ବର୍ତ୍ତମାନ ତୁମ୍ଭେ ବ୍ଯସ୍ତ ହୁଅ ନାହିଁ। ମାେତେ ଗୋଟିଏ କ୍ରୀତଦାସ ପରି ବିକ୍ରୀ କରିଥିବାରୁ ତୁମ୍ଭେ ନିଜ ଉପରେ ରାଗ ନାହିଁ। ତୁମ୍ଭ ସମ୍ମୁଖ ରେ ଜୀବନ ରକ୍ଷା କରିବା ପାଇଁ ପରମେଶ୍ବର ମାେତେ ଏଠାକୁ ପଠାଇଲେ।
Cross references
ତେଣୁ ପରମେଶ୍ବର ମାେତେ ଏଠାକୁ ପଠାଇଛନ୍ତି ତୁମ୍ଭକୁ ଆଗଇେ ନବୋ ପାଇଁ। ତେଣୁ ମୁଁ ଏଠା ରେ ତୁମ୍ଭ ଦେଶର ଲୋକମାନଙ୍କୁ ରକ୍ଷା କରିପାରିବି ।
ଲୋକମାନେ କହିଲେ, ଆପଣ ଆମ୍ଭମାନଙ୍କ ପ୍ରାଣ ରକ୍ଷା କଲେ। ଆପଣଙ୍କ କୃପା ଦୃଷ୍ଟି ହେଲେ ଆମ୍ଭମାନେ ଫାରୋଙ୍କର ଦାସ ହବେୁ।
ଏହାପରେ ଯୋଷଫେ ସମାନଙ୍କେୁ କହିଲେ, ଭୟ କର ନାହିଁ। ମୁଁ ପରମେଶ୍ବର ନୁହେଁ। ମାରେ ଦଣ୍ଡ ଦବୋର ଅଧିକାର ନାହିଁ।
ଏହା ସତ୍ଯ ଯେ ତୁମ୍ଭମାନେେ ମାେ ବିରୁଦ୍ଧ ରେ ମନ୍ଦ ଯୋଜନା କରିଥିଲ। କିନ୍ତୁ ବାସ୍ତବ ରେ ପରମେଶ୍ବରଙ୍କର ଯୋଜନା ଥିଲାଉତ୍ତମ। ପରମେଶ୍ବରଙ୍କର ଯୋଜନା ଥିଲା ଯେ, ସେ ମାେ ଦ୍ବାରା ବହୁତ ଜୀବନ ରକ୍ଷା କରିବେ। ଏବଂ ଯେଉଁଥି ପାଇଁ ଏସବୁ ହେଲା।
ତେଣୁ ଭୟକର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ସନ୍ତାନମାନଙ୍କର ଯତ୍ନ ନବେି। ଏହି ପ୍ରକାର ରେ ଯୋଷଫେ ତାଙ୍କର ଭାଇମାନଙ୍କୁ ମଧୁର ବଚନ ରେ ତୋଷିଲେ। ଏହିପରି କଥା ରେ ସେ ତାଙ୍କର ଭାଇମାନଙ୍କୁ ସାନ୍ତ୍ବନା ଦେଲେ।
ତା'ପରେ ଇଲ୍କାନା ଆପଣା ସ୍ତ୍ରୀ ହାନ୍ନା ସହିତ ସହବାସ କଲା ଏବଂ ସଦାପ୍ରଭୁ ହାନ୍ନାକକ୍ସ୍ଟ ସ୍ମରଣ କଲେ।
ତୁମ୍ଭେ ବତ୍ଶବୋ ସହିତ ଗୋପନ ରେ ଶଯନ କଲ, କିନ୍ତୁ ମୁ ତୁମ୍ଭକୁ ଦଣ୍ତ ଦବେି ସମସ୍ତ ଇଶ୍ରାୟେଲଙ୍କ ସମ୍ମକ୍ସ୍ଟଖ ରେ ଯେପରି ସମସ୍ତ ଲୋକ ଏହା ଦେଖି ପାରିବେ।'
କିନ୍ତୁ ରାଜା କହିଲେ, ସରକ୍ସ୍ଟଯାର ପକ୍ସ୍ଟତ୍ରମାନେ, କାହିଁକି ତୁମ୍ଭମାନେେ ମାେ ବିଷଯ ରେ ଅନ୍ୟଥା ଚର୍ଚ୍ଚା କରୁଛ? ଶିମଯି ମାେତେ ଅଭିଶାପ ଦେଉଛି, କିନ୍ତୁ ସଦାପ୍ରଭୁ ତାକକ୍ସ୍ଟ କହିଛନ୍ତି, ମାେତେ ଅଭିଶାପ ଦବୋ ପାଇଁ। ଏବଂ କିଏ ସଦାପ୍ରଭୁଙ୍କୁ ପ୍ରଶ୍ନ କରିପାରିବ, ଜିନିଷଗକ୍ସ୍ଟଡିକ ବିଷଯ ରେ ସେ କରନ୍ତି?
ଅବଶାଲୋମ ଓ ସମସ୍ତ ଇଶ୍ରାୟେଲୀୟ ଲୋକ କହିଲେ, ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀଯ ହୂଶଯର ମନ୍ତ୍ରଣା ଉତ୍ତମ ଥିଲା। ସମାନେେ ଏହା କହିଲେ କାରଣ ଅଦରକାରୀ ଏହି ପ୍ରକା ରେ ଅବଶା ଲୋମକକ୍ସ୍ଟ ଦଣ୍ତ ଦବୋ ପାଇଁ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ଯର୍ଥକରିବା ପାଇଁ ସଦାପ୍ରଭୁ ସ୍ଥିର କରିଥିଲେ।
ଯଦି ତୁମ୍ଭେ ଏହି ସମୟରେ ନୀରବ ହାଇେ ରୁହ, ତବେେ ଅନ୍ୟ ଏକ ସ୍ଥାନରୁ ୟିହୁଦୀଯମାନଙ୍କ ନିମନ୍ତେ ଉପଶମ ଓ ପରିତ୍ରାଣ ଆସିବ। କିନ୍ତୁ ତୁମ୍ଭେ ଏବଂ ତୁମ୍ଭର ପରିବାର ବିନାଶ ହବେ, କିଏ ଜାଣେ ତୁମ୍ଭେ ଏପରି ସମୟର ତୁମ୍ଭର ରାଜକୀଯ ସ୍ଥାନ ପାଇପାର?
ସେ ପ୍ରାର୍ଥନା କରି କହିଲା,
ପରମେଶ୍ବର ସେ ଦେଶରେ ଦୁର୍ଭିକ୍ଷ କରାଇଲେ। ଲୋକମାନେ ଖାଦ୍ୟ ଖାଇବା ପାଇଁ ପାଇଲେ ନାହିଁ।
ସଦାପ୍ରଭୁ ସମାନଙ୍କେ ଆଗରେ ୟୋଷଫେ ନାମକ ଏକ ବ୍ଯକ୍ତିକୁ ମିଶରକୁ ପଠାଇଥିଲେ। ୟୋଷଫେ ଦାସପରି ବିକ୍ରୀ ହାଇେଥିଲା।
ତୁମ୍ଭର ପରମେଶ୍ବର ଏହା କୁହନ୍ତି, ମାେ ଲୋକମାନଙ୍କୁ ସାନ୍ତ୍ବନା ଦିଅ, ସାନ୍ତ୍ବନା ଦିଅ।
ଯୀଶୁ କହିଲେ, ହେ ପରମପିତା, ଯେଉଁ ଲୋକମାନେ ମାେତେ ହତ୍ଯା କରୁଛନ୍ତି, ସମାନଙ୍କେୁ କ୍ଷମା କର। କାରଣ ସମାନେେ କ'ଣ କରୁଛନ୍ତି, ତାହା ସମାନେେ ଜାଣନ୍ତି ନାହିଁ।
ତୁମ୍ଭମାନେେ ସମସ୍ତେ ଏସବୁ ଦିଖିଛ ଓ ଏସବୁ ଯେ ନିରାଟ ସତ୍ଯ ତାହା ଜାଣିଛ। ଏହି ଯୀଶୁଙ୍କୁ ଇଶ୍ବର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭମାନେେ ଦୁଷ୍ଟମାନଙ୍କ ସାହାୟ୍ଯ ରେ ତାହାଙ୍କୁ କୃଶ ରେ ଚ଼ଢ଼ଇେ କଣ୍ଟା ବାଡ଼ଇେ ହତ୍ଯା କରିଦଲେ।
ଯେତବେେଳେ ବିଶ୍ବାସୀମାନେ ସମସ୍ତେ ଏହା ଶୁଣିଲେ, ସମାନେେ ଏକ ମନ ରେ ମିଳିତ ଭାବେ ପ୍ରାର୍ଥନା କଲେ, ହେ ପ୍ରଭୁ, ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଓ ସେଥି ରେ ଥିବା ସବୁ କିଛି ସୃଷ୍ଟି କରିଛ।
ସହେି ପୂର୍ବପୁରୁଷମାନେ ଯୋଷଫଙ୍କେର ପ୍ରତି ଈର୍ଷା କରି ତାହାଙ୍କୁ ମିଶର ଦେଶର ଜଣେ ଦାସ ଭାବରେ ବୁକ୍ରୀ କରି ଦେଲେ। କିନ୍ତୁ ପରମେଶ୍ବର ଯୋଷଫଙ୍କେ ସହିତ ଥିଲେ।
କିନ୍ତୁ ଏବେ ତୁମ୍ଭମାନେେ ତାହାକୁ କ୍ଷମା ଦବୋ ଉଚିତ୍ ଓ ତାହାକୁ ସାନ୍ତ୍ବନା ପ୍ରଦାନ କରିବା ଉଚିତ। ଏହା ତାହାକୁ ଉତ୍ସାହିତ କରିବ ଓ ସେ ଅଧିକ ଦୁଃଖ ରେ ଭାଙ୍ଗି ପଡ଼ିବ ନାହିଁ।
ଏପରି କରିବା ଉଦ୍ଦେଶ୍ଯ ଯେ, ଶୟତାନ ଆମଠାରୁ ବିଜୟ ନ ହେଉ। ଆମ୍ଭେ ଶୟତାନର ଯୋଜନାଗୁଡ଼ିକ ବିଷୟ ରେ ଅତି ଭଲ ଭାବରେ ଜାଣୁ।