Home Bibles ☰ Books ଦିତୀୟ ବିବରଣ 34:8 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 34:8 · ଓଡ଼ିଆ ବାଇବେଲ

ଇଶ୍ରାୟେଲ ଲୋକମାନେ ମାଶାଙ୍କେ ପାଇଁ ତିରିଶ ଦିନ ଧରି କାନ୍ଦିଲେ। ସମାନେେ ତାଙ୍କର ସମସ୍ତ ଦକ୍ସ୍ଟଃଖଦ ଦିନସବୁ ମାଯାେବର ସମତଳ ଭୂମିରେ କଟାଇଲେ।

Cross references

ଆଦି ପୁସ୍ତକ 50:3

ମିଶରୀଯ ଲୋକମାନେ ତାଙ୍କ ପାଇଁ ସତୁରି ଦିନୟାଏ ଶାେକ କଲେ। ଶରୀର ସଂସ୍କାର ନିମନ୍ତେ ପ୍ରସ୍ତୁତ ଚାଳିଶ ଦିନ ରେ ଶଷେ ହେଲା। ସଂପୂର୍ଣ୍ଣ ଶୋକପରେ ଯୋଷଫେ ଫାରୋଙ୍କ ନିକଟକୁ ଗଲେ।

ଆଦି ପୁସ୍ତକ 50:10

ଏହାପରେ ସମାନେେ ୟର୍ଦ୍ଦନପାରସ୍ଥ ଆଟଦର ଖଳା ରେ ଉପସ୍ଥିତ ହୁଅନ୍ତେ ସଠାେରେ ମହାବିଳାପ କରି ରୋଦନ କଲେ। ସମାନେେ ସଠାେରେ ଯୋଷଫଙ୍କେ ପିତାଙ୍କ ପାଇଁ ସାତଦିନ ଶାେକ କଲେ।

ଗଣନା ପୁସ୍ତକ 20:29

ଇଶ୍ରାୟେଲର ସମସ୍ତ ମଣ୍ତଳୀ ହାରୋଣଙ୍କ ମୃତ୍ଯୁ ଜାଣିଲେ। ତେଣୁ ପ୍ରେତ୍ୟକକ ଇଶ୍ରାୟେଲୀୟ ତିରିଶ ଦିନ ପର୍ୟ୍ଯନ୍ତ ହାରୋଣଙ୍କ ନିମନ୍ତେ ଶୋକ ଦିବସ ପାଳନ କଲେ।

ପ୍ରଥମ ଶାମୁୟେଲ 25:1

ଶାମୁୟେଲଙ୍କର ଦହାନ୍େତ ହେଲା। ସମସ୍ତ ଇଶ୍ରାୟେଲୀୟବାସୀ ଏକତ୍ର ହାଇେ ଶାମୁୟେଲଙ୍କ ମୃତକ୍ସ୍ଟ୍ଯ ରେ ଶାେକ ପାଳନ କଲେ ଓ ରାମାସ୍ଥିତ ତାଙ୍କ ଗୃହ ରେ ତାଙ୍କୁ କବର ଦେଲେ। ତା'ପରେ ଦାଉଦ ପାରଣ ପ୍ରାନ୍ତରକକ୍ସ୍ଟ ଗଲେ।

ଯିଶାଇୟ 57:1

ଧାର୍ମିକ ଲୋକମାନେ ବିନଷ୍ଟ ହେଉଅଛନ୍ତି, ମାତ୍ର ସେ ବିଷଯ ରେ କହେି ମନୋୟୋଗ କରୁ ନାହାଁନ୍ତି। ପୁନଶ୍ଚ ଭକ୍ତମାନେ ନିଆ ଯାଉଅଛନ୍ତି ଓ ଧାର୍ମିକମାନେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି। ଏହା ମଧ୍ଯ କହେି ବିବଚେନା କରୁ ନାହାଁନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:2

କେତକେ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲେ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ। ସହେିଦିନ ୟିରୂଶାଲମ ରେ ଥିବା ବିଶ୍ବାସୀମାନଙ୍କ ବିରୁଦ୍ଧ ରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ ରରେିତମାନଙ୍କ ବ୍ଯତୀତ ଅନ୍ୟ ସମସ୍ତ ବିଶ୍ବାସୀ ୟିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନ ରେ ଛିନ୍ନଭିନ୍ନ ହାଇଗେଲେ।

Interlinear

Choose Theme