Home Bibles ଯିରିମିୟଙ୍କ ବିଳାପ 3:62 · ଓଡ଼ିଆ ବାଇବେଲ
ଯିରିମିୟଙ୍କ ବିଳାପ 3:62 · ଓଡ଼ିଆ ବାଇବେଲ

ମାରେ ଶତ୍ରୁମାନେ ମାେ ବିରୁଦ୍ଧ ରେ ଦିନସାରା କଥାବାର୍ତ୍ତା ଓ ଚିନ୍ତାଧାରା ସବୁ କରନ୍ତି।

Cross references

ଗୀତସଂହିତା 59:7

ତୁମ୍ଭେ ସମାନଙ୍କେ ଧମକ ଓ ଅପମାନକୁ ଶୁଣ। ସମାନେେ ଭାବନ୍ତି ସମାନଙ୍କେୁ କହେି ଶୁଣନ୍ତି ନାହିଁ। ୟେ ହତେୁ ସମାନେେ ଖରାପ କଥା କହନ୍ତି।

ଗୀତସଂହିତା 59:12

ସହେି ଦୁଷ୍ଟ ଲୋକମାନେ ଅଭିଶାପ ଦିଅନ୍ତି ଓ ମିଥ୍ଯା କହନ୍ତି। ସମାନେେ କରିଥିବା କର୍ମ ପାଇଁ ଦଣ୍ଡ ବିଧାନ କର। ସମାନଙ୍କେର ଅହଙ୍କାର ସମାନଙ୍କେୁ କବଳିତ କରୁ।

ଗୀତସଂହିତା 140:3

ସମାନଙ୍କେର ଜିହ୍ବା ବିଷଧର ସର୍ପପରି, ୟପରେି ସମାନଙ୍କେର ଜିହ୍ବାତଳେ ନାଗର ଗରଳ ରହିଛି।

ଯିରିମିୟ 18:18

ଯିରିମିୟଙ୍କ ଶତ୍ରୁଗଣ କହିଲେ, ଆସ ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ଯୋଜନା କରିବା, କାରଣ ଯାଜକ ନିକଟରୁ ବ୍ଯବସ୍ଥା, ଶିକ୍ଷିତ ନିକଟରୁ ଜ୍ଞାନ ଅଥବା ଭବିଷ୍ଯଦ୍ ବକ୍ତା ନିକଟରୁ ବାକ୍ଯ ଲୁପ୍ତ ହବେ ନାହିଁ। ତେଣୁ ଆସ ଆମ୍ଭମାନେେ ତାଙ୍କୁ ପ୍ରବଞ୍ଚନା ଦ୍ବାରା ଧ୍ବଂସ କରିବା। ଆମ୍ଭମାନେେ ତାଙ୍କର କୌଣସି କଥା ଶୁଣିବା ନାହିଁ।

ଯିହିଜିକଲ 36:3

ତେଣୁ ଭବିଷ୍ଯଦବାଣୀ ପ୍ରଚାର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, 'ଶତ୍ରୁଗଣ ତୁମ୍ଭମାନଙ୍କୁ ଧ୍ବଂସ କରିଅଛନ୍ତି ଓ ତୁମ୍ଭମାନଙ୍କୁ ଚତୁର୍ଦ୍ଦିଗରୁ ବେଷ୍ଟନ କରିଅଛନ୍ତି। ଏବଂ ତୁମ୍ଭେ ଅବଶିଷ୍ଟ ଜାତିମାନଙ୍କର ଅଧିକାର ହାଇେଅଛ। ତୁମ୍ଭେ ଗୋଟିଏ ଥଟ୍ଟାପାତ୍ର ହାଇେଲ ଓ ସମସ୍ତେ ତୁମ୍ଭକୁ ଅପବାଦ କରନ୍ତି।'

Interlinear

Choose Theme