କିନ୍ତୁ ବର୍ତ୍ତମାନ ଯେଉଁମାନେ ମାେ'ଠାରୁ ବଯସ ରେ ସାନ ସମାନେେ ମଧ୍ଯ ମାେତେ ପରିହାସ କରୁଛନ୍ତି। ଆଉ ସମାନଙ୍କେ ପିତାଗଣ ଏଭଳି ଅ ଯୋଗ୍ଯ ଯେ ମୁଁ ସମାନଙ୍କେୁ ମାେ ମେଣ୍ଢା ପଲ କରୁଥିବା କୁକୁରମାନଙ୍କ ସହିତ ରଖାଇବି ନାହିଁ।
Cross references
ଅନନ୍ତର ଇଲୀଶାୟ ବୈଥଲକେୁ ଗଲେ। ସେ ବାଟରେ ଯାଉଥିବା ବେଳେ କେତକେ କ୍ଷୁଦ୍ର ବାଳକ ନଗର ବାହାରକୁ ଆସି ତାଙ୍କୁ ପରିହାସ କରି ଚିତ୍କାର କଲେ, ଆ ରେ ଚନ୍ଦା ମୁଣ୍ତିଆ! ଉପରକୁ ୟା, ଆ ରେ ଚନ୍ଦା ମୁଣ୍ତିଆ ଉପରକୁ ୟା!
ମୁଁ ମାରେ ବନ୍ଧୁମାନଙ୍କର ହାସ୍ଯାସ୍ପଦର ପାତ୍ର ହାଇେଅଛି। ସମାନେେ କୁହନ୍ତି : ସେ 'ପରମେଶ୍ବରଙ୍କୁ ଡ଼ାକିଲା ଓ ପରମେଶ୍ବର ତାକୁ ଉତ୍ତର ଦେଲେ। ସେଥିପାଇଁ ଏପରି ସବୁ ଅମଙ୍ଗଳ ତାକୁ ଘଟିଲା।' ମୁଁ ଜଣେ ଧାର୍ମିକ ବ୍ଯକ୍ତି, ମୁଁ ସରଳ ତଥାପି ସମାନେେ ମାେତେ ଦେଖି ହସନ୍ତି।
ସେ ମାରେ ଭାଇମାନଙ୍କୁ ମାଠାରୁେ ବହୁତ ଦୂରକୁ ନଇୟୋଇଛନ୍ତି। ମାରେ ନିଜର ସାଙ୍ଗମାନେ ମାେ ପାଇଁ ଅଚିହ୍ନା ହାଇେଛନ୍ତି।
େଛାଟ ପିଲାମାନେ ମାେତେ ଦେଖି ଥଟ୍ଟା କରନ୍ତି ଓ ମାେତେ ଖରାପ କଥା କହି ଗାଳି ଦିଅନ୍ତି। ଯେତବେେଳେ ମୁଁ ତାଙ୍କ ପାଖକୁ ୟାଏ।
ସବୁ ଲୋକମାନେ ମାେତେ ସମ୍ମାନ କରୁଥିଲେ, ସାନ ସାନ ପିଲାମାନେ ମାେ ଆସିବା ଦେଖି ସେ ମାେ ବାଟରୁ ଆଡ଼ଇେ ହାଇେ ଯାଉଥିଲେ। ବଡ଼ଲୋକ ସମ୍ମାନ ସ୍ବରୂପ ଛିଡ଼ା ହାଇେ ପଡ଼ୁଥିଲେ।
ମୁଁ ଯେତବେେଳେ ଗୋଟିଏ ଭୁଲ୍ କରି ବସିଲି, ସହେି ଲୋକମାନେ ମାେତେ ଦେଖି ହସିଲେ। ସହେି ଲୋକମାନେ ପ୍ରକୃତ ବନ୍ଧୁ ନୁହଁନ୍ତି। ମୁଁ ସମାନଙ୍କେୁ ସତେ ୟମେିତି ଜାଣେ ନାହିଁ। ସମାନେେ ମାେତେ ଚାରିଆଡ଼ୁ ଘରେି ଆକ୍ରମଣ କଲେ।
ସମାନେେ, ସର୍ବସାଧାରଣ ସ୍ଥାନରେ ମାରେ ଚର୍ଚ୍ଚା କରୁଛନ୍ତି ଏବଂ ମଦୁଆମାନେ ମାେ ବିଷଯରେ ତାଚ୍ଛଲ୍ଯଭରା ଗୀତ ଗାଉଛନ୍ତି।
ଜଣେ ଅନ୍ୟ ଜଣଙ୍କ ଦ୍ବାରା ଓ ପ୍ରେତ୍ୟକକ ବ୍ଯକ୍ତି ଅନ୍ୟ ପ୍ରତିବାସୀ ଦ୍ବାରା ଆପଣା ପ୍ରତିବାସୀ ଦୁଃଖ କରିବେ। ବଳିଷ୍ଠ ବ୍ଯକ୍ତି, ବଯୋଜେଷ୍ଠ ବ୍ଯକ୍ତିଙ୍କୁ ଯତ୍ନ ନବେେ ନାହିଁ। ସାଧାରଣ ବ୍ଯକ୍ତି ମହତ ଲୋକମାନଙ୍କୁ ସମ୍ମାନ ଜଣାଇବେ ନାହିଁ।
ସଠାେରେ ଉପସ୍ଥିତ ଥିବା କେତକେ ଲୋକ ଯୀଶୁଙ୍କ ଉପରକୁ ଛପେ ପକାଇଲେ। କେତକେ ଯୀଶୁଙ୍କ ମୁହଁ ଘୋଡଇେ ଦଇେ ବିଧା ମାରିଲେ, ଓ ଆଉ କେତକେ ଥଟ୍ଟା କରି କହିଲେ, ଏବେ ତୁମ୍ଭେ ଆମ୍ଭକୁ ଦେଖଇେ ଦିଅ ଯେ, ତୁମ୍ଭେ ଜଣେ ଭବିଷ୍ଯଦ୍ବକ୍ତା। ତା'ପରେ ପ୍ରହରୀମାନେ ତାହାଙ୍କୁ ନଇେ ଯାଇ ପିଟିଲେ।
ସୈନ୍ଯମାନେ ଯୀଶୁଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। ସମାନେେ ଗୋଟିଏ କଣ୍ଟାର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡ ରେ ପିନ୍ଧାଇଲେ।
ପୀଲାତ ସମାନଙ୍କେୁ କହିଲେ, ତୁମ୍ଭମାନେେ ଯୀଶୁଙ୍କୁ ମାେ ପାଖକୁ ଆଣିଛ। ତୁମ୍ଭମାମେେ କହୁଛ ଯେ ସେ ଲୋକଙ୍କ ମଧିଅରେ ଗୋଳମାଳ ସୃଷ୍ଟି କରୁଛନ୍ତି। କିନ୍ତୁ ମୁଁ ତୁମ୍ଭମାନଙ୍କ ସମସ୍ତଙ୍କ ଉପସ୍ଥିତି ରେ ତାହାଙ୍କୁ ପ୍ରଶ୍ନ କରିଛି। ତାହାଙ୍କ ଠା ରେ ମୁଁ କୌଣସି ଭୁଲ ଦେଖିପାରିଲି ନାହିଁ। ତୁମ୍ଭମାନେେ ଯାହା କହୁଛ, ଯୀଶୁ ସେଥି ରେ ଦୋଷୀ ନୁହଁନ୍ତି।
କିନ୍ତୁ ସବୁଲୋକେ ପାଟିକରି ଉଠିଲେ, ତାହାକୁ ମାରିଦିଅ। ବାରବ୍ବାକୁ ମୁକ୍ତ କରିଦିଅ।
ଲୋକମାନେ ସଠାେରେ ଠିଆ ହାଇେ ଯୀଶୁଙ୍କୁ ଲକ୍ଷ୍ଯ କରୁଥିଲେ। ଯିହୂଦୀ ନେତାମାନେ ଯୀଶୁଙ୍କୁ ଉପହାସ କରୁଥିଲେ। ସମାନେେ କହୁଥିଲେ, ଯଦି ସେ ପରମେଶ୍ବରଙ୍କ ଦ୍ବାରା ମନୋନୀତ ଖ୍ରୀଷ୍ଟ, ତବେେ ନିଜକୁ ରକ୍ଷା କରନ୍ତୁ। ସେ ଅନ୍ୟ ଲୋକଙ୍କୁ ରକ୍ଷା କରିଥିଲେ। ନୁହେଁ କି?
ଝୁଲୁଥିବା ଅପରାଧୀ ଦୁହିଁଙ୍କ ଭିତରୁ ଜଣେ ଯୀଶୁଙ୍କୁ ନିନ୍ଦାକରି କହିବାକୁ ଲାଗିଲା, ତୁମ୍ଭେ କ'ଣ ଖ୍ରୀଷ୍ଟ ନୁହଁ? ତବେେ ତୁମ୍ଭେ ନିଜକୁ ରକ୍ଷା କର ଓ ଆମ୍ଭକୁ ମଧ୍ଯ ରକ୍ଷା କର।
କିନ୍ତୁ ଅବିଶ୍ବାସୀ ଯିହୂଦୀୟମାନେ ଈର୍ଷାପରାୟଣ ହାଇେ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ଯରୁ ଗୋଟିଏ ଦଳ ଏକାଠି କଲେ ଓ ନଗର ରେ ଗଣ୍ଡଗୋଳ ସୃଷ୍ଟିକେଲ। ସମାନେେ ନଗର ରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସମାନେେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେ଼ଷ୍ଟା କଲେ।
ତାହାଙ୍କ ନିଜ ଲୋକମାନଙ୍କ ମଧ୍ଯରୁ ଜଣେ, ୟିଏ କି ଭବିଷ୍ଯଦ୍ ବକ୍ତା, କହିଛନ୍ତି : କ୍ରୀତୀର ଲୋକେ ସର୍ବଦା ମିଛ କୁହନ୍ତି। ସମାନେେ ଦୁଷ୍ଟ ପଶୁ ଓ ଅଳସୁଆ। ସମାନେେ ଖାଇବା ଛଡ଼ା ଅନ୍ୟ କିଛି କରନ୍ତି ନାହିଁ।