ଶାଉଲ ଓ ତାଙ୍କର ପକ୍ସ୍ଟତ୍ର ଯୋନାଥନ ପାଇଁ ଦାଉଦ ଏକ ଦକ୍ସ୍ଟଃଖଦ ଗୀତ ଗାଇଲେ।
Cross references
ସହେି ଦେଶ ନିବାସୀ କିଣାନୀଯ ଲୋକମାନେ ଆଟଦର ଖଳା ରେ ସମାନଙ୍କେର ଏରୂପ ଶାେକ ଦେଖି କହିଲେ, ମିଶ୍ରୀଯମାନଙ୍କ ପ୍ରତି ଏହା ଦାରୁଣ ଦୁଃଖ। ସହେିସ୍ଥାନ ଆବଲେ-ମିଶର ନାମ ରେ ବିଖ୍ଯାତ ହେଲା। ଏହା ୟର୍ଦ୍ଦନ ପାରସ୍ଥ ରେ।
ହେ ଇଶ୍ରାୟେଲ, ତୁମ୍ଭର ସୌନ୍ଦର୍ୟ୍ଯ ତୁମ୍ଭର ପର୍ବତକକ୍ସ୍ଟ ଭାଙ୍ଗି ଦଲୋ। ଦେଖ! କମେିତି ସହେି ବୀରଗଣଙ୍କର ପତନ ହେଲା।
ରାଜା ଦାଉଦ ଅବନର ଚିତା ରେ ଛିଡା ହାଇେ ଏହି ଦକ୍ସ୍ଟଃଖ ଗୀତ ବୋଲିଲେ,
ଯିରିମିୟ ଯୋଶିୟଯଙ୍କ ନିମନ୍ତେ ସମାଧିକାଳୀନ କତେୋଟି ଗୀତ ଲେଖିଲେ ଓ ତାହାକୁ ଗାନ କଲେ। ଆଜି ପର୍ୟ୍ଯନ୍ତ ପୁରୁଷ ଓ ସ୍ତ୍ରୀ ଗାଯକ ଗାଯିକାମାନେ ସହେି ବିଷାଦପୂର୍ଣ୍ଣ ସଙ୍ଗୀତଗାନ କରିଥାଆନ୍ତି। ଇଶ୍ରାୟେଲର ଲୋକମାନେ ଏହିପ୍ରକାର ସବୁବେଳେ କଲେ। ସମାନେେ ଯୋଶିୟଙ୍କ ନିମନ୍ତେ ଏକ ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କଲେ। ସହେି ଗୀତଗୁଡ଼ିକ ସମାଧିକାଳୀନ ସଙ୍ଗୀତ ପୁସ୍ତକରେ ଲଖାୟୋଇଅଛି।
ମୁଁ ସମାନଙ୍କେ ପାଇଁ ଶାେକାତୁର ପୋଷାକ ପିନ୍ଧିଥିଲି। ମୁଁ ସମାନଙ୍କେୁ ମାରେ ଭାଇ ବନ୍ଧୁ ପରି ବ୍ଯବହାର କରିଥିଲି। ମୁଁ ଦୁଃଖିତ ହାଇେଥିଲି ୟପରେି ଜଣେ ବ୍ଯକ୍ତି ତା'ର ମା'ର ମୃତ୍ଯୁରେ ଅଧୀର ହାଇେ କ୍ରନ୍ଦନ କରେ। ମୁଁ ସହେି ଲୋକମାନଙ୍କ ପାଇଁ କଳା ପୋଷାକ ପରିଧାନ କରିଥିଲି, ୟାହା ଶାେକରେ ପ୍ରତୀକ ଅଟେ। ମୁଁ ନତ ମସ୍ତକ ହାଇେ ଶାେକରେ ଅଧୀର ହାଇେ ଚାଲିଥିଲି।
ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ବିବଚେନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡ଼ାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ।