Home Bibles ଏଷ୍ଟର ବିବରଣ 4:14 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 4:14 · ଓଡ଼ିଆ ବାଇବେଲ

ଯଦି ତୁମ୍ଭେ ଏହି ସମୟରେ ନୀରବ ହାଇେ ରୁହ, ତବେେ ଅନ୍ୟ ଏକ ସ୍ଥାନରୁ ୟିହୁଦୀଯମାନଙ୍କ ନିମନ୍ତେ ଉପଶମ ଓ ପରିତ୍ରାଣ ଆସିବ। କିନ୍ତୁ ତୁମ୍ଭେ ଏବଂ ତୁମ୍ଭର ପରିବାର ବିନାଶ ହବେ, କିଏ ଜାଣେ ତୁମ୍ଭେ ଏପରି ସମୟର ତୁମ୍ଭର ରାଜକୀଯ ସ୍ଥାନ ପାଇପାର?

Cross references

ଆଦି ପୁସ୍ତକ 22:14

ତେଣୁ ଅବ୍ରହାମ ସହେି ସ୍ଥାନର ନାମ ଦେଲେ, ୟି ହାବୋ-ୟିରି ଏପରିକି ଆଜି ମଧ୍ଯ ଲୋକମାନେ କୁହନ୍ତି, ପର୍ବତ ରେ ସଦାପ୍ରଭୁ ପ୍ରଦାନ କରନ୍ତି।

ଆଦି ପୁସ୍ତକ 45:4

ତେଣୁ ଯୋଷଫେ ତାଙ୍କର ଭାଇମାନଙ୍କୁ କହିଲେ, ମାେ ନିକଟକୁ ଆସ, ମୁଁ ନିବଦନେ କରିଛି ମାେ ନିକଟକୁ ଆସ। ତେଣୁ ତାଙ୍କର ଭାଇ ତାଙ୍କୁ ନିକଟକୁ ଗଲେ। ତେଣୁ ଯୋଷଫେ ସମାନଙ୍କେୁ କହିଲେ, ମୁଁ ତୁମ୍ଭର ଭାଇ ଯୋଷଫେ, ମୁଁ ହେଉଛି ସହେି ଭାଇ ଯାହାକୁ ତୁମ୍ଭମାନେେ ବିକ୍ରି କଲ କ୍ରତଦାସ ପରି କ୍ ରତାମାନଙ୍କେୁ, ଯେଉଁମାନେ ସମାନଙ୍କେର ମିଶରୀଯ ରାସ୍ତା ରେ ଥିଲେ।

ଆଦି ପୁସ୍ତକ 45:5

ବର୍ତ୍ତମାନ ତୁମ୍ଭେ ବ୍ଯସ୍ତ ହୁଅ ନାହିଁ। ମାେତେ ଗୋଟିଏ କ୍ରୀତଦାସ ପରି ବିକ୍ରୀ କରିଥିବାରୁ ତୁମ୍ଭେ ନିଜ ଉପରେ ରାଗ ନାହିଁ। ତୁମ୍ଭ ସମ୍ମୁଖ ରେ ଜୀବନ ରକ୍ଷା କରିବା ପାଇଁ ପରମେଶ୍ବର ମାେତେ ଏଠାକୁ ପଠାଇଲେ।

ଗଣନା ପୁସ୍ତକ 23:22

ପରମେଶ୍ବର ସମାନଙ୍କେୁ ମିଶରରୁ ବାହାର କରି ଆଣି ଅଛନ୍ତି। ସମାନଙ୍କେର ପରମେଶ୍ବର ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳୀ।

ଦିତୀୟ ବିବରଣ 32:26

ଆମ୍ଭେ ଚିନ୍ତା କଲକ୍ସ୍ଟ ଇଶ୍ରାୟେଲୀୟମାନଙ୍କୁ ଧ୍ବଂସ କରିବା ପାଇଁ। ତେଣୁ ଲୋକମାନେ ସମାନଙ୍କେୁ ସଐୂର୍ଣ ଭାବେ ଭକ୍ସ୍ଟଲିଯିବେ।

ଦିତୀୟ ବିବରଣ 32:36

ସଦାପ୍ରଭୁ ତାଙ୍କର ଲୋକମାନଙ୍କର ବିଗ୍ଭର କରିବେ। କାରଣ ସମାନେେ ତାଙ୍କର ଦାସ। ସଦାପ୍ରଭୁ ସମାନଙ୍କେୁ ବିନାଶ କରିବା ବିଷଯ ରେ ନିଜ ମନ ପରିବର୍ତ୍ତନ କରିବେ। କାରଣ ସେ ଦେଖିବେ ଯେ ତାଙ୍କର ଶକ୍ତି ଗ୍ଭଲିୟାଇଛି ଏବଂ ସମାନେେ କିଛି ନକ୍ସ୍ଟହଁ, କବଳେ ଆତ୍ମରକ୍ଷାହୀନ ଓ ଭୀତସ୍ରତ।

ବିଚାରକର୍ତାମାନଙ୍କ ବିବରଣ 14:15

କିନ୍ତୁ ସମାନେେ ସହେି ଗ୍ଭତକ୍ସ୍ଟର୍ୟ୍ଯ ପ୍ରଶ୍ନ ଦିନ ଦିନ ରେ ବାହାର କରି ପାରିଲେ ନାହିଁ। ଚତକ୍ସ୍ଟର୍ଥ ଦିନ ରେ ସମାନେେ ଶାମ୍ଶୋନଙ୍କର ସ୍ତ୍ରୀଙ୍କକ୍ସ୍ଟ କହିଲେ, ଗ୍ଭତକ୍ସ୍ଟର୍ୟ୍ଯ ପ୍ରଶ୍ନର ଉତ୍ତର ଜଣିବା ପାଇଁ ତୁମ୍ଭେ ସ୍ବାମୀଙ୍କକ୍ସ୍ଟ କକ୍ସ୍ଟହ, ନ ହେଲେ ଆମ୍ଭମାନେେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକକ୍ସ୍ଟ ଅଗ୍ନି ରେ ଦଗ୍ଧ କରିବକ୍ସ୍ଟ। ତୁମ୍ଭେ ଆମ୍ଭମାନଙ୍କୁ ଗରୀବ କରିବା ପାଇଁ ନିଯନ୍ତ୍ରଣ କଲ କି?

ବିଚାରକର୍ତାମାନଙ୍କ ବିବରଣ 15:6

ପଲେଷ୍ଟୀୟ ଲୋକମାନେ ପଚାରିଲେ, ଏପରି କିଏ କଲା?

ପ୍ରଥମ ଶାମୁୟେଲ 12:22

ସଦାପ୍ରଭୁ ଆପଣା ମହାନ ନାମ ସକାେଶ ଆପଣା ଲୋକମାନଙ୍କୁ ତ୍ଯାଗ କରିବେ ନାହିଁ। କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତକ୍ସ୍ଟଷ୍ଟ ହାଇେ ଅଛନ୍ତି।

ପ୍ରଥମ ଶାମୁୟେଲ 17:29

ଦାଉଦ ଉତ୍ତର ଦେଲେ, ମୁ ଏବେ କ'ଣ କଲି, ଏମିତି ମୁ ଏହି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିଲି।

ଦିତୀୟ ରାଜାବଳୀ 19:3

ସମାନେେ ଯିଶାଇୟଙ୍କୁ କହିଲେ, ହିଜକିଯ କହନ୍ତି, ଏହି କ୍ଲେଶ, ଅନୁୟୋଗ ଓ ଅପମାନର ଦିନ, ଏହା ଏପରି ଦିନ ଯବେେ ଶିଶୁଗଣ ପ୍ରସବ ଦ୍ବାର ରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ସମାନଙ୍କେ ପାଖ ରେ ଶକ୍ତି ନାହିଁ।

ଏଜ୍ରା 9:9

ହଁ, ଆମ୍ଭମାନେେ ବନ୍ଦୀ ଥିଲୁ। କିନ୍ତୁ ତୁମ୍ଭେ ଆମ୍ଭକୁ ବେଶିଦିନ ନିର୍ବାସିତ କରି ରଖି ନଥିଲ। ତୁମ୍ଭେ ଆମ୍ଭପ୍ରତି ଦୟା କରିଥିଲ। ତୁମ୍ଭ ୟୋଗୁ ପାରସ୍ଯର ରାଜା ଆମ୍ଭପ୍ରତି ଦୟା ଦଖାଇେ ଥିଲେ। ତୁମ୍ଭର ମନ୍ଦିର ଧ୍ବଂସ ହାଇେ ୟାଇଥିଲା। ଏବଂ ଆମ୍ଭେ ଏହାକୁ ପୁନଃନିର୍ମାଣ କରି ଏହାକୁ ନୂତନ ଜୀବନ ଦଲେୁ। ପରମେଶ୍ବର, ତୁମ୍ଭେ ଯିହୁଦା ଓ ୟିରୁଶାଲମ ରେ ପ୍ରାଚୀର ଦବୋପାଇଁ ଆମ୍ଭର ସହାୟ ହେଲ।

ନିହିମିୟା 6:11

କିନ୍ତୁ ଶମଯିଯଙ୍କୁ କହିଲି, ମାେ ପରି ଲୋକ କ'ଣ ଦୌଡି ପଳାଇବ? ମାେ ପରି ଲୋକ ପ୍ରାଣ ବଞ୍ଚାଇବ ପାଇଁ ଯେ ମନ୍ଦିର ଭିତରକୁ ୟିବା ଉଚିତ୍ କି? ତେଣୁ ମୁଁ ପବିତ୍ର ମନ୍ଦିର ଭିତରକୁ ୟିବି ନାହିଁ।

ଏଷ୍ଟର ବିବରଣ 2:7

ମର୍ଦ୍ଦଖଯ ଆପଣା ମାମୁଁ କନ୍ଯା ହଦସାକୁ ଅର୍ଥାତ୍ ଏଷ୍ଟରକୁ ପ୍ରତିପାଳନ କଲା କାରଣ ତାହାର ପିତା କି ମାତା ନ ଥିଲେ। ସେ ପରମସୁନ୍ଦରୀ ଓ ସ୍ନହମେଯୀ ଥିଲା। ତାହାର ପିତାମାତା ମଲାପରେ ମର୍ଦ୍ଦଖଯ ତାହାକୁ ନିଜର କନ୍ଯାରୂପେ ଗ୍ରହଣ କରିଥିଲା।

ଏଷ୍ଟର ବିବରଣ 2:15

ଏହାପରେ, ରାଜାଙ୍କ ନିକଟକୁ ୟିବାପାଇଁ ଏଷ୍ଟରର ପାଳି ପଡିଲା। ଏଷ୍ଟର ମର୍ଦ୍ଦଖଯଙ୍କ ପାଳିତ କନ୍ଯା ଥିଲା। ସେ ମର୍ଦ୍ଦଖଯର କକା ଅବିହଯିଲର କନ୍ଯା ଥିଲା। ହଗଯେ ରାଜାଙ୍କର ନଫୁସକ ଓ ସ୍ତ୍ରୀଲୋକମାନଙ୍କର ତତ୍ତ୍ବାବଧାରକ, ଯାହା କହିଥିଲେ, ତାହା ଛଡା ଏଷ୍ଟର ଆଉ କିଛି ମାଗିଲା ନାହିଁ। ସମସ୍ତେ ଯେଉଁମାନେ ହଗଯକେୁ ଦେଖିଲେ, ତା ପ୍ରତି ଅନୁକମ୍ପା କଲେ।

ଏଷ୍ଟର ବିବରଣ 2:17

ତହିଁରେ ରାଜା ଅନ୍ୟସକଳ ସ୍ତ୍ରୀଠାରୁ ଏଷ୍ଟରକୁ ଅଧିକ ପ୍ ରମେ କଲା ଏବଂ ଅନ୍ୟ ସମସ୍ତ ୟୁବତୀଠାରୁ ସେ ରାଜାର ଦୃଷ୍ଟି ରେ ଅନୁଗ୍ରହ ଓ ଦୟା ପାଇଲା। ଏଣୁ ସେ ତାହାର ମସ୍ତକରେ ରାଜ ମୁକୁଟ ଦଇେ ବଷ୍ଟୀ ବଦଳ ରେ ତାହାକୁ ରାଣୀ କଲା।

ଆୟୁବ ପୁସ୍ତକ 9:18

ପରମେଶ୍ବର ମାେତେ ପୁନର୍ବାର ନିଶ୍ବାସ ନବୋକୁ ଦବେେ ନାହିଁ, କିନ୍ତୁ ଅଧିକ କଷ୍ଟ ଦବେେ।

ଉପଦେଶକ 3:7

ଚିରିବାର ସମୟ ଅଛି ଓ ସିଲଇେ କରିବାର ମଧ୍ଯ ସମୟ ଅଛି। ନୀରବ ରହିବାର ସମୟ ଅଛି ଓ କଥା କହିବାର ମଧ୍ଯ ସମୟ ଅଛି।

ଯିଶାଇୟ 45:1

ସଦାପ୍ରଭୁ ନିଜ ଅଭିଷିକ୍ତ ବ୍ଯକତିର ଅର୍ଥାତ୍ କୋରସ ବିଷଯ ରେ ଏହିକଥା କୁହନ୍ତି, ଆମ୍ଭେ ତାହା ସମ୍ମୁଖ ରେ ନାନା ଗୋଷ୍ଠୀକୁ ପରାସ୍ତ କରିବା ପାଇଁ ତାହାର ଦକ୍ଷିଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା। ପୁଣି ତାହା ସମ୍ମୁଖ ରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ବାର ସବୁ ବନ୍ଦ ରହିବ ନାହିଁ।

ଯିଶାଇୟ 49:23

ପୁଣି ରାଜାମାନେ ତୁମ୍ଭର ପାଳିତ ପିତା ହବେେ ଓ ସମାନଙ୍କେର ରାଣୀମାନେ ତୁମ୍ଭର ପାଳିତା ମାତା ହବେେ, ସମାନେେ ନତମୁଖ ହାଇେ ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭର ପାଦର ଧୂଳି ଚାଟିବେ ; ତେଣୁ ଆମ୍ଭେ ଯେ ସଦାପ୍ରଭୁ ଓ ଯେ ଆମ୍ଭ ଉପ ରେ ବିଶ୍ବାସ ରଖନ୍ତି, ସେ ଲଜ୍ଜିତ ହବେେ ନାହିଁ, ଏହା ତୁମ୍ଭେ ଜାଣିବ।

ଯିଶାଇୟ 54:17

ତୁମ୍ଭ ବିପକ୍ଷ ରେ ନିର୍ମିତ କୌଣସି ଅସ୍ତ୍ର ସାର୍ଥକ ହବେ ନାହିଁ। ତୁମ୍ଭ ପ୍ରତିକୂଳ ରେ କହୁଥିବା ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ।'

ଯିରିମିୟ 30:11

ପୁଣି ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ଓ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ ତୁମ୍ଭମାନଙ୍କ ସହିତ ରହିଅଛୁ। ଯେଉଁ ଗୋଷ୍ଠୀମାନଙ୍କ ମଧିଅରେ ଆମ୍ଭେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛୁ। ସହେି ସମସ୍ତଙ୍କୁ ସୂର୍ଣ୍ଣ ରୂପେ ସଂହାର କରିବା। ମାତ୍ର ତୁମ୍ଭମାନଙ୍କୁ ଆମ୍ଭେ ସୂର୍ଣ୍ଣ ରୂପେ ସଂହାର କରିବା ନାହିଁ। ତଥାପି ଆମ୍ଭେ ବିବଚେନା ପୂର୍ବକ ତୁମ୍ଭମାନଙ୍କୁ ଶାସ୍ତି ଦବୋ। ତୁମ୍ଭମାନଙ୍କୁ ଉତ୍ତମ ରୂପେ ଶୃଙ୍ଖଳିତ ଓ ଅନୁଶାସିତ କରିବା।

ଯିରିମିୟ 33:24

ସେ କହନ୍ତି ହେ ଯିରିମିୟ, ଲୋକେ ଯାହା କହୁଛନ୍ତି ତୁମ୍ଭେ କବେେ ତାହା ବିବଚେନା କରିଛ ? ସମାନେେ କହନ୍ତି, 'ସଦାପ୍ରଭୁ ଆପଣା ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ଯ କରିଅଛନ୍ତି। ଏହିରୂପେ ସମାନେେ ଆମ୍ଭ ଲୋକମାନଙ୍କୁ ତୁଚ୍ଛଜ୍ଞାନ କରନ୍ତି।' ସମାନଙ୍କେ ସାକ୍ଷାତ ରେ ସମାନେେ ଏକ ଗୋଷ୍ଠୀ ହାଇେ ଯେପରି ରହିବେ ନାହିଁ।

ଯିରିମିୟ 46:28

ସଦାପ୍ରଭୁ କହନ୍ତି, ହେ ମାରେ ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ। କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ, ଯେଉଁମାନଙ୍କରୁ ଆମ୍ଭେ ତୁମ୍ଭକୁ ତଡ଼ି ଦଇେଅଛୁ, ଆମ୍ଭେ ସମାନଙ୍କେୁ ସଂହାର କରିବା। ମାତ୍ର ଆମ୍ଭେ ତୁମ୍ଭକୁ ସଂହାର କରିବା ନାହିଁ। ଆମ୍ଭେ ତୁମ୍ଭକୁ ବିବଚେନା ପୂର୍ବକ ଶାସ୍ତି ଦବୋ। ମାତ୍ର ତୁମ୍ଭକୁ ଦଣ୍ଡ ନ ଦଇେ ଛାଡ଼ିବା ନାହିଁ।

ଆମୋଷ 9:8

ସଦାପ୍ରଭୁ, ମାରେ ପ୍ରଭୁ ପାପପୂର୍ଣ୍ଣ ରାଜ୍ଯ ଇଶ୍ରାୟେଲ ଉପ ରେ ଦୃଷ୍ଟି ରଖିଛନ୍ତି। ସଦାପ୍ରଭୁ କହିଲେ, ଆମ୍ଭେ ପୃଥିବୀରୁ ଇଶ୍ରାୟେଲକୁ ମୂଳପୋଛ କରିଦବୋ। କିନ୍ତୁ କବେେ ଯାକୁବ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କରିବା ନାହିଁ।

ମାଥିଉଲିଖିତ ସୁସମାଚାର 16:18

ମୁଁ ମଧ୍ଯ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମାରେ ମଣ୍ଡଳୀ ତୋଳିବି। ମୃତ୍ଯୁଶକ୍ତି ମାରେ ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହାଇପୋରିବ ନାହିଁ।

ମାଥିଉଲିଖିତ ସୁସମାଚାର 24:22

ପରମେଶ୍ବର ଏହି ବିପଦପୂର୍ଣ୍ଣ ସମୟକୁ କମଇେ ଦବୋକୁ ସ୍ଥିର କରିଛନ୍ତି। ନ ହେଲେ କହେି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ବର ଯେଉଁମାନଙ୍କୁ ବାଛିଛନ୍ତି, କବଳେ ସହେିମାନଙ୍କ ପାଇଁ ସହେି ସମୟକୁ କମଇେ ଦଇେଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:20

ଏହି ସମୟରେ ମାଶାେ ଜନ୍ମ ଗ୍ରହଣ କଲେ। ସେ ବହୁତ ସୁନ୍ଦର ଥିଲେ। ତାହାଙ୍କୁ ପିତାଙ୍କ ଘ ରେ ତିନିମାସ ପର୍ୟ୍ଯନ୍ତ ଲାଳନପାଳନ କରାଗଲା।

Interlinear

Choose Theme