବେଶ କରିବ ନାହିଁ।
ଲବେୀୟମାନେ କହିବେ, ' ଯେଉଁ ଲୋକ ଆପଣା ପିତାଙ୍କ ଭାର୍ୟ୍ଯା ସହିତ ଶଯନ କରେ ସେ ଅଭିଶଲ୍ଗ ହେଉ। କାରଣ ସେ ଯାହା ତା'ର ପିତାର ସେ ତାକକ୍ସ୍ଟ ଅନାବରଣ କରିଥାଏ।
ଅହୀଥୋଫଲ ଅବଶା ଲୋମକକ୍ସ୍ଟ କହିଲା, ତକ୍ସ୍ଟମ୍ଭ ପିତା ଗୃହ ଜଗିବା ନିମନ୍ତେ ନିଜର ଯେଉଁ ଉପପତ୍ନୀମାନଙ୍କୁ ଛାଡିୟାଇ ଅଛନ୍ତି, ତୁମ୍ଭେ ସମାନଙ୍କେ ସହିତ ସହବାସ କରିବାକୁ ୟାଅ। ଏହା ସମକ୍ସ୍ଟଦାଯ ଇଶ୍ରାୟେଲୀୟମାନେ ଶକ୍ସ୍ଟଣିବେ। ସମାନେେ ହୃଦ୍ବୋଧ କରିବେ ଯେ, ତୁମ୍ଭର ପିତା ବର୍ତ୍ତମାନ ତୁମ୍ଭରକ୍ସ୍ଟ ଘୃଣା କରନ୍ତି। ତା ହେଲେ ତୁମ୍ଭର ସମର୍ଥକମାନେ ତୁମ୍ଭକୁ ସମର୍ଥନ ଦବୋ ପାଇଁ ଅଧିକ ଉତ୍ସାହିତ ହବେେ।
ତୁମ୍ଭ ମଧିଅରେ ଲୋକମାନେ ନିଜ ନିଜ ପିତାର ପତ୍ନୀ ସହିତ ୟୌନ ସମ୍ପର୍କ ରଖିଛନ୍ତି। ଏବଂ ତୁମ୍ଭ ଗୋଷ୍ଠୀ ରେ ଲୋକମାନେ ଅଛନ୍ତି, ୟିଏ ନାରୀମାନଙ୍କୁ ପାଶବିକ ଅତ୍ଯାଚାର ଏମିତକି ସମାନଙ୍କେର ଋତୁସ୍ରାବ ସମୟରେ ମଧ୍ଯ ଅତ୍ଯାଚାର କରନ୍ତି।
ସମାନେେ ଦରିଦ୍ର ଲୋକମାନଙ୍କର ମୁଖମଣ୍ତଳକୁ ଭୂମିରେ ମାଡି ଦଣ୍ତ ଦେଉଥିଲେ ଓ ସମାନଙ୍କେୁ ପଦାଘାତ କରୁଥିଲେ। ସମାନେେ ଅସହାୟ ଲୋକମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଶୁଣୁ ନଥିଲେ। ମାରେ ପବିତ୍ର ନାମକୁ କଳୁଷିତ କରିବାକୁ ୟାଇ ଜଣେ ବ୍ଯକ୍ତି ଓ ତା'ର ପିତା, ଜଣେ ରମଣୀ ସହ ୟୌନ ସଂପର୍କ ରଖିଥିଲେ।
ଲୋକେ ପ୍ରକୃତ ରେ କହୁଛନ୍ତି ଯେ, ତୁମ୍ଭମାନଙ୍କ ଭିତ ରେ ୟୌନଗତ ପାପ ଅଛି। ଏହି ପାପ ଏପରିକି ପରମେଶ୍ବରଙ୍କୁ ନ ଜାଣିଥିବା ଲୋକମାନଙ୍କ ଠା ରେ ମଧ୍ଯ ଏହା ହୁଏ ନାହିଁ। ଲୋକେ କହୁଛନ୍ତି ଯେ, ଜଣେ ଲୋକ ନିଜ ବାପାର ସ୍ତ୍ରୀ ସହିତ ବାସ କରୁଛି,