Home Bibles ଦିତୀୟ ଶାମୁୟେଲ 2:11 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 2:11 · ଓଡ଼ିଆ ବାଇବେଲ

ଦାଉଦ ଥିଲେ ହିବ୍ରୋଣର ରାଜା। ସେ ୟିହକ୍ସ୍ଟଦାର ପରିବାରବର୍ଗ ଉପରେ ସାଢେ ସାତ ବର୍ଷ ଶାସନ କଲେ।

Cross references

ଦିତୀୟ ଶାମୁୟେଲ 5:4

ଯେତବେେଳେ ଦାଉଦଙ୍କ ତିରିଷବର୍ଷ ବଯସ ଥିଲା, ସେ ରାଜତ୍ବ କରିବା ଆରମ୍ଭ କଲେ। ସେ ଗ୍ଭଳିଷବର୍ଷ ଧରି ରାଜତ୍ବ କଲେ।

ଦିତୀୟ ଶାମୁୟେଲ 5:5

ହିବ୍ରୋଣ ରେ, ସେ ୟିହକ୍ସ୍ଟଦା ଉପରେ ସାତ ବର୍ଷ ଓ ଛଅ ମାସ ରାଜତ୍ବ କଲେ; ପକ୍ସ୍ଟଣି ସେ ୟିରକ୍ସ୍ଟଶାଲମ ରେ ସମସ୍ତ ଇଶ୍ରାୟେଲ ଓ ୟିହକ୍ସ୍ଟଦା ଉପରେ ତତେିଶ ବର୍ଷ ରାଜତ୍ବ କଲେ।

ପ୍ରଥମ ରାଜାବଳୀ 2:11

ଦାଉଦ ଇଶ୍ରାୟେଲ ରେ ଗ୍ଭଳିଶ ବର୍ଷ ରାଜତ୍ବ କରିଥିଲେ। ସେ ହିବ୍ରୋଣ ରେ ସାତବର୍ଷ ଓ ୟିରୁଶାଲମ ରେ ତତେିଶ ବର୍ଷ ରାଜତ୍ବ କରିଥିଲେ।

ପ୍ରଥମ ବଂଶାବଳୀ 3:4

ଦାଉଦ ହିବ୍ରୋଣ ରେ ଥିବା ସମୟରେ ଏହି ଛଅ ପୁତ୍ର ଜନ୍ମ ହାଇେଥିଇଲେ।

ପ୍ରଥମ ବଂଶାବଳୀ 29:27

ଏହାପରେ ଦାଉଦ ୟିରୁଶାଲମ ନଗର ରେ ତତେିଶ ବର୍ଷ ପର୍ୟ୍ଯନ୍ତ ରାଜା ଥିଲେ।

Interlinear

Choose Theme