Home Bibles ହିତୋପଦେଶ 1:12 · ଓଡ଼ିଆ ବାଇବେଲ
ହିତୋପଦେଶ 1:12 · ଓଡ଼ିଆ ବାଇବେଲ

ଆମ୍ଭମାନେେ ସମାନଙ୍କେୁ ହତ୍ଯା କରିବା। ଆମ୍ଭମାନେେ ସମାନଙ୍କେୁ ମୃତ୍ଯୁର ସ୍ଥାନକୁ ପଠାଇବା। ଆମ୍ଭମାନେେ ସମାନଙ୍କେୁ ବିନାଶ କରି କବରକୁ ପଠାଇବା।

Cross references

ଗଣନା ପୁସ୍ତକ 16:30

ମାତ୍ର ସଦାପ୍ରଭୁ ଯବେେ କୌଣସି ନୂତନ କର୍ମ କରନ୍ତି, ଆଉ ପୃଥିବୀ ଆପଣା ମୁଖ ବିସ୍ତାର କରି ସମାନଙ୍କେୁ ଓ ସମାନଙ୍କେ ସର୍ବସ୍ବ ଗ୍ରାସ କରେ, ସମାନଙ୍କେୁ ଜିଅନ୍ତା କବର ଦିଅ, ତବେେ ତୁମ୍ଭେ ମା ହୃଦବୋଧ କରିବ ଯେ, ସମାନେେ ସଦାପ୍ରଭୁଙ୍କୁ କଳୁଷିତ କରିଅଛନ୍ତି।

ଗଣନା ପୁସ୍ତକ 26:10

ସେତବେେଳେ ପୃଥିବୀ ସମାନଙ୍କେୁ ଓ କୋରହକୁ ସଂପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହାପରେ ସମାନେେ ନଷ୍ଟ ହେଲେ। ପୁଣି ଅଗ୍ନି 250 ଲୋକଙ୍କୁ ସଂପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହା ଏକ ସଙ୍କତେ ଚିହ୍ନ ସ୍ବରୂପ ଥିଲା।

ଗୀତସଂହିତା 5:9

ସହେି ଲୋକମାନେ କବେେ ସତ୍ଯ କଥା କହନ୍ତି ନାହିଁ। ସମାନେେ ସବୁ ମିଥ୍ଯାବାଦୀ, ସତ୍ଯକୁ ଗୋପନ ରଖନ୍ତି। ସମାନଙ୍କେର ପାଟି ଏକ କବର ସ୍ବରୂପ। ସମାନେେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି ଓ ସମାନଙ୍କେ ଉଦ୍ଦେଶ୍ଯ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା।

ଗୀତସଂହିତା 28:1

ହେ ସଦାପ୍ରଭୁ, ତୁମ୍ଭେ ମାରେ ଶକ୍ତିଶାଳୀ ଶୈଳ ସଦୃଶ। ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ପ୍ରାର୍ଥନା କରୁଛି। ତୁମ୍ଭେ ମାେ ପ୍ରତି ନୀରବ ହୁଅ ନାହିଁ। ୟଦି ମାରେ ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ, ତାହା ହେଲେ ଲୋକମାନେ ଭାବିବେ ମୁଁ ସହେି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ଯୁନ ହୁ ହେଁ।

ଗୀତସଂହିତା 35:25

ସହେି ଲୋକମାନଙ୍କୁ କହିବାକୁ ଦିଅ ନାହିଁ, ୟାହା ଆମ୍ଭେ ଚାହିଁଥିଲୁ ତାହା ଆମ୍ଭେ ପାଇଲୁ। ସଦାପ୍ରଭୁ, ସମାନେେ କୁହନ୍ତୁ ନାହିଁ, ଆମ୍ଭେ ତାକୁ ଧ୍ବଂସ କରିଛୁ।

ଗୀତସଂହିତା 56:1

ହେ ପରମେଶ୍ବର, ମାେତେ ଦୟା କର। ଲୋକମାନେ ମାେତେ ଆକ୍ରମଣ କରିବାକୁ ଉଦ୍ଯମ କଲେ। ସମାନେେ ନିରନ୍ତର ଭାବରେ ମାେତେ ଅନୁଧାବନ କରୁଛନ୍ତି ଓ ୟୁଦ୍ଧ କରି ଆସୁଛନ୍ତି।

ଗୀତସଂହିତା 57:3

ସେ ସ୍ବର୍ଗରୁ ମାେତେ ସାହାୟ୍ଯ କରନ୍ତି ଓ ରକ୍ଷା କରନ୍ତି। ଯେଉଁମାନେ ମାେତେ ଆକ୍ରମଣ କରନ୍ତି, ସେ ସମାନଙ୍କେୁ ଲଜ୍ଜିତ କରନ୍ତି। ପରମେଶ୍ବର ତାଙ୍କର ସ୍ବର୍ଗୀଯ ପ୍ରମେ ଓ ବିଶ୍ବସ୍ତ ମଙ୍ଗଳ ପ୍ରଦାନ କରନ୍ତି।

ଗୀତସଂହିତା 124:3

ଆମ୍ଭମାନଙ୍କ ବିରୁଦ୍ଧରେ ସମାନଙ୍କେ କୋପ ପ୍ରଜ୍ଜ୍ବଳିତ ହବୋ ବେଳେ ସମାନେେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା'ନ୍ତେ।

ଗୀତସଂହିତା 143:7

ହେ ସଦାପ୍ରଭୁ, ଶୀଘ୍ର ମାେତେ ଉତ୍ତର ଦିଅ। ମୁଁ ମାରେ ସାହସ ହରାଇଛି। ମାଠାରୁେ ଦୂରଇେ ୟାଅ ନାହିଁ। ମାେତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ଯ ହବେି।

ଯିରିମିୟ 51:34

ସିୟୋନର ଲୋକମାନେ କହିବେ, ବାବିଲର ରାଜା ନବୂଖଦନିତ୍ସର ଆମ୍ଭମାନଙ୍କୁ ଗ୍ରାସ କରିଅଛି, ସେ ଆମ୍ଭମାନଙ୍କୁ ଚୂର୍ଣ୍ଣ କରିଅଛି। ସେ ଆମ୍ଭମାନଙ୍କୁ ଶୂନ୍ଯପାତ୍ର ସଦୃଶ କରିଅଛି। ସେ ଆମ୍ଭମାନଙ୍କୁ ନାଗସାପ ସଦୃଶ ଗ୍ରାସ କରିଅଛି। ଆମ୍ଭମାନଙ୍କର ସୁଖାଦ୍ୟ ଦ୍ରବ୍ଯ ରେ ସେ ଉଦର ପୂର୍ଣ୍ଣ କରିଅଛି ଓ ସେ ଆମ୍ଭମାନଙ୍କୁ ଦୂରକୁ ଫିଙ୍ଗି ଦଇେଅଛି।

ଯିରିମିୟଙ୍କ ବିଳାପ 2:5

ସଦାପ୍ରଭୁ ଶତ୍ରୁ ପାଲଟିଛନ୍ତି। ସେ ଇଶ୍ରାୟେଲକୁ ଗ୍ରାସ କରିଅଛନ୍ତି। ସେ ତା'ର ସମସ୍ତ ଅଟ୍ଟାଳିକା ଓ ସମସ୍ତ ଦୁର୍ଗକୁ ଧ୍ବଂସ କରିଅଛନ୍ତି। ଆଉ ସେ ଯିହୁଦା କନ୍ଯା ମଧିଅରେ ଶାେକ ଓ ବିଳାପ ବୃଦ୍ଧି କରିଅଛନ୍ତି।

ଯିରିମିୟଙ୍କ ବିଳାପ 2:16

ତୁମ୍ଭର ସମସ୍ତ ଶତ୍ରୁ ତୁମ୍ଭକୁ ପରିହାସ କରନ୍ତି। ସମାନେେ ଗ୍ରୀସ୍ ଶବ୍ଦ ଓ ଦାନ୍ତ କଡ଼ମଡ଼ କରି କହନ୍ତି, ଆମ୍ଭମାନେେ ତାକୁ ଗ୍ରାସ କରିଅଛୁଁ, ଆମ୍ଭମାନେେ ଏହି ଦିନକୁ ଅପେକ୍ଷା କରିଥିଲୁ, ଏହି ଦିନକୁ ଆମ୍ଭମାନେେ ଆଶା କରିଥିଲୁ, ତାହା ପାଇଲୁ ଓ ଦେଖିଲୁ।

ମୀଖା 3:2

କିନ୍ତୁ ତୁମ୍ଭମାନେେ ସୁକର୍ମକୁ ଘୃଣାକରି ଦୁଷ୍କର୍ମକୁ ଭଲ ପାଉଛ। ଆଉ ମଧ୍ଯ ଲୋକମାଙ୍କ ଶରୀରରୁ ଚର୍ମ ବିଦୀର୍ଣ୍ଣ କରିଛ ଏବଂ ସମାନଙ୍କେର ଅସ୍ଥିରୁ ମାଂସ କାଢି ନଇେଛ।

ରୋମୀୟଙ୍କ ପ୍ରତି ପତ୍ର 3:13

ମଣିଷମାନଙ୍କର ମୁହଁ ଖାେଲା କବର ଭଳି ଅଟେ, ସମାନେେ ମିଛ ପାଇଁ ତାଙ୍କ ଜିହ୍ବାକୁ ବ୍ଯବହାର କରନ୍ତି। ଗୀତସଂହିତା 5:9

Interlinear

Choose Theme