Home Bibles ☰ Books ଦିତୀୟ ଶାମୁୟେଲ 1:12 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 1:12 · ଓଡ଼ିଆ ବାଇବେଲ

ସମାନେେ ଦକ୍ସ୍ଟଃଖ ରେ କାନ୍ଦିଲେ ଏବଂ ସମାନେେ ମଧ୍ଯ ଦିନସାରା କିଛି ଖାଇଲେ ନାହିଁ। ସମାନେେ ଏପରି କଲେ କାରଣ ଯୋନାଥନ ଓ ଶାଉଲ ମୃତକ୍ସ୍ଟ୍ଯବରଣ କଲେ ଏବଂ ସଦାପ୍ରଭୁଙ୍କର ବହକ୍ସ୍ଟତ ଇଶ୍ରାୟେଲୀୟ ଲୋକମାନେ ୟକ୍ସ୍ଟଦ୍ଧ ରେ ହତ ହେଲ। ତେଣୁ ସମାନେେ କାନ୍ଦିଲେ ଓ ଶୋକ ପାଳନ କଲେ।

Cross references

ପ୍ରଥମ ଶାମୁୟେଲ 31:6

ତେଣୁ ଶାଉଲ, ତାଙ୍କର ତିନି ପକ୍ସ୍ଟତ୍ର ଓ ତାଙ୍କର ଅସ୍ତ୍ରବାହକ ସମସ୍ତେ ସଦେିନ ଗୋଟିଏ ଜାଗା ରେ ଏକତ୍ରୀତ ଭାବରେ ମଲେ।

ପ୍ରଥମ ଶାମୁୟେଲ 31:13

ତା'ପରେ ସହେି ଲୋକମାନେ ଶାଉଲ ଓ ତାଙ୍କର ପକ୍ସ୍ଟତ୍ରମାନଙ୍କର ଅସ୍ଥି ସଂଗ୍ରହ କରିଆଣି ୟାବେଶଠା ରେ ଥିବା ଏକ ଝାଉଁ ବୃକ୍ଷ ତଳେ ତାହାକକ୍ସ୍ଟ ସମାଧି ଦେଲେ। ତା'ପରେ ୟାବେଶର ଲୋକମାନେ ଶୋକ ସନ୍ତାଲ୍ଗ ଭାବରେ ଦକ୍ସ୍ଟଃଖ ରେ ଶାେକ ପାଳନ ନିମନ୍ତେ ସାତଦିନ ବିନା ଆହାର ରେ ଶୋକ ପାଳନ କଲେ।

ଦିତୀୟ ଶାମୁୟେଲ 3:35

ଦିନତମାମ ଲୋକମାନେ ଦାଉଦଙ୍କକ୍ସ୍ଟ ଖାଇବାକକ୍ସ୍ଟ କହିଲେ, କିନ୍ତୁ ଦାଉଦ ଏକ ପ୍ରତିଜ୍ଞା କରିଥିଲେ ଓ କହିଲେ, ଯଦି ସୂର୍ୟ୍ଯାସ୍ତ ପୂର୍ବରକ୍ସ୍ଟ ମୁ ରୋଟୀ କିମ୍ବା ଅନ୍ୟ କିଛି ଆହାର କରେ, ତବେେ ପରମେଶ୍ବର ମାେତେ ଦଣ୍ତ ଓ ଦକ୍ସ୍ଟଃଖ ଦବେେ।

ଗୀତସଂହିତା 35:13

ଯେତବେେଳେ ସହେି ଲୋକମାନେ ପୀଡ଼ିତ ଥିଲେ, ମୁଁ ସମାନଙ୍କେ ପାଇଁ ଦୁଃଖିତ ହାଇେଥିଲି। ମୁଁ କିଛି ନ ଖାଇ ମାରେ ସମବଦନୋ ଜଣାଇ ଥିଲି। ଏହା କ'ଣ ମାେ ପାଇଁ ସମାନଙ୍କେର ଉପୟୁକ୍ତ ପ୍ରତିଦାନ ?

ହିତୋପଦେଶ 24:17

ଯେତବେେଳେ ତୁମ୍ଭର ଶତ୍ରୁ ସମସ୍ଯା ରେ ଅଛି, ତୁମ୍ଭେ ହସ ନାହିଁ, ଯେତବେେଳେ ସେ ପଡ଼ିୟାଏ, ସହେି ସମୟରେ ମଧ୍ଯ ତୁମ୍ଭେ ଖୁସି ହୁଅ ନାହିଁ।

ଯିରିମିୟ 9:1

ଯବେେ ମାରେ ମସ୍ତକ କଳମଯ ଓ ମାରେ ଚକ୍ଷୁ ଲୋତକର ଝରଣାସ୍ବରୂପ ହୁଅନ୍ତା, ତବେେ ମୁଁ ମାହେର ନିହତ ଲୋକମାନଙ୍କ ପାଇଁ ଅହୋରାତ୍ର କ୍ରନ୍ଦନ କରିପାରନ୍ତି।

ଆମୋଷ 6:6

ତୁମ୍ଭେ ଦ୍ରାକ୍ଷାରସ ସୁନ୍ଦର ପାତ୍ର ରେ ପାନ କରୁଛ। ଆଉ ମଧ୍ଯ ସୁନ୍ଦର ସୁବାସିତ ପଦାର୍ଥ ବ୍ଯବହାର କରୁଛ। କିନ୍ତୁ ଯୋଷଫେର ପରିବାର ଧ୍ବଂସ ପାଉଛନ୍ତି ସେଥିପାଇଁ ଟିକିଏ ହେଲେ ଦୁଃଖ କରୁନାହିଁ।

ମାଥିଉଲିଖିତ ସୁସମାଚାର 5:44

କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତୃକୁ ମଧ୍ଯ ପ୍ ରମେ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପାର୍ଥନା କର।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:29

ଯଦି ଜଣେ କହେି ଦୁର୍ବଳ, ମୁଁ ମଧ୍ଯ ଦୁର୍ବଳ। ଯଦି କୌଣସି ଲୋକ ପାପରେ ଚାଲିବା ନିମନ୍ତେ ପ୍ରବୃତ୍ତ ହୁଏ, ତବେେ ମୁଁ ଅନ୍ତର ମଧ୍ଯରୁ ୟନ୍ତ୍ରଣା ଅନୁଭବ କରେ।

ପିତରଙ୍କ ପ୍ରଥମ ପତ୍ 3:8

ଅତଏବ ସମସ୍ତେ ମିଳିମିଶି ଶାନ୍ତି ରେ ରହିବା ଉଚିତ। ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କର। ପରସ୍ପରକୁ ଭାଇ ଭଉଣୀ ଭଳି ଭଲ ପାଅ। ସଦୟ ଓ ନମ୍ର ହୁଅ।

Interlinear

Choose Theme