Home Bibles ଯିରିମିୟ 18:16 · ଓଡ଼ିଆ ବାଇବେଲ
ଯିରିମିୟ 18:16 · ଓଡ଼ିଆ ବାଇବେଲ

ଯିହୁଦା ଏକ ଶୂନ୍ଯ ମରୁପ୍ରାନ୍ତର ରେ ପରିଣତ ହବେ। ସମାନେେ ଗମନ କଲା ବେଳେ ଶୀସ୍ ଶବ୍ଦ କରିୟାଆନ୍ତି। ତହିଁର ନିକଟ ଦଇେ ଗମନକାରୀ ପ୍ରେତ୍ୟକକ ଲୋକ ବିସ୍ମିତ ହାଇେ ଆପଣା ମସ୍ତକ ହରାଇବ।

Cross references

ଲେବୀୟ ପୁସ୍ତକ 26:32

ପୁଣି ଆମ୍ଭେ ଦେଶକୁ ଶୂନ୍ଯସ୍ଥାନ କରିବା ଓ ତନ୍ନିବାସୀ ତୁମ୍ଭମାନଙ୍କର ଶତୃଗଣ ତହିଁରେ ଆଶ୍ଚର୍ୟ୍ଯଜ୍ଞାନ କରିବେ।

ଲେବୀୟ ପୁସ୍ତକ 26:33

ଆଉ ଆମ୍ଭେ ନାନାଦେଶୀଯ ଲୋକମାନଙ୍କ ମଧିଅରେ ତୁମ୍ଭମାନଙ୍କୁ ଚ୍ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ ଉତ୍ତୋଳନ କରିବା। ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ଯସ୍ଥାନ ହବେ ଓ ତୁମ୍ଭମାନଙ୍କ ନଗର ସକଳ ମରୁଭୂମି ହବେ।

ଲେବୀୟ ପୁସ୍ତକ 26:43

ଦେଶ ମଧ୍ଯ ସମାନଙ୍କେ ଦ୍ବାରା ତ୍ଯକ୍ତ ହାଇେ ରହିବ ଓ ସମାନଙ୍କେ ଅବର୍ତ୍ତାମାନର ଶୂନ୍ଯସ୍ଥାନ ହାଇେ ପଡିଥିବା ସମୟରେ ଆପଣା ବିଶ୍ରାମ ଗ୍ରହଣ କରିବ, ପୁଣି ସମାନେେ ନିଜ ନିଜ ଅପରାଧର ଦଣ୍ତ ଗ୍ରହଣ କରିବେ; ଏଥିର କାରଣ ଏହି ଯେ, ସମାନେେ ଆମ୍ଭର ବିଧି ଅଗ୍ରାହ୍ଯ କଲେ ଓ ସମାନଙ୍କେ ପ୍ରାଣ ଆମ୍ଭ ବ୍ଯବସ୍ଥା ଘୃଣା କଲା।

ଦିତୀୟ ବିବରଣ 28:59

ତବେେ ସଦାପ୍ରଭୁ ତୁମ୍ଭର ଆଘାତ ଓ ତକ୍ସ୍ଟମ୍ଭ ବଂଶର ଆଘାତ ଆର୍ଥାତ୍ ମହତ୍ ଓ ଚିରସ୍ଥାଯୀ ଆଘାତ, ପକ୍ସ୍ଟଣି ବ୍ଯଥାଜନକ ଓ ଚିରସ୍ଥାଯୀ ରୋଗ ଆଶ୍ଚର୍ୟ୍ଯ ରୂପ କରିବେ।

ଦିତୀୟ ବିବରଣ 29:23

ସଦାପ୍ରଭୁ ଆପଣା କୋର୍ଧ ଓ କୋପରେ ଯେଉଁ ସଦୋମ ଓ ହ ମାରୋ, ଅଦ୍ମା ଓ ସବୋଯିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନ ରେ ପରିପୂର୍ଣ୍ଣ ହାଇେଅଛି। ତହିଁରେ କିଛି ବକ୍ସ୍ଟଣାୟାଏ ନାହିଁ, କି ଫଳ ଉତ୍ପନ୍ନ ହକ୍ସ୍ଟଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢେ ନାହିଁ।

ପ୍ରଥମ ରାଜାବଳୀ 9:8

ଏହି ମନ୍ଦିର ଧ୍ବଂସ ହବେ। ପ୍ରେତ୍ୟକକ ଲୋକ ଏହା ଦେଖି ଆଶ୍ଚର୍ୟ୍ଯ ହବେେ ଓ କହିବେ, 'ସଦାପ୍ରଭୁ କାହିଁକି ଏହି ଭୂମି ଓ ଏହି ମନ୍ଦିର ପ୍ରତି ଏପରି ଭୟଙ୍କର କାର୍ୟ୍ଯ କଲେ?'

ଦିତୀୟ ବଂଶାବଳୀ 7:20

ତବେେ ଆମ୍ଭେ ଇଶ୍ରାୟେଲର ଲୋକଙ୍କୁ ଯେଉଁ ଦେଶ ଦଇେଅଛୁ, ଆମ୍ଭର ସହେି ଦେଶରୁ ସମାନଙ୍କେୁ ବାହାର କରିଦବୋ। ଆଉ ଆମ୍ଭେ ଆମ୍ଭର ନାମ ନିମନ୍ତେ ପବିତ୍ର କରିଥିବା ଏହି ମନ୍ଦିରକୁ ପରିତ୍ଯାଗ କରିବା। ଆମ୍ଭେ ଏହି ମନ୍ଦିରକୁ ଏପ୍ରକାର କରିବି ଯେ, ସବୁ ଜାତିର ଲୋକମାନେ ଏହାକୁ ତାଚ୍ଛଲ୍ଯ କରିବେ।

ଦିତୀୟ ବଂଶାବଳୀ 29:8

ତେଣୁ ସଦାପ୍ରଭୁ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ପ୍ରତି ଅତ୍ଯନ୍ତ କୋର୍ଧ କଲେ। ସଦାପ୍ରଭୁ ସମାନଙ୍କେୁ ଦଣ୍ଡିତ କଲେ। ଯିହୁଦା ଓ ୟିରୁଶାଲମର ଲୋକମାନଙ୍କର ସଦାପ୍ରଭୁ ଯାହା ଘଟାଇଲେ, ତାହା ଯେତବେେଳେ ଅନ୍ୟ ଲୋକମାନେ ଦେଖିଲେ, ସମାନେେ ଅତ୍ଯନ୍ତ ଭୟଭୀତ ଓ ହତଚକିତ ହାଇପେଡ଼ିଲେ। ସହେି ଅନ୍ୟ ଦେଶମାନେ ଯିହୁଦାର ଲୋକଙ୍କ ନିମନ୍ତେ ଘୃଣା ଓ ଲଜ୍ଜା ରେ ଆପଣା ଆପଣା ମୁଣ୍ଡ ନୁଆଁଇଲେ। ତୁମ୍ଭମାନେେ ତାହା ସ୍ବଚକ୍ଷୁ ରେ ଦେଖୁଅଛ।

ଗୀତସଂହିତା 22:7

ପ୍ରେତ୍ୟକକ ୟିଏ ମାେତେ ଦେଖେ ସମାନେେ ମାରେ ପରିହାସ କରନ୍ତି। ସମାନେେ ଓଷ୍ଠ ଲମ୍ବାଇ ମୁଣ୍ଡ ହଲାନ୍ତି।

ଗୀତସଂହିତା 44:14

ତୁମ୍ଭେ ଆମ୍ଭକୁ ଏକ ବିପର୍ୟ୍ଯଯର କାହାଣୀରେ ପରିଣତ କରିଛ, ୟାହା ଲୋକମାନେ କହୁଛନ୍ତି। ଯେଉଁ ଲୋକଙ୍କର ନିଜର ରାଜ୍ଯ ମଧ୍ଯ ନାହିଁ, ସମାନେେ ଆମ୍ଭକୁ ଦେଖି ହସୁଛନ୍ତି ଓ ମୁଣ୍ଡ ହଲାଉଛନ୍ତି।

ଯିଶାଇୟ 6:11

ତା'ପ ରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, ପ୍ରଭୋ ! ମୁଁ କେତକୋଳ ଏହା କରିବି ?'

ଯିଶାଇୟ 37:22

ସନ୍ ହରେୀବ ବିଷଯ ରେ ସଦାପ୍ରଭୁ ଏହିକଥା କୁହନ୍ତି, ସିୟୋନର କୁଆଁରୀକନ୍ଯା ତୁମ୍ଭକୁ ତୁଚ୍ଛ କରିଛି ଓ ତୁମ୍ଭକୁ ପରିହାସ କରିଛି। ୟିରୁଶାଲମର କନ୍ଯା ତୁମ୍ଭକୁ ହୀନ ଦୃଷ୍ଟି ରେ ଦେଖିଛି।

ଯିରିମିୟ 9:11

ପୁଣି ଆମ୍ଭେ ସଦାପ୍ରଭୁ ୟିରୁଶାଲମକୁ ଢ଼ିପି ଓ ଶୃଗାଳମାନଙ୍କ ବାସସ୍ଥାନ ରେ ପରିଣତ କରିବା। ଆଉ ଆମ୍ଭେ ଯିହୁଦାର ନଗରସମୂହକୁ ନିର୍ଜନ ଧ୍ବଂସସ୍ଥାନ କରିବା।

ଯିରିମିୟ 19:8

ଆମ୍ଭେ ଏହି ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କରିବା। ଯେତବେେଳେ ଲୋକମାନେ ୟିରୁଶାଲମ ଦଇେ ଯିବେ, ସମାନେେ ଯାହା ଦେଖିବେ ସେଥି ରେ ଆଘାତ ପାଇବେ। ଯେତବେେଳେ ସମାନେେ ଧ୍ବସ୍ତ ନଗରୀକୁ ଦେଖିବେ, ସମାନେେ ଆତଙ୍କିତ ହବେେ ଓ ବୀଭିଷିକା ପ୍ରକାଶ କରିବା ପାଇଁ ହିସ୍ ଶବ୍ଦ କରିବେ।

ଯିରିମିୟ 25:9

ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।

ଯିରିମିୟ 29:18

ଆମ୍ଭେ ୟିରୁଶାଲମସ୍ଥ ଅବିଷ୍ଟ ଲୋକମାନଙ୍କ ନିମନ୍ତେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ସମାନେେ ଏକ ବସ୍ତୁ ହବେେ, ଯାହାକୁ କି ଦେଶ ଅଭିଶାପର ବୀଭିଷିକାର ଓ ହୀସ୍ ଶବ୍ଦର ବସ୍ତୁରୂପେ ବ୍ଯବହାର କରିବ। ଆଉ ସମାନେେ ପୃଥିବୀବାସୀଙ୍କ ନିକଟରେ ଲଜ୍ଜ୍ଯାର ଏକ ବିଷଯ ହବେେ

ଯିରିମିୟ 49:13

ଆଉ ସଦାପ୍ରଭୁ କହନ୍ତି, ଆମ୍ଭେ ନିଜ ନାମ ରେ ଶପଥ କରିଅଛୁ, ବସ୍ରା ଧ୍ବଂସ ପାଇବ। ସହେି ନଗର ଏକ ପ୍ରସ୍ତର ଗଦା ରେ ପରିଣତ ହବେ। ତାହା ଅନ୍ୟ ଦୃଷ୍ଟି ରେ ବିସ୍ମଯ ଓ ନିନ୍ଦାର ପାତ୍ର ହବେ। ସହେି ନଗରଗୁଡ଼ିକ ଚିରକାଳ ଧ୍ବଂସସ୍ଥାନ ହବେ।

ଯିରିମିୟ 49:17

ଇଦୋମ ଧ୍ବଂସ ହବେ ଓ ଅନ୍ୟମାନଙ୍କ ନିକଟରେ ବିସ୍ମଯର ପାତ୍ର ହବେ। ତାହା ନିକଟ ଦଇେ ଗମନକାରୀ ବିସ୍ମିତ ହବେେ ଓ ତା'ର ଦୂରାବସ୍ଥା ଦେଖି ଶୀସ୍ ଶବ୍ଦ କରିବେ।

ଯିରିମିୟ 50:13

ସଦାପ୍ରଭୁଙ୍କ କୋପ ଯୋଗୁଁ ତାହା ନିର୍ଜନ ସ୍ଥାନ ହବେେ ଓ ସମ୍ପୂର୍ଣ୍ଣ ଧ୍ବଂସ ସ୍ଥାନ ରେ ପରିଣତ ହବେ। ଯେଉଁ ଲୋକ ବାବିଲ ନିକଟ ଦଇେ ୟିବ, ସେ ବିସ୍ମିତ ହବେ ଓ ତାହାର ଦୁରାବସ୍ଥା ଦେଖି ଶୀସ୍ ଶବ୍ଦ କରିବ।

ଯିରିମିୟ 51:37

ତା'ପ ରେ ବାବିଲ ଏକ ଧ୍ବଂସ ସ୍ତୁପ ରେ ପରିଣତ ହବେ ଏବଂ ତାହା ଶୃଗାଳମାନଙ୍କର ବାସସ୍ଥାନ ହବେ। ଲୋକମାନେ ଏହା ଦେଖି ଆତଙ୍କିତ ହବେେ ଏବଂ ଯେତବେେଳେ ସମାନେେ ଏହା ଦେଖିବେ 'ହିସ୍' ଶବ୍ଦ କରିବେ। କାରଣ ସେ ନିର୍ଜନ ସ୍ଥାନ ହବେ।

ଯିରିମିୟ 51:43

ବାବିଲର ନଗରସବୁ ଧ୍ବଂସ ସ୍ଥାନ, ଶୁଷ୍କଭୂମି ଓ ପ୍ରାନ୍ତର ହବେ। ତା' ମଧିଅରେ କୌଣସି ଲୋକ ବାସ କରିବେ ନାହିଁ। କିଅବା ତା' ମଧ୍ଯଦଇେ କୌଣସି ମନୁଷ୍ଯ ସନ୍ତାନ ଗମନା ଗମନ କରିବେ ନାହିଁ।

ଯିରିମିୟଙ୍କ ବିଳାପ 2:15

ପଥିକମାନେ ତୁମ୍ଭର ଦୁରାବସ୍ଥା ରେ ହାତତାଳି ଦିଅନ୍ତି। ସମାନେେ ଗ୍ରୀସ୍ ଶବ୍ଦ କରି ୟିରୁଶାଲମର କନ୍ଯା ପ୍ରତି ମସ୍ତକ ହଲାଇ କହନ୍ତି, ଏ କ'ଣ ସହେି ନଗରୀ ଯାହାକୁ ଲୋକମାନେ 'ସୌନ୍ଦର୍ୟ୍ଯମଯୀ ନଗରୀ' ଓ 'ସମଗ୍ର ପୃଥିବୀର ଆନନ୍ଦ ସ୍ବରୂପ' ବୋଲି କହୁଥିଲେ ?

ଯିହିଜିକଲ 6:14

ପୁଣି ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ ଆପଣା ହସ୍ତ ବିସ୍ତାର କରି ଦିବଲା ପ୍ରାନ୍ତର ପର୍ୟ୍ଯନ୍ତ ସମାନଙ୍କେର ସମଗ୍ର ବସତି ସ୍ଥାନକୁ ଧ୍ବଂସ ଓ ଶୂନ୍ଯ କରିବୁ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସମାନେେ ଜାଣିବେ।

ଯିହିଜିକଲ 12:19

ଏଣୁ ଦେଶବାସୀଙ୍କୁ କୁହ, 'ୟିରୁଶାଲମ ନିବାସୀ ଓ ଇଶ୍ରାୟେଲ ଲୋକମାନଙ୍କ ବିଷଯ ରେ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, ସମାନେେ ଉତ୍କଣ୍ଠା ରେ ଆପଣା ଆପଣା ଆହାର ଭୋଜନ କରିବେ ଓ ମହାଭୟ ରେ ସମାନଙ୍କେର ଜଳପାନ କରିବେ। କାରଣ ଅଧିବାସୀମାନଙ୍କର ଦୌରାତ୍ମ୍ଯ ପାଇଁ ସମାନଙ୍କେ ଦେଶ ମଧିଅରେ ଥିବା ସର୍ବସ୍ବ ଧ୍ବଂସ ହବେ।

ଯିହିଜିକଲ 33:28

ଏବଂ ମୁଁ ଇଶ୍ରାୟେଲ ଦେଶକୁ ବିନଷ୍ଟ ଓ ଶୂନ୍ଯ କରିବି। ତହିଁରେ ତାହାର ପରାକ୍ରମର ଗର୍ବ ଲୁପ୍ତ ହବେ। ପୁଣି ଇଶ୍ରାୟେଲର ପର୍ବତଗଣ ନିର୍ଜ୍ଜନ ହବେେ, ଆଉ କହେି ତାହା ମଧ୍ଯ ଦଇେ ଗମନାଗମନ କରିବେ ନାହିଁ।

ମୀଖା 6:16

କାହିଁକି ଏସବୁ ଘଟିବ? କାରଣ ତୁମ୍ଭେ ଅମ୍ରିଙ୍କ ବ୍ଯବସ୍ଥା ପାଳନ କରୁଛ ଏବଂ ଆହାବ ବଂଶର ପାଳିତ ସମସ୍ତ ଅବିଧିକୁ ଅନୁସରଣ କରୁଛ। ଯେ ହତେୁ ସମାନଙ୍କେ ପରାମର୍ଶ ଗ୍ରହଣ କରିଛ, ତେଣୁ ଆମ୍ଭେ ତୁମ୍ଭକୁ ବିନାଶ କରିବା। ଯେତବେେଳେ ସମାନେେ ତୁମ୍ଭର ବିଧ୍ବସ୍ତ ନଗର ଦେଖିବେ ସମାନେେ ବିସ୍ମଯ ରେ ସିଟି ବଜାଇବେ। ଅନ୍ୟ ଗୋଷ୍ଠୀର ଲଜ୍ଜା ଅପମାନ ତୁମ୍ଭେ ବହନ କରିବ।

ମାଥିଉଲିଖିତ ସୁସମାଚାର 27:39

ସହେି ପାଖ ଦଇେ ଯାଉଥିବା ଲୋକମାନେ ଯୀଶୁଙ୍କୁ ଅପମାନ ଦେଉଥିଲେ। ସମାନେେ ସମେମାନଙ୍କ ମୁଣ୍ଡ ହଲଇେ କହୁଥିଲେ,

ମାର୍କଲିଖିତ ସୁସମାଚାର 15:29

ଯୀଶୁଙ୍କ ପାଖ ଦଇେ ଚାଲିଯାଉଥିବା ଲୋକେ ତାହାଙ୍କୁ ଅପମାନିତ କରୁଥିିଲେ। ସମାନେେ ମୁଣ୍ଡ ହଲଇେ ହଲଇେ କହୁଥିଲେ, ଆ ରେ ବାଃ, ତୁ ସହେି ଲୋକ, ୟିଏ ମନ୍ଦିରକୁ ଭାଙ୍ଗି ଦଇେ ତିନି ଦିନ ମଧିଅରେ ତାହା ପୁଣି ତିଆରି କରି ଦବେୁ ବୋଲି କହୁଥିଲୁ।

Interlinear

Choose Theme