ସମାନେେ ଯିଶାଇୟଙ୍କୁ କହିଲେ, ହିଜକିଯ କହନ୍ତି, ଏହି କ୍ଲେଶ, ଅନୁୟୋଗ ଓ ଅପମାନର ଦିନ, ଏହା ଏପରି ଦିନ ଯବେେ ଶିଶୁଗଣ ପ୍ରସବ ଦ୍ବାର ରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ସମାନଙ୍କେ ପାଖ ରେ ଶକ୍ତି ନାହିଁ।
Cross references
ରାଜା ଏହି କଥା କହିନ୍ତି, 'ତୁମ୍ଭମାନଙ୍କୁ ଧୋକା ଦବୋକୁ ହିଜକିଯକୁ ପ୍ରଶଯ ଦିଅ ନାହିଁ। କାରଣ ସେ ତୁମ୍ଭମାନଙ୍କୁ ମାେ ହସ୍ତରୁ ଉଦ୍ଧାର କରି ପାରିବ ନାହିଁ।'
ହେ ସଦାପ୍ରଭୁ, ଯେଉଁମାନେ ଅପରାଧ କରନ୍ତି, ସମାନଙ୍କେୁ ତୁମ୍ଭେ ଦଣ୍ଡ ଦିଅ। ଉଚିତ ଶିକ୍ଷା ଦବୋ ପାଇଁ ଓ ସତ୍ ମାର୍ଗରେ ୟିବା ପାଇଁ କୀଟ ୟପରେି ଲୁଗାକୁ ନଷ୍ଟ କରିଦିଏ, ସହେିଭଳି ତୁମ୍ଭେ ସହେି ବ୍ଯକ୍ତିଙ୍କର ମୂଲ୍ଯବାନ୍ ବସ୍ତୁକୁ ଧ୍ବଂସ କର। ହଁ, ଆମ୍ଭର ଜୀବନ ସବୁ ହେଉଛି, ଛୋଟିଆ ବାଦଲ ଖଣ୍ଡ ପରି ୟାହା ଖୁବ୍ ଶୀଘ୍ର ମଳାଇ ୟାଏ।
ପରମେଶ୍ବର କହନ୍ତି, ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି ଜିଦ୍ଖୋର ହୁଅ ନାହିଁ।
ଠିକ୍ ସହେିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ବରଙ୍କଠାରେ ନିର୍ଭର କରୁ। ଆମ୍ଭେ ପରମେଶ୍ବରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦଖାେଅ।
ଅନ୍ତଃସତ୍ତ୍ବା ନାରୀ ଗର୍ଭ ବଦନୋ ରେ ବ୍ଯଥିତ ହାଇେ ଯେପରି କ୍ରନ୍ଦନ କରେ, ଆମ୍ଭମାନେେ ସହେିପରି ତୁମ୍ଭ ସହିତ ନ ଥିଲା ବେଳେ ହାଇେଅଛୁ।
ସଦାପ୍ରଭୁ କୁହନ୍ତି, ଆମ୍ଭେ କ'ଣ ପ୍ରସବ କାଳ ଉପସ୍ଥିତ କରାଇ ପ୍ରସବ କରାଇବା ନାହିଁ ?
ସଦାପ୍ରଭୁ ଏହା କହିଲେ,
ଆମ୍ଭେ ଆମ୍ଭର ଗୃହକୁ ଫରେିବା ଯେତବେେଳେ ଲୋକମାନେ ସମାନଙ୍କେର ଦୋଷ ସ୍ବୀକାର କରିବେ ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ। ହଁ, ସମାନେେ ଦୁଃଖ ରେ ଆମ୍ଭଙ୍କୁ ପାଇବାକୁ କଠାେର ଚେଷ୍ଟା କରିବେ।
ସ୍ତ୍ରୀଲୋକର ପ୍ରସବ ବଦନୋ ସଦୃଶ ତା'ର ଦଣ୍ତ କଷ୍ଟଦାୟକ ହବେ। ସେ ଜଣେ ଜ୍ଞାନୀ ପୁତ୍ର ହବେ ନାହିଁ। ଏପରି ଏକ ସମୟ ଆସିବ ସେ ଆଉ ତିଷ୍ଠିବ ନାହିଁ।
ତାହାହିଁ ଶାସ୍ତ୍ର ମଧ୍ଯ କୁ ହେ :