Home Bibles ଆୟୁବ ପୁସ୍ତକ 9:18 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 9:18 · ଓଡ଼ିଆ ବାଇବେଲ

ପରମେଶ୍ବର ମାେତେ ପୁନର୍ବାର ନିଶ୍ବାସ ନବୋକୁ ଦବେେ ନାହିଁ, କିନ୍ତୁ ଅଧିକ କଷ୍ଟ ଦବେେ।

Cross references

ରୂତର ବିବରଣ 1:20

କିନ୍ତୁ ବନୟମୀ ସହେି ଲୋକମାନଙ୍କୁ କହିଲେ, ମାେତେ ନୟମୀ ବୋଲି ଡାକ ନାହିଁ, ମାେତେ ମାରା ବୋଲି ଡାକ। ଯହେିତକ୍ସ୍ଟ ସର୍ବଶକ୍ତିମାନ ପରମେଶ୍ବର ମାରେ ଜୀବନକକ୍ସ୍ଟ ଦକ୍ସ୍ଟଃଖପୂର୍ଣ କରିଅଛନ୍ତି।

ଆୟୁବ ପୁସ୍ତକ 3:20

କାହିଁକି ଜଣେ ପୀଡ଼ିତ ବ୍ଯକ୍ତି ବଞ୍ଚିରହିବା ଉଚିତ ? କାହିଁକି ଜଣେ ବ୍ଯକ୍ତିକୁ ଜୀବନ ଦବୋ ଯାହାର ଆତ୍ମା ତିକ୍ତ।

ଆୟୁବ ପୁସ୍ତକ 7:19

ତୁମ୍ଭେ କେତକୋଳ ପର୍ୟ୍ଯନ୍ତ ମାଠାରୁେ ଆପଣା ଦୃଷ୍ଟି ଦୂ ରଇେ ରଖିବ? ତୁମ୍ଭେ ମାେତେ ଏକାଳି ବହୁକାଳ ପର୍ୟ୍ଯନ୍ତ ଗ୍ରାସିତ ହବୋକୁ ଛାଡି ଦିଅ ନାହିଁ।

ଆୟୁବ ପୁସ୍ତକ 27:2

ପ୍ରକୃତ ରେ ପରମେଶ୍ବର ଜୀବିତ ଏବଂ ଯେତେ ସତ୍ଯ ଭାବରେ ସେ ଅଛନ୍ତି, ସେ ସତ ରେ ମାେ ପ୍ରତି ଅନ୍ଯାଯ କରିଛନ୍ତି। ପରମେଶ୍ବର, ସର୍ବଶକ୍ତିମାନ ମାେ ଜୀବନ ତିକ୍ତ କରିଛନ୍ତି।

ଗୀତସଂହିତା 39:13

ହେ ସଦାପଭ୍ରୁ, ମାେତେ ତୁମ୍ଭେ ଏକୁଟିଆ ଛାଡ଼ିଦିଅ ଓ ମୁଁ ମୃତ୍ଯୁମୁଖରେ ପଡ଼ି ନିଶ୍ଚିହ୍ନ ହବୋ ପୂର୍ବରୁ ମାେତେ ତୁମ୍ଭେ ପ୍ରଫୁଲ୍ଲ ରଖ।

ଗୀତସଂହିତା 88:7

ତୁମ୍ଭ କୋର୍ଧରେ ମୁଁ ବୋଝ ଅନୁଭବ କଲି। ତୁମ୍ଭର ସମସ୍ତ ଢ଼େଉ ମାେତେ ଓଲଟ ପାଲଟ କରି ପକାଏ।

ଗୀତସଂହିତା 88:15

ମୁଁ ବାଲ୍ଯକାଳରୁ ଦୁଃଖ ଭୋଗ କରି ମୃତ୍ଯୁର ଶଷେ ଆଡ଼କୁ ଆସିଅଛି। ମୁଁ ଭୀଷଣ ଦୁଃଖ ପାଉଅଛି, ୟାହା ତୁମ୍ଭେ କରିଅଛ।

ଯିରିମିୟ 9:14

ସମାନେେ ନିଜ ଇଚ୍ଛାନୁସା ରେ ଅବାଧ୍ଯ ହାଇେଛନ୍ତି ଓ ପୂର୍ବପୁରୁଷମାନଙ୍କ ଶିକ୍ଷାନୁସା ରେ ବାଲ୍ଦବେ ତାଙ୍କର ଅନୁଗାମୀ ହାଇେ ଆଚରଣ କରିଅଛନ୍ତି।

ଯିରିମିୟଙ୍କ ବିଳାପ 3:3

ସଦାପ୍ରଭୁ ଦିନସାରା ମାେ ବିରୁଦ୍ଧ ରେ ଆପଣା ହସ୍ତ ପୁନଃ ପୁନଃ ଫରୋଇ ଅଛନ୍ତି।

ଯିରିମିୟଙ୍କ ବିଳାପ 3:15

ସଦାପ୍ରଭୁ ମାେତେ ତିକ୍ତତା ରେ ପୂର୍ଣ୍ଣ କରିଅଛନ୍ତି ଓ ନାଗ ବିଷ ରେ ମାେତେ ଭରି ଦଇେଅଛନ୍ତି।

ଯିରିମିୟଙ୍କ ବିଳାପ 3:18

ଏଣୁ ମୁଁ କହିଲି, ସଦାପ୍ରଭୁଙ୍କର ସାହାୟ୍ଯ ମୁଁ ଆଉ ପାଇବି ଏ ଆଶା ମାରେନାହିଁ।

ଏବ୍ରୀ 12:11

ଦଣ୍ଡ ପାଇଲା ବେଳେ ଆମ୍ଭେ ଆନନ୍ଦ ଲାଭ କରୁ ନାହଁ। ଦଣ୍ଡ ପାଇବା କଷ୍ଟଦାୟକ ଅଟେ। କିନ୍ତୁ ପରବର୍ତ୍ତୀ କାଳ ରେ, ଦଣ୍ଡ ପାଇବା ଦ୍ବାରା ଶିଖିବା ପରେ, ଆମ୍ଭେ ଶାନ୍ତି ଲାଭ କରୁ ଓ ଧାର୍ମିକ ଜୀବନ ବିତାଉ।

Interlinear

Choose Theme