Home Bibles ☰ Books ଯିରିମିୟ 22:10 · ଓଡ଼ିଆ ବାଇବେଲ
ଯିରିମିୟ 22:10 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ମୃତ ରାଜାଙ୍କ ସକାେଶ ରୋଦନ କର ନାହିଁ। କିଅବା ତାହା ପାଇଁ ବିଳାପ କର ନାହିଁ। ମାତ୍ର ପ୍ରସ୍ଥାନ କରିବା ରାଜା ନିମନ୍ତେ ଅତିଶଯ କ୍ରନ୍ଦନ କର। କାରଣ ସେ ଆଉ ଫରେିବ ନାହିଁ କି ଆପଣା ଜନ୍ମଭୂମି ଆଉ ଦେଖିବ ନାହିଁ।

Cross references

ଦିତୀୟ ରାଜାବଳୀ 22:20

' ତେଣୁ ଆମ୍ଭେ ତୁମ୍ଭଙ୍କୁ ତୁମ୍ଭ ପୂର୍ବପୁରୁଷଙ୍କ ନିକଟକୁ ଆଣିବା। ତୁମ୍ଭେ ଶାନ୍ତି ରେ ସମାନଙ୍କେ ସହିତ କବର ରେ ସଂଗୃହିତ ହବେ। ତୁମ୍ଭେ ଭୟଙ୍କର କ୍ଲେଶ ଦେଖିବା ନାହିଁ। କାରଣ ମୁଁ ଏହି ସ୍ଥାନ ରେ ତୁମ୍ଭମାନଙ୍କୁ ଆଣିବାକୁ ଯାଉଛି।'

ଦିତୀୟ ରାଜାବଳୀ 23:29

ଯୋଶିୟଯଙ୍କ ରାଜତ୍ବ କାଳ ରେ ମିଶରର ରାଜା ଫାରୋ-ନଖୋଶୂରୀଯ ରାଜା ବିପକ୍ଷ ରେ ୟୁଦ୍ଧ କରିବାକୁ ଫରତ ନଦୀ ଆଡକୁ ୟାତ୍ରା କଲେ। ଯୋଶିୟଯ ଫାରୋ ସହିତ ମାଗିଦ୍ଦୋ ନିକଟରେ ଭଟେିବାକୁ ଗଲେ। ସହେିଠା ରେ ଫାରୋ ଯୋଶିୟଙ୍କୁ ଦେଖି ବଧକଲେ।

ଦିତୀୟ ରାଜାବଳୀ 23:30

ଏହାପରେ ଯୋଶିୟଯଙ୍କ ସବେକମାନେ ତାଙ୍କର ମୃତ ଶରୀରକୁ ଗୋଟିଏ ରଥରେ ମାଗିଦ୍ଦୋରୁ ୟିରୁଶାଲମକୁ ଆଣି ତାଙ୍କ ନିଜ କବରସ୍ଥାନ ରେ କବର ଦେଲେ।

ଦିତୀୟ ବଂଶାବଳୀ 35:23

ଏହାପରେ ରାଜା ଯୋଶିୟ ୟୁଦ୍ଧକ୍ଷେତ୍ର ରେ ତୀରଦ୍ବାରା ଆଘାତପ୍ରାପ୍ତ ହେଲେ। ସେ ତାଙ୍କର ଭୃତ୍ଯମାନଙ୍କୁ କହିଲେ, ମାେତେ ଏଠାରୁ ନଇୟୋଅ। ମୁଁ ଭୟଙ୍କର ଭାବରେ ଆଘାତପ୍ରାପ୍ତ ହାଇେଛି !

ଉପଦେଶକ 4:2

ମୁଁ ନିଷ୍ପତ୍ତି ନଲେି, ଯେ ଜୀବିତ ଲୋକମାନଙ୍କ ଅପେକ୍ଷା ମୃତ ଲୋକମାନେ ଅଧିକ ଭାଗ୍ଯବାନ୍।

ଯିଶାଇୟ 57:1

ଧାର୍ମିକ ଲୋକମାନେ ବିନଷ୍ଟ ହେଉଅଛନ୍ତି, ମାତ୍ର ସେ ବିଷଯ ରେ କହେି ମନୋୟୋଗ କରୁ ନାହାଁନ୍ତି। ପୁନଶ୍ଚ ଭକ୍ତମାନେ ନିଆ ଯାଉଅଛନ୍ତି ଓ ଧାର୍ମିକମାନେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି। ଏହା ମଧ୍ଯ କହେି ବିବଚେନା କରୁ ନାହାଁନ୍ତି।

ଯିରିମିୟ 22:11

ଯେ ହତେୁ ଯିହୁଦାର ରାଜା ଯୋଶିୟର ପୁତ୍ର ଶଲମ୍ ଯେ ଆପଣା ପିତା ଯୋଶିୟର ପଦ ରେ ରାଜତ୍ବ କଲା ଓ ଏହି ସ୍ଥାନରୁ ବାହାରି ଗଲା। ତାହାର ବିଷଯ ରେ ସଦାପ୍ରଭୁ ଏହା କହନ୍ତି, ସେ ଆଉ ୟିରୁଶାଲମକୁ ଫରେିବ ନାହିଁ।

ଯିରିମିୟ 22:18

ଏଣୁ ଯୋଶିୟର ପୁତ୍ର ଯିହୁଦାର ରାଜା ୟିହୋଯାକୀମ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି, ଯିହୁଦାର ଲୋକମାନେ, 'ହାୟ, ଆମ୍ଭର ଭାଇ ! ଅବା ହାୟ, ଆମ୍ଭ ଭଉଣୀ ବୋଲି ଡ଼ାକି ତାଙ୍କ ପାଇଁ ବିଳାପ କରିବେ ନାହିଁ।ହାୟ ପ୍ରଭୁ, ହାୟ ତାଙ୍କର ମହିମା ! ଏହା କହି ଲୋକେ ତାହା ପାଇଁବିଳାପ କରିବେ ନାହିଁ।

ଯିରିମିୟ 22:27

ହେ କନିଯ, ତୁମ୍ଭେ ଯେଉଁ ଦେଶକୁ ଫରେିବାକୁ ଇଚ୍ଛା କରୁଛ, ତୁମ୍ଭେ ସେ ଦେଶକୁ ଫରେିପାରିବ ନାହିଁ।

ଯିରିମିୟ 42:18

ପୁଣି ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କତା କହନ୍ତି, 'ଆମ୍ଭେ ୟିରୁଶାଲମର ଉପ ରେ ଯେପରି ଆମ୍ଭର କୋର୍ଧ ଓ ପ୍ରଚଣ୍ଡ କୋପ ପ୍ରକାଶ କରିଥିଲୁ, ସହେିପରି ଯେଉଁମାନେ ମିଶର ରେ ପ୍ରବାସ କରିବେ, ଆମ୍ଭେ ସମାନଙ୍କେ ପ୍ରତି ଆମ୍ଭର ପ୍ରଚଣ୍ଡ କୋପ ଢ଼ାଳିବା। ଆଉ ତୁମ୍ଭମାନେେ ଅଭିଶପ୍ତ, ବିସ୍ମଯ, ଶାପଗ୍ରସ୍ତ ଓ ନିନ୍ଦାର ପାତ୍ର ହବେ ଓ ତୁମ୍ଭମାନେେ ଏହି ସ୍ଥାନ ଦେଖିବ ନାହିଁ।'

ଯିରିମିୟଙ୍କ ବିଳାପ 4:9

ଭୋକରେ ମରିଥିବା ଲୋକମାନଙ୍କ ଅପେକ୍ଷା ଖଡ୍ଗ ରେ ନିହତ ହାଇେଥିବା ଲୋକମାନେ ଭଲ, କାରଣ ସମାନଙ୍କେର ଜୀବନ ସମାନଙ୍କେର ଶୁଷ୍କ ଜମି ରେ ଖାଦ୍ୟ ଉତ୍ପନ୍ନ ପାଇଁ ଯଭେଳି, ସମାନେେ କ୍ଷୁଧା ଦ୍ବାରା ଘସି ହାଇେଛନ୍ତି।

ଯିହିଜିକଲ 19:3

ସହେି ପ୍ରତିପାଳିତ ଛୁଆମାନଙ୍କ ମଧ୍ଯରୁ ଗୋଟଏ ଛୁଆ ୟୁବା ସିଂହ ହେଲା। ସେ ମୃଗଯା କରିବା ଶିଖିଲା ଓ ସେ ମନୁଷ୍ଯମାନଙ୍କୁ ଗ୍ରାସ କଲା।

ଲୂକଲିଖିତ ସୁସମାଚାର 23:28

କିନ୍ତୁ ଯୀଶୁ ବୁଲିପଡି ସହେି ସ୍ତ୍ରୀଲୋକମାନଙ୍କୁ କହିଲେ, ହେ ୟିରୁଶାଲମର ନାରୀଗଣ! ମାେ ପାଇଁ କାନ୍ଦ ନାହିଁ। ତୁମ୍ଭମାନେେ ନିଜ ପାଇଁ ଓ ନିଜ ପିଲାମାନଙ୍କ ପାଇଁ କାନ୍ଦ।

Interlinear

Choose Theme