Home Bibles ଦିତୀୟ ବିବରଣ 32:26 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 32:26 · ଓଡ଼ିଆ ବାଇବେଲ

ଆମ୍ଭେ ଚିନ୍ତା କଲକ୍ସ୍ଟ ଇଶ୍ରାୟେଲୀୟମାନଙ୍କୁ ଧ୍ବଂସ କରିବା ପାଇଁ। ତେଣୁ ଲୋକମାନେ ସମାନଙ୍କେୁ ସଐୂର୍ଣ ଭାବେ ଭକ୍ସ୍ଟଲିଯିବେ।

Cross references

ଯାତ୍ରା ପୁସ୍ତକ 32:12

କିନ୍ତୁ ଯଦି ତୁମ୍ଭେ ଆପଣା ଲୋକମାନଙ୍କୁ ଧ୍ବଂସ କର, ତାହାହେଲେ ମିଶରୀଯମାନେ କହିବେ, 'ସଦାପ୍ରଭୁ ତାଙ୍କର କ୍ଷତି କରିବାକୁ ଯୋଜନା କରିଥିଲେ। ସହେି କାରଣରୁ ସେ ତାଙ୍କୁ ମିଶରରୁ ବାହାର କରି ସହେି ପର୍ବତଗୁଡିକରେ ମାରି ପୃଥିବୀରୁ ସମାନଙ୍କେୁ ଉଚ୍ଛିନ୍ନ କରିବାକୁ ଯୋଜନା କରିଥିଲେ।' ତେଣୁ ସମାନଙ୍କେ ଉପରେ କୋର୍ଧ ହୁଅ ନାହିଁ। ଦୟାକରି ତୁମ୍ଭର ମନ ପରିବର୍ତ୍ତନ କର। ଦୟାଳୁ ହୁଅ ଓ ସମାନଙ୍କେୁ ଧ୍ବଂସ କର ନାହିଁ।

ଲେବୀୟ ପୁସ୍ତକ 26:33

ଆଉ ଆମ୍ଭେ ନାନାଦେଶୀଯ ଲୋକମାନଙ୍କ ମଧିଅରେ ତୁମ୍ଭମାନଙ୍କୁ ଚ୍ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ ଉତ୍ତୋଳନ କରିବା। ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ଯସ୍ଥାନ ହବେ ଓ ତୁମ୍ଭମାନଙ୍କ ନଗର ସକଳ ମରୁଭୂମି ହବେ।

ଲେବୀୟ ପୁସ୍ତକ 26:38

ତୁମ୍ଭେ ଅନ୍ୟଦେଶୀଯ ଲୋକମାନଙ୍କ ମଧିଅରେ ବିନଷ୍ଟ ହବେ ଓ ତୁମ୍ଭମାନଙ୍କର ଶତୃଗଣର ଦେଶ ତୁମ୍ଭମାନଙ୍କୁ ଗ୍ରାସ କରିବ।

ଦିତୀୟ ବିବରଣ 4:27

ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ୟ ଦେଶୀଯ ଲୋକମାନଙ୍କ ମଧିଅରେ ଛିନ୍ନ ବିଛିନ୍ନ କରିବେ। ଯେଉଁ ସ୍ଥାନକକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କୁ ନଇେଯିବେ, ସହେି ଅନ୍ୟ ଦେଶୀଯ ଲୋକମାନଙ୍କ ମଧିଅରେ, ତୁମ୍ଭମାନେେ ଅଳ୍ପ ସଂଖ୍ଯକ ହାଇେ ଅବଶିଷ୍ଟ ରହିବ।

ଦିତୀୟ ବିବରଣ 9:14

ଆମ୍ଭକକ୍ସ୍ଟ ଛାଡି ଦିଅ, ତହିଁରେ ଆମ୍ଭେ ସମାନଙ୍କେୁ ସଐୂର୍ଣ୍ଣ ଭାବେ ଧ୍ବଂସ କରିବା ଓ ଆକାଶ ମଣ୍ତଳ ତଳକ୍ସ୍ଟ ସମାନଙ୍କେ ନାମ ଲୋପ କରିବା। ମାତ୍ର ଆମ୍ଭେ ତକ୍ସ୍ଟମ୍ଭଠାରକ୍ସ୍ଟ ସମାନଙ୍କେ ଅପେକ୍ଷା ଅଧିକା ବଳବତୀ ଓ ଏକ ମହାନ ଗୋ୍ଠି ଉତ୍ପନ୍ନ କରିବା।'

ଦିତୀୟ ବିବରଣ 28:25

ସଦାପ୍ରଭୁ ତୁମ୍ଭମାନଙ୍କୁ ତକ୍ସ୍ଟମ୍ଭ ଶତୃମାନଙ୍କ ହାତ ରେ ତୁମ୍ଭକୁ ପରାସ୍ତ କରାଇବେ। ତୁମ୍ଭେ ୟକ୍ସ୍ଟଦ୍ଧ କରିବା ପାଇଁ ଗୋଟିଏ ବାଟରେ ପଶିବ ମାତ୍ର ସାତଟି ବାଟରେ ପଳାଯନ କରି ଆସିବ। ତୁମ୍ଭମାନଙ୍କ ପ୍ରତି ଏପରି ଘଟଣାମାନ ସବୁ ଘଟିବ ଯେଉଁଥି ରେ ସମସ୍ତ ପୃଥିବୀବାସୀ ତାହା ଦେଖି ଭୟ କରିବେ।

ଦିତୀୟ ବିବରଣ 28:37

ସଠାେରେ ତୁମ୍ଭମାନେେ ନିଜେ ଏକ ଭୟାନକ ଦୃଶ୍ଯ ରେ ପରିଣତ ହବେ, ସହେି ସମସ୍ତ ଜାତିମାନଙ୍କ ଆଗ ରେ ଅପମାନର ଓ ଉପହାସର ପାତ୍ର ହବେ। ଯେଉଁଠାକକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କୁ ନଇେଯିବେ।

ଦିତୀୟ ବିବରଣ 28:64

ସଦାପ୍ରଭୁ ପୃଥିବୀର ଏକ ସୀମାରକ୍ସ୍ଟ ଅନ୍ୟସୀମା ପର୍ୟ୍ଯନ୍ତ ସମସ୍ତ ଗୋଷ୍ଠୀ ମଧିଅରେ ତୁମ୍ଭକୁ ଛିନ୍ନ ଭିନ୍ନ କରିବେ। ଆଉ ସଠାେରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବ ପୁରୁଷଗଣର ଅଜ୍ଞାତ କାଷ୍ଠ, ପାଷାଣର ମୂର୍ତ୍ତୀ ପୂଜା କରିବ।

ଗୀତସଂହିତା 34:16

କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦ କାର୍ୟ୍ଯ କରନ୍ତି ସମାନଙ୍କେ ବିରୁଦ୍ଧରେ ୟାଆନ୍ତି। ସେ ସମାନଙ୍କେୁ ସଂପୂର୍ଣ୍ଣ ଭାବେ ଧ୍ବଂସ କରନ୍ତି।

ଗୀତସଂହିତା 34:17

ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡ଼ାକ ଶୁଣିବେ। ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।

ଯିଶାଇୟ 63:16

ଯଦିଓ ଅବ୍ରହାମ ଆମ୍ଭକୁ ଜାଣନ୍ତି ନାହିଁ, ଓ ଇଶ୍ରାୟେଲ ଯାଜକ ଆମ୍ଭମାନଙ୍କୁ ସ୍ବୀକାର କରନ୍ତି ନାହିଁ, ସଦାପ୍ରଭୁ ତୁମ୍ଭେ ଆମ୍ଭମାନଙ୍କର ପିତା ଏବଂ ଅନନ୍ତକାଳ ପର୍ୟ୍ଯନ୍ତ ଯେ, ଆମ୍ଭକୁ ରକ୍ଷା କରିଛ।

ଲୂକଲିଖିତ ସୁସମାଚାର 21:24

କେତକେ ଲୋକଙ୍କୁ ସୈନ୍ଯମାନେ ମାରି ଦବେେ। ଅନ୍ୟ କେତକଙ୍କେୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆୟିବ। ଅଣଯିହୂଦୀଲୋକ ସମାନଙ୍କେର ସମୟ ଶଷେ ନ ହବୋ ପର୍ୟ୍ଯନ୍ତ ପବିତ୍ର ନଗର ୟିରୁଶାଲମକୁ ପଦଦଳିତ କରିବେ।

Interlinear

Choose Theme