ପୁଣି ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ଓ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ ତୁମ୍ଭମାନଙ୍କ ସହିତ ରହିଅଛୁ। ଯେଉଁ ଗୋଷ୍ଠୀମାନଙ୍କ ମଧିଅରେ ଆମ୍ଭେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛୁ। ସହେି ସମସ୍ତଙ୍କୁ ସୂର୍ଣ୍ଣ ରୂପେ ସଂହାର କରିବା। ମାତ୍ର ତୁମ୍ଭମାନଙ୍କୁ ଆମ୍ଭେ ସୂର୍ଣ୍ଣ ରୂପେ ସଂହାର କରିବା ନାହିଁ। ତଥାପି ଆମ୍ଭେ ବିବଚେନା ପୂର୍ବକ ତୁମ୍ଭମାନଙ୍କୁ ଶାସ୍ତି ଦବୋ। ତୁମ୍ଭମାନଙ୍କୁ ଉତ୍ତମ ରୂପେ ଶୃଙ୍ଖଳିତ ଓ ଅନୁଶାସିତ କରିବା।
Cross references
ସଦାପ୍ରଭୁ ତାଙ୍କର ହଜାର ହଜାର ବଂଶଧରଙ୍କୁ ଦୟା ଦଖାଇେଛନ୍ତି। ସଦାପ୍ରଭୁ ସମାନଙ୍କେର ସମସ୍ତ ଦୋଷ କ୍ଷମା କରିଛନ୍ତି। କିନ୍ତୁ ସଦାପ୍ରଭୁ ଦୋଷୀକୁ ଦଣ୍ଡ ଦଇେଛନ୍ତି।
ସଦାପ୍ରଭୁ ଗାଦ୍କକ୍ସ୍ଟ କହିଲେ, ଦାଉଦ ନିକଟକକ୍ସ୍ଟ ୟାଇ କକ୍ସ୍ଟହ, 'ସଦାପ୍ରଭୁ ଏହିକଥା କହିଛନ୍ତି, ଆମ୍ଭେ ତକ୍ସ୍ଟମ୍ଭ ଆଗ ରେ ତିନି କଥା ରଖିଅଛକ୍ସ୍ଟ ସେଥି ମଧ୍ଯରକ୍ସ୍ଟ ଆପଣା ପାଇଁ ଗୋଟିଏ ମନୋନୀତ କରନ୍ତକ୍ସ୍ଟ। ତାହା ହିଁ ଆମ୍ଭେ ତୁମ୍ଭକୁ କରିବକ୍ସ୍ଟ।'
ହେ ସଦାପ୍ରଭୁ, ତୁମ୍ଭେ କୋର୍ଧିତ ହାଇେ ମାେତେ ଦଣ୍ଡିତ କର ନାହିଁ। ତୁମ୍ଭେ ବିରକ୍ତ ହାଇେ ମାେତେ ଦଣ୍ଡ ଦିଅ ନାହିଁ।
ତୁମ୍ଭମାନେେ ୟୁଦ୍ଧ ପାଇଁ ଯେତେ ମନ୍ତ୍ରଣା କଲେ ମଧ୍ଯ ତୁମ୍ଭମାନଙ୍କର ମନ୍ତ୍ରଣା ସଫଳ ହବେ ନାହିଁ। ତୁମ୍ଭର ସୈନ୍ଯମାନଙ୍କ ପ୍ରତି ଆଦେଶ ନିଷ୍ଫଳ ହବେ। କାହିଁକି ଏହା ଘଟିବ। କାରଣ ପରମେଶ୍ବର ଆମ୍ଭମାନଙ୍କ ସହିତ ଅଛନ୍ତି।
ସଦାପ୍ରଭୁ କିପରି ତାଙ୍କ ଲୋକମାନଙ୍କୁ ଶାସ୍ତି ଦବେେ। ଯେପରି ଲୋକମାନଙ୍କୁ ଅତୀତ ରେ ଶତ୍ରୁଗଣ ପ୍ରହାର କରନ୍ତି ସଦାପ୍ରଭୁ ସହେିପରି ପ୍ରହାର କରିବେ। ସମାନେେ ଯେପରି ବହୁ ଲୋକଙ୍କୁ ନିହତ କରିଥିଲେ ସହେିପରି ସଦାପ୍ରଭୁ ନିହତ କରିବେ।
ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ଯ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିୟାଏ। ମାରେ ଗାରିମାକୁ ରକ୍ଷା କରିବାକୁ ଏପରି କରେ।
ତୁମ୍ଭେ କାହାକୁ ଭୟ କରିବା ଉଚିତ୍ ନୁହେଁ, କାରଣ ସର୍ବଦା ତୁମ୍ଭ ପାଖେ ଆମ୍ଭେ ଅଛୁ ଓ ଆମ୍ଭେ ତୁମ୍ଭକୁ ରକ୍ଷା କରିବା। ଏହା ସଦାପ୍ରଭୁ କହନ୍ତି।
ଯଦିଓ ସମାନେେ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବେ, ସମାନେେ ତୁମ୍ଭକୁ ଜଯ କରିପାରିବେ ନାହିଁ। କାରଣ ଆମ୍ଭେ ତୁମ୍ଭର ପାଖେ ପାଖେ ରହି ତୁମ୍ଭକୁ ଉଦ୍ଧାର କରିବା। ଏହା ସଦାପ୍ରଭୁ କହନ୍ତି।
ସଦାପ୍ରଭୁ ଏହି କଥା କହନ୍ତି, ସମଗ୍ର ଦେଶ ବନ୍ଧ୍ଯା ହବେ, ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ଏହାକୁ ନିଃଶଷେ କରିବି ନାହିଁ।
ତୁମ୍ଭମାନେେ ପ୍ରାଚୀର ଉପରକୁ ୟାଇ ଦ୍ରାକ୍ଷାଲତାର ଶାଖାସବୁ କାଟି ପକାଅ। ମାତ୍ର ସଗେୁଡ଼ିକୁ ସମ୍ପୂୂର୍ଣ୍ଣ ବିନାଶ କର ନାହିଁ, କାରଣ ସେ ସବୁ ସଦାପ୍ରଭୁଙ୍କର ନୁହେଁ।
ମାତ୍ର ସଦାପ୍ରଭୁ କହନ୍ତି, ହେ ଯିହୁଦା ଏପରିକି ଯେତବେେଳେ ସହେି ଭୟଙ୍କର ସମୟ ଆସିବ, ଆମ୍ଭେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିବା ନାହିଁ।
ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ଦମନ କର। ମାତ୍ର ସୁବିବଚେନା ରେ ତାହା କର। କୋର୍ଧ ରେ ତାହା କର ନାହିଁ, ଯଦି ତୁମ୍ଭେ ଏପରି କର ତବେେ ଆମ୍ଭେ ଧ୍ବଂସ ହାଇଯେିବୁ।
ପୁଣି ଆମ୍ଭେ ଏହି ଲୋକମାନଙ୍କ ନିକଟରେ ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀର ସ୍ବରୂପ କରିବା। ସମାନେେ ତୁମ୍ଭ ସହ ୟୁଦ୍ଧ କରିବେ, ମାତ୍ର ତୁମ୍ଭକୁ ପରାଜଯ କରିପାରିବେ ନାହିଁ। କାରଣ ସଦାପ୍ରଭୁ କହନ୍ତି, ତୁମ୍ଭକୁ ସାହାୟ୍ଯ କରିବାକୁ ଓ ତୁମ୍ଭକୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।
ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ କିଅବା ହେ ଇଶ୍ରାୟେଲ ତୁମ୍ଭେ ନିରାଶ ହୁଅ ନାହିଁ। ଆମ୍ଭେ ଦୂର ଦେଶରୁ ତୁମ୍ଭକୁ ଓ ବନ୍ଦୀ ଅବସ୍ଥାରୁ ତୁମ୍ଭ ବଂଶକୁ ଉଦ୍ଧାର କରିବା। ତହିଁରେ ଯାକୁବ ଫରେି ଆସି ନିର୍ଭୟ ଓ ନିଶ୍ଚିତ ରେ ରହିଲା । ଆଉ କହେି ତାହାକୁ ଭୟ ଦଖାଇେଲେ ନାହିଁ।