ପରମେଶ୍ବର ସମାନଙ୍କେୁ ମିଶରରୁ ବାହାର କରି ଆଣି ଅଛନ୍ତି। ସମାନଙ୍କେର ପରମେଶ୍ବର ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳୀ।
Cross references
କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମାରେ ପରାକ୍ରମ ଜାଣିବ। ସମଗ୍ର ପୃଥିବୀ ରେ ମାରେ ନାମ ବିଖ୍ଯାତ କରିବ।
430 ବର୍ଷପରେ ସେହି ଦିନରେ ସଦାପ୍ରଭୂଙ୍କ ସୈନ୍ୟ ସମୁହ ମିଶରରୁ ବିଦାୟ ନେଲେ।
ତେଣୁ ଠିକ୍ ସହେିଦିନ, ସଦାପ୍ରଭୁ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ମିଶରରୁ ଆଗଇେ ନେଲେ। ସୈନ୍ଯ ଶ୍ ରଣେୀବଦ୍ଧ ଲୋକମାନେ ମିଶର ପରିତ୍ଯାଗ କଲେ।
ଏହାପରେ ମିଶରବାସୀ ଜାଣିବେ ଯେ, ମୁଁ ହେଉଛି ସଦାପ୍ରଭୁ ପରମେଶ୍ବର। ସମାନେେ ମାେତେ ସମ୍ମାନ କରିବେ ଯେତବେେଳେ ମୁଁ ଫାରୋ ଏବଂ ତା'ର ରଥା ରୋହୀମାନଙ୍କୁ ଏବଂ ଅଶ୍ବାରୋହୀ ସୈନ୍ଯମାନଙ୍କୁ ପରାସ୍ତ କରିବି।
ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ବର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହର କରି ଆଣିଲି, ଯେଉଁଠା ରେ ତୁମ୍ଭମାନେେ ଦାସ ଥିଲ।
ତହୁଁ ସେ ବିଯୋରର ପୁତ୍ର ବିଲିଯମ ନିକଟକୁ ବାର୍ତ୍ତାବହ ପଠାଇଲେ। ସହେି ସମୟରେ ବିଲିଯମ ନିଜ ସମ୍ପର୍କୀଯମାନଙ୍କର ଦେଶର ଫରାତ ନଦୀ ନିକଟସ୍ଥ ପାଥୋର ନଗର ରେ ଥିଲେ। ବାଲାକ୍ର ବାର୍ତ୍ତା ଥିଲା, ମିଶରରୁ ବହୁତ ଲୋକ ଆସିଲେ। ସମାନେେ ସମଗ୍ର ଦେଶକୁ ଆଚ୍ଛନ୍ନ କରିଅଛନ୍ତି ଏବଂ ବର୍ତ୍ତମାନ ଆମ୍ଭ ନିକଟବର୍ତ୍ତୀ ହାଇେଛନ୍ତି।
ପରମେଶ୍ବର ସମାନଙ୍କେୁ ମିଶରରୁ ବାହାର କରି ଆଣିଛନ୍ତି। ସମାନଙ୍କେର, ପରମେଶ୍ବର ଅରଣା ଗୋରୁର ଶିଙ୍ଗ ପରି ଶକ୍ତିଶାଳି। ସମାନେେ ସମାନଙ୍କେର ବିରୋଧିମାନଙ୍କୁ ପରାସ୍ତ କରିବେ ଓ ସମାନଙ୍କେର ଅସ୍ଥିସବୁ ଚୂର୍ଣ କରିବେ ଓ ଆପଣା ବାଣଦ୍ବାରା ସମାନଙ୍କେୁ ଭଦେ କରିବେ।
ଯୋଷଫେ ହେଉଛନ୍ତି, ଶକ୍ତିଶାଳୀ ବୃଷଭ ପରି। ତାଙ୍କର ଦକ୍ସ୍ଟଇପକ୍ସ୍ଟତ୍ର ତାଙ୍କର ଶିଙ୍ଗ ସଦୃଶ। ସମାନେେ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରିବେ ଏବଂ ପୃଥିବୀର ଶଷେ ସୀମାକକ୍ସ୍ଟ ସମାନଙ୍କେୁ ତଡି ଦବେେ। ସମାନେେ ମନଃଶିର ହଜାର ହଜାର ଲୋକପରି, ଇଫ୍ରଯିମଙ୍କ ଦଶହଜାର ଲୋକଙ୍କ ତକ୍ସ୍ଟଲ୍ଯ।
ଆୟୁବ, ଗୋଟିଏ ବଣୁଆ ଷଣ୍ଢ ତୁମ୍ଭ କଥା ରେ ରାଜି ହାଇେ ତୁମ୍ଭ କାମ କରିବ କି ? ସେ ତୁମ୍ଭ ଗୁହାଳ ରେ ରହିବ କି ?
ଗୋଟିଏ ବଣୁଆ ଷଣ୍ଢକୁ ଦଉଡ଼ି ରେ ବାନ୍ଧି ଦବେ କି ? ୟଦ୍ଦ୍ବାରା ତୁମ୍ଭେ ଆପଣା ଭୂମି ଚାଷ କରିବ।
ବଣୁଆ ଷଣ୍ଢ ଅତି ବଳଶାଳୀ। ତୁମ୍ଭେ କ'ଣ ତା' ଉପରେ ନିର୍ଭର କରିପାରିବ ତୁମ୍ଭ କାମ କରିବା ପାଇଁ ?
ମାେତେ ସିଂହ ମୁଖରୁ ଉଦ୍ଧାର କର। ମାେତେ ଷଣ୍ଢର ମୁନିଆ ଶିଙ୍ଗରୁ ବଞ୍ଚାଅ।
ପରମେଶ୍ବର ତୁମ୍ଭେ ଆପଣା ମନ୍ଦିରରେ ଭକ୍ତିର ଉତ୍ସ। ଇଶ୍ରାୟେଲର ପରମେଶ୍ବର ଲୋକମାନଙ୍କୁ ଶକ୍ତି ଓ ସାମର୍ଥ୍ଯ ପ୍ରଦାନ କରନ୍ତି। ପରମେଶ୍ବରଙ୍କର ପ୍ରଶଂସା ଗୁଣଗାନ କର।
କିନ୍ତୁ ତୁମ୍ଭେ ମାେତେ ଶକ୍ତିଶାଳୀ କରିବ। ଶକ୍ତିଶାଳୀ ବଳଦର ଶିଙ୍ଗ ତୁଲ୍ଯ ମୁଁ ଦୃଢ଼ ହବେି। ତୁମ୍ଭେ ମାେତେ ବିଶଷେ କାର୍ୟ୍ଯ ପାଇଁ ମନୋନୀତ କରିଛ। ତୁମ୍ଭେ ମାେତେ ନୂତନ ତୈଳରେ ଅଭିଷିକ୍ତ କରିଅଛ।