Home Bibles ଆଦି ପୁସ୍ତକ 35:21 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 35:21 · ଓଡ଼ିଆ ବାଇବେଲ

ଏହାପରେ ଇଶ୍ରାୟେଲ ସଠାରୁେ ୟାତ୍ରା କଲେ। ସେ ଏଦର ଗଡ ପାର ହାଇେ ତହିଁ ନିକଟରେ ଛାଉଣୀ ପକାଇଲେ।

Cross references

ମୀଖା 4:8

ପୁଣି ହେ ପଲର ଦୁର୍ଗ, ତୁମ୍ଭର ସମୟ ଆସିବ। ସିୟୋନ କନ୍ଯା, ପର୍ବତ ରେ ତୁମ୍ଭେ ପୁନର୍ବାର ଶାସନ ଗାଦି ରେ ରହିବ। ଆଉ ଅତୀତ ପରି ୟିରୁଶାଲମ ଗୋଟିଏ ଶକ୍ତିଶାଳୀ ରାଜ୍ଯ ହବେ।

ଲୂକଲିଖିତ ସୁସମାଚାର 2:8

ସହେି ରାତି ରେ କେତକେ ମଷେପାଳକ ସମାନଙ୍କେର ମାଣ୍ଢାଗୁଡିକୁ ରାତିସାରା ପଦା ରେ ଜଗି ରହିଥିଲେ।

Interlinear

Choose Theme