Home Bibles ଉପଦେଶକ 8:4 · ଓଡ଼ିଆ ବାଇବେଲ
ଉପଦେଶକ 8:4 · ଓଡ଼ିଆ ବାଇବେଲ

ରାଜାଙ୍କର ଆଦେଶ ଦବୋ ପାଇଁ କ୍ଷମତା ଅଛି। କ'ଣ କରିବାକୁ ହବେ, ତାଙ୍କୁ କହେି କହିପାରିବେ ନାହିଁ ।

Cross references

ଯାତ୍ରା ପୁସ୍ତକ 1:18

ମିଶର ରେ ରାଜା ସହେି ଧାତ୍ରୀମାନଙ୍କୁ ଡ଼କାଇ ପଠାଇ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏପରି କାହିଁକି କଲ? ତୁମ୍ଭମାନେେ କିପରି ପୁତ୍ର ସନ୍ତାନମାନଙ୍କୁ ଜୀବିତ ରଖିଲ।

ଦିତୀୟ ଶାମୁୟେଲ 24:4

ରାଜା ଦାଉଦ ଗକ୍ସ୍ଟରକ୍ସ୍ଟତର ସହକା ରେ ଆଦେଶ ଦେଲେ ଯୋୟାବ ଓ ତାଙ୍କର ସନୋଧ୍ଯକ୍ଷଙ୍କକ୍ସ୍ଟ, ଲୋକମାନଙ୍କୁ ଗଣିବା ପାଇଁ। ତେଣୁ ଯୋୟାବ ଓ ସନୋଧ୍ଯକ୍ଷମାନେ ରାଜାଙ୍କ ପାଖରକ୍ସ୍ଟ ଇଶ୍ରାୟେଲ ଲୋକମାନଙ୍କୁ ଗଣନା କରିବାକୁ ଗଲେ।

ପ୍ରଥମ ରାଜାବଳୀ 1:30

ଯାହା ପୂର୍ବରୁ ମୁଁ ତୁମ୍ଭ ନିକଟରେ ପ୍ରତିଜ୍ଞା କରିଥିଲି ଆଜି ମୁଁ ତାହା କରିବି। ତୁମ୍ଭର ପୁତ୍ର ଶଲୋମନ ରାଜ୍ଯ ଶାସନ କରିବ ଓ ମାେ ଅନ୍ତେ ମାେ ପଦ ରେ ସିଂହାସନ ରେ ବସିବ। ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ନାମ ରେ ମୁଁ ପ୍ରତିଜ୍ଞା କରି କହୁଛି, ମୁଁ ମାରେ ପ୍ରତିଜ୍ଞା ରଖିବି ଓ ଆଜି ତାହା ପାଳନ କରିବି।

ପ୍ରଥମ ରାଜାବଳୀ 2:25

ରାଜା ଶଲୋମନ ଯିହାୟୋଦାରଦାର ପୁତ୍ର ବନାଯକୁ ପଠାଇଲେ ଓ ସେ ୟାଇ ଅଦୋନିଯକୁ ହତ୍ଯା କଲା।

ପ୍ରଥମ ରାଜାବଳୀ 2:29

ରାଜା ଶଲୋମନଙ୍କୁ ସମ୍ବାଦ ଦିଆଗଲା ଯେ, ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ୟାଇ ୟଜ୍ଞବଦେୀ ନିକଟରେ ଅଛି। ଶଲୋମନ ଯିହାୟୋଦାରଦାର ପୁତ୍ର ବନାଯକୁ ଆଦେଶ ଦେଲେ, ୟାଅ, ତାକୁ ହତ୍ଯା କର।

ପ୍ରଥମ ରାଜାବଳୀ 2:46

ତେଣୁ ରାଜା ବନାଯକୁ ଏକ ଆଦେଶ ଦେଲେ, ଶିମିଯକୁ ମାରିବା ପାଇଁ ଏବଂ ସେ ଏହା କଲା। ତା'ପରେ ଶଲୋମନ ନିଜ ରାଜ୍ଯ ଉପରେ ପୁରା ଅଧିକାର ପାଇଲେ।

ଏଜ୍ରା 6:13

ତହିଁରେ ଦାରିଯାବସ୍ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନଯ, ନଦୀ ସେ ପାରିସ୍ଥ ଦଶାେଧ୍ଯକ୍ଷ ଓ ଶଥର ବୋଷଣଯ ଓ ସମାନଙ୍କେ ସଙ୍ଗୀଗଣ ଅତି ଯତ୍ନପୂର୍ବକ କର୍ମମାନ କଲେ।

ଆୟୁବ ପୁସ୍ତକ 9:12

ଯଦି ପରମେଶ୍ବର କାହାଠାରୁ କିଛି ଛଡ଼ାଇ ନିଅନ୍ତି କିଏ ତାଙ୍କୁ ମନାକରି ପାରିବ। କିଏ ତାଙ୍କୁ କହି ପାରିବ, 'ତୁମ୍ଭେ କ'ଣ କରୁଛ?'

ଆୟୁବ ପୁସ୍ତକ 33:12

କିନ୍ତୁ ଆୟୁବ ମୁଁ ତୁମ୍ଭକୁ କହୁଛି, ତୁମ୍ଭେ ସେସବୁ ଭୁଲ୍ କଥା କହିଛ। ପରମେଶ୍ବର ଯେ କୌଣସି ମଣିଷ ଅପେକ୍ଷା ବଡ଼।

ଆୟୁବ ପୁସ୍ତକ 34:18

କହେି ଜଣେ ରାଜାକୁ କ ହେ କି, 'ତୁମ୍ଭେ ଗୋଟିଏ ଅପଦାର୍ଥ ?' କିମ୍ବା କିଏ ନେତାମାନଙ୍କୁ କ ହେ, 'ତୁମ୍ଭମାନେେ ଦୁଷ୍ଟ ଅଟ।'

ହିତୋପଦେଶ 19:12

ରାଜାର କୋର୍ଧ ସିଂହର ଗର୍ଜ୍ଜନ ସଦୃଶ। କିନ୍ତୁ ତା'ର ଅନୁଗ୍ରହ ତୃଣ ଉପ ରେ ଥିବା କାକର ତୁଲ୍ଯ।

ହିତୋପଦେଶ 20:2

ରାଜାଙ୍କର ରାଗ ସିଂହର ଗର୍ଜ୍ଜନ ପରି, ଯେ ତାଙ୍କର କୋରଧ ଜନ୍ମାଏ, ସେ ନିଜେ ତା'ର ଜୀବନ ପ୍ରତି ବିପଦ ଆଣେ।

ହିତୋପଦେଶ 30:31

ୟୁଦ୍ଧାଶ୍ବ, ଛାଗ ଓ ରାଜା ଯାହା ବିରୁଦ୍ଧ ରେ କହେି ଉେଠ ନାହିଁ।

ଦାନିଏଲ 3:15

ଯେତବେେଳେ ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନବେଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ଯ ଶୁଣ, ତୁମ୍ଭମାନେେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭମାନେେ ପୂଜା ନକର ତବେେ ତୁମ୍ଭମାନଙ୍କୁ ଜ୍ବଳନ୍ତ ଅଗ୍ନି କୁମ୍ତ ରେ ଫିଙ୍ଗା ୟିବ। ଆଉ ଏପରି କୌଣସି ଦବେତା ନାହିଁନ୍ତି ଯେ କି ମାଠାରୁେ ତୁମ୍ଭମାନଙ୍କୁ ଉଦ୍ଧାର କରିବ।

ଦାନିଏଲ 4:35

ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ବର୍ଗୀଯ ଶକ୍ତି ବଳ ରେ ପରମେଶ୍ବର ନିଜ ଇଚ୍ଛାନୁସା ରେ ପୃଥିବୀ ନିବାସୀମାନଙ୍କ ମଧିଅରେ କାର୍ୟ୍ଯ କରନ୍ତି। କହେି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନପା ରେ ଓ କହେି ତାଙ୍କୁ କିଛି ପ୍ରଶ୍ନ କରି ନପା ରେ।

ଲୂକଲିଖିତ ସୁସମାଚାର 12:4

ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, ହେ ମାରେ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କୁ କହୁଛି, ଲୋକଙ୍କୁ ଭୟ କର ନାହିଁ। ଲୋକେ କବଳେ ଶରୀରକୁ ମାରି ପକାଇବେ। କିନ୍ତୁ ସତେିକି କରି ସାରିବା ପରେ ସମାନେେ ତୁମ୍ଭମାନଙ୍କର ଆଉ ଅଧିକା କିଛି କରି ପାରିବେ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 9:20

ତୁମ୍ଭେ କବଳେ ଜଣେ ମଣିଷ। ପରମେଶ୍ବରଙ୍କୁ ଓଲଟି ପ୍ରଶ୍ନ ପଚାରିବାର ଅଧୀକାର ତୁମ୍ଭର ନାହିଁ। ମାଟିକଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ ତୁମ୍ଭେ ମାେତେ ଏପରି ଭାବେ କାହିଁକି ଗଢିଲ?

ରୋମୀୟଙ୍କ ପ୍ରତି ପତ୍ର 13:1

ପ୍ରେତ୍ୟକକ ଲୋକର ସରକାରୀ ଶାସକମାନଙ୍କ ଅଧୀନତା ସ୍ବୀକାର କରିବା ଉଚିତ୍। କାରଣ ସମାନଙ୍କେ ଏହି କ୍ଷମତା ପରମେଶ୍ବରଙ୍କ ଦ୍ବାରା ଦିଆଯାଇଛି ଏବଂ ବର୍ତ୍ତମାନ ଯେଉଁ ମାନେ ଅଧିକାରୀ , ପରମେଶ୍ବରଙ୍କ ଦ୍ବାରା ସମାନଙ୍କେୁ ଏହି କ୍ଷମତା ପ୍ରଦାନ କରା ଯାଇଛି।

Interlinear

Choose Theme