କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 4:13 · ଓଡ଼ିଆ ବାଇବେଲ
ଲୋକମାନଙ୍କ ଠାରୁ ଅଭିଶାପ ପାଇ ମଧ୍ଯ ଆମ୍ଭେ ସମାନଙ୍କେୁ ଆଶୀର୍ବାଦ କରୁଛୁ। ଲୋକେ ଆମ୍ଭକୁ ତାଡ଼ନା କରୁଛନ୍ତି, ଆମ୍ଭେ ସହୁଛୁ। ଏପରିକି ଯେଉଁମାନେ ଆମ୍ଭର ମିଥ୍ଯାପବାଦ କରନ୍ତି, ଆମ୍ଭେ ସମାନଙ୍କେୁ ନମ୍ରଭାବେ କଥା କହୁ। ଆଜି ପର୍ୟ୍ଯନ୍ତ ଲୋକେ ଆମ୍ଭକୁ ସମଗ୍ର ସଂସାରର ମଇଳା ଧୂଳି ସଦୃଶ ବ୍ଯବହାର କରୁଛନ୍ତି।
Cross references
ଯିରିମିୟଙ୍କ ବିଳାପ 3:45
ତୁମ୍ଭେ ଗୋଷ୍ଠୀଗଣ ମଧିଅରେ ଆମ୍ଭମାନଙ୍କୁ ଝଟା ଅଳିଆ ଓ ଅଗ୍ରାହ୍ଯ ବସ୍ତୁତୁଲ୍ଯ କରିଅଛ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22:22
ପାଉଲ ଏକଥା କହିବା ପର୍ୟ୍ଯନ୍ତ ଯିହୂଦୀମାନେ ଶୁଣୁଥିଲେ। ତା'ପରେ ସମାନେେ ସମସ୍ତେ ମିଶି ଖୁବ୍ ଜାରେ ରେ ପାଟି କରି କହିଲେ, ଏ ଲୋକକୁ ପୃଥିବୀରୁ ଦୂର କର। କାରଣ ସେ ବଞ୍ଚିରହିବା ପାଇଁ ଯୋଗ୍ଯ ନୁହଁ।