ତେଣୁ ଭବିଷ୍ଯଦବାଣୀ ପ୍ରଚାର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, 'ଶତ୍ରୁଗଣ ତୁମ୍ଭମାନଙ୍କୁ ଧ୍ବଂସ କରିଅଛନ୍ତି ଓ ତୁମ୍ଭମାନଙ୍କୁ ଚତୁର୍ଦ୍ଦିଗରୁ ବେଷ୍ଟନ କରିଅଛନ୍ତି। ଏବଂ ତୁମ୍ଭେ ଅବଶିଷ୍ଟ ଜାତିମାନଙ୍କର ଅଧିକାର ହାଇେଅଛ। ତୁମ୍ଭେ ଗୋଟିଏ ଥଟ୍ଟାପାତ୍ର ହାଇେଲ ଓ ସମସ୍ତେ ତୁମ୍ଭକୁ ଅପବାଦ କରନ୍ତି।'
Cross references
ଦେଶ ମଧ୍ଯ ସମାନଙ୍କେ ଦ୍ବାରା ତ୍ଯକ୍ତ ହାଇେ ରହିବ ଓ ସମାନଙ୍କେ ଅବର୍ତ୍ତାମାନର ଶୂନ୍ଯସ୍ଥାନ ହାଇେ ପଡିଥିବା ସମୟରେ ଆପଣା ବିଶ୍ରାମ ଗ୍ରହଣ କରିବ, ପୁଣି ସମାନେେ ନିଜ ନିଜ ଅପରାଧର ଦଣ୍ତ ଗ୍ରହଣ କରିବେ; ଏଥିର କାରଣ ଏହି ଯେ, ସମାନେେ ଆମ୍ଭର ବିଧି ଅଗ୍ରାହ୍ଯ କଲେ ଓ ସମାନଙ୍କେ ପ୍ରାଣ ଆମ୍ଭ ବ୍ଯବସ୍ଥା ଘୃଣା କଲା।
ସଠାେରେ ତୁମ୍ଭମାନେେ ନିଜେ ଏକ ଭୟାନକ ଦୃଶ୍ଯ ରେ ପରିଣତ ହବେ, ସହେି ସମସ୍ତ ଜାତିମାନଙ୍କ ଆଗ ରେ ଅପମାନର ଓ ଉପହାସର ପାତ୍ର ହବେ। ଯେଉଁଠାକକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କୁ ନଇେଯିବେ।
ଯାହା ଆମ୍ଭେ ସମାନଙ୍କେୁ ଦଇେଥିଲୁ ଏବଂ ଆପଣା ନାମ ନିମନ୍ତେ ଯେଉଁ ମନ୍ଦିର ଆମ୍ଭେ ପବିତ୍ର କଲୁ, ତାହା ଆମ୍ଭେ ପ୍ରତ୍ଯାଖ୍ଯାନ କରିବା ଏବଂ ଉଚ୍ଛିନ୍ନ କରିବା ଓ ଏହା ଇଶ୍ରାୟେଲ ସମସ୍ତ ଗୋଷ୍ଠୀ ସମ୍ମୁଖ ରେ ଉପହାସର ଉଦାହରଣ ହବେ।
କିନ୍ତୁ ବର୍ତ୍ତମାନ ଯେଉଁମାନେ ମାେ'ଠାରୁ ବଯସ ରେ ସାନ ସମାନେେ ମଧ୍ଯ ମାେତେ ପରିହାସ କରୁଛନ୍ତି। ଆଉ ସମାନଙ୍କେ ପିତାଗଣ ଏଭଳି ଅ ଯୋଗ୍ଯ ଯେ ମୁଁ ସମାନଙ୍କେୁ ମାେ ମେଣ୍ଢା ପଲ କରୁଥିବା କୁକୁରମାନଙ୍କ ସହିତ ରଖାଇବି ନାହିଁ।
ମୁଁ ଯେତବେେଳେ ଗୋଟିଏ ଭୁଲ୍ କରି ବସିଲି, ସହେି ଲୋକମାନେ ମାେତେ ଦେଖି ହସିଲେ। ସହେି ଲୋକମାନେ ପ୍ରକୃତ ବନ୍ଧୁ ନୁହଁନ୍ତି। ମୁଁ ସମାନଙ୍କେୁ ସତେ ୟମେିତି ଜାଣେ ନାହିଁ। ସମାନେେ ମାେତେ ଚାରିଆଡ଼ୁ ଘରେି ଆକ୍ରମଣ କଲେ।
ସହେି ଲୋକମାନଙ୍କୁ କହିବାକୁ ଦିଅ ନାହିଁ, ୟାହା ଆମ୍ଭେ ଚାହିଁଥିଲୁ ତାହା ଆମ୍ଭେ ପାଇଲୁ। ସଦାପ୍ରଭୁ, ସମାନେେ କୁହନ୍ତୁ ନାହିଁ, ଆମ୍ଭେ ତାକୁ ଧ୍ବଂସ କରିଛୁ।
ତୁମ୍ଭେ ଆମ୍ଭମାନଙ୍କୁ ଆମ୍ଭର ପଡ଼ୋଶୀମାନଙ୍କ ନିକଟରେ ପରିହାସର ପାତ୍ର କରିଛ। ସମାନେେ ଆମ୍ଭକୁ ଦେଖି ହସନ୍ତି ଓ ଥଟ୍ଟା କରନ୍ତି।
ପରମେଶ୍ବର, ସାହାୟ୍ଯ ପାଇଁ ମାରେ କ୍ରନ୍ଦନ ଶୁଣ। ମାରେ ପ୍ରାର୍ଥନାରେ ମନୋୟୋଗ କର।
ସମାନେେ, ସର୍ବସାଧାରଣ ସ୍ଥାନରେ ମାରେ ଚର୍ଚ୍ଚା କରୁଛନ୍ତି ଏବଂ ମଦୁଆମାନେ ମାେ ବିଷଯରେ ତାଚ୍ଛଲ୍ଯଭରା ଗୀତ ଗାଉଛନ୍ତି।
ଆମ୍ଭ ପଡ଼ୋଶୀ ଦବଗେଣ ଆମ୍ଭମାନଙ୍କୁ ଅପମାନିତ କଲେ। ଆମ୍ଭର ସବୁ ଚତୁପାଶର୍ବରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।
ଅନ୍ୟ ଦେଶୀଯ ଲୋକମାନଙ୍କୁ କହିବାକୁ ଦିଅ ନାହିଁ। ସମାନଙ୍କେର ପରମେଶ୍ବର କାହାଁନ୍ତି ? ହେ ପରମେଶ୍ବର, ସହେି ଲୋକମାନଙ୍କୁ ଦଣ୍ଡ ଦିଅ ୟାହା ଫଳରେ କି ଆମ୍ଭମାନେେ ମଧ୍ଯ ତାହା ଦେଖି ପାରିବୁ। ତୁମ୍ଭର ସବକମାନଙ୍କେୁ ହତ୍ଯା କରିଥିବାରୁ ସମାନଙ୍କେୁ ଦଣ୍ଡ ଦିଅ।
ଆମ୍ଭମାନେେ ସମାନଙ୍କେୁ ହତ୍ଯା କରିବା। ଆମ୍ଭମାନେେ ସମାନଙ୍କେୁ ମୃତ୍ଯୁର ସ୍ଥାନକୁ ପଠାଇବା। ଆମ୍ଭମାନେେ ସମାନଙ୍କେୁ ବିନାଶ କରି କବରକୁ ପଠାଇବା।
ଯିହୁଦା ଏକ ଶୂନ୍ଯ ମରୁପ୍ରାନ୍ତର ରେ ପରିଣତ ହବେ। ସମାନେେ ଗମନ କଲା ବେଳେ ଶୀସ୍ ଶବ୍ଦ କରିୟାଆନ୍ତି। ତହିଁର ନିକଟ ଦଇେ ଗମନକାରୀ ପ୍ରେତ୍ୟକକ ଲୋକ ବିସ୍ମିତ ହାଇେ ଆପଣା ମସ୍ତକ ହରାଇବ।
ମୁଁ ସମାନଙ୍କେ ଉପ ରେ ଏମିତି ବିପର୍ୟ୍ଯଯ ଆଣିବି ଯେ ପୃଥିବୀର ସମସ୍ତ ରାଜ୍ଯ ଆତଙ୍କିତ ହବେେ। ସମସ୍ତେ ସମାନଙ୍କେୁ ଦୁର୍ନାମ ଓ ଉପହାସ କରିବେ। ଆମ୍ଭେ ଯେଉଁ ସ୍ଥାନ ରେ ସମାନଙ୍କେୁ ବିକ୍ଷିପ୍ତ କରିବା, ସହେି ସ୍ଥାନର ଲୋକମାନେ ସମାନଙ୍କେୁ ଅଭିଶାପ ଦବେେ।