Home Bibles ଏଜ୍ରା 6:13 · ଓଡ଼ିଆ ବାଇବେଲ
ଏଜ୍ରା 6:13 · ଓଡ଼ିଆ ବାଇବେଲ

ତହିଁରେ ଦାରିଯାବସ୍ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନଯ, ନଦୀ ସେ ପାରିସ୍ଥ ଦଶାେଧ୍ଯକ୍ଷ ଓ ଶଥର ବୋଷଣଯ ଓ ସମାନଙ୍କେ ସଙ୍ଗୀଗଣ ଅତି ଯତ୍ନପୂର୍ବକ କର୍ମମାନ କଲେ।

Cross references

ଏଜ୍ରା 4:9

ରହୂମ୍ ମନ୍ତ୍ରୀ ଓ ଶିମ୍ଶଯ ଲେଖକ ଓ ସମାନଙ୍କେର ଅନ୍ୟ ସଙ୍ଗୀମାନେ ଯଥା:-ବିଗ୍ଭରକଗଣ, ସନୋପତି, ପାର୍ସୀ ଅଧିକାରୀଗଣ, ଅର୍କବୀଯମାନେ, ବାବିଲୀଯଗଣ ଏବଂ ଶୂଶରୁ ଏଲମୀଯଗଣ।

ଏଜ୍ରା 4:23

ତହିଁରେ ରହୂମର ଓ ଲେଖକ ଶିମ୍ଶଯର ଓ ସମାନଙ୍କେ ସଙ୍ଗୀମାନଙ୍କ ନିକଟରେ ଅଭିକ୍ଷସ୍ତ ରାଜାର ପୁତ୍ରର ଅନୁଲିପି ପଢାୟା'ନ୍ତେ ସମାନେେ ଶୀଘ୍ର ୟିରୁଶାଲମକୁ ୟିହୁଦୀଯମାନଙ୍କ ନିକଟକୁ ୟାଇ ବଳ ଓ କ୍ଷମତାଦ୍ବାରା ସମାନଙ୍କେୁ କାର୍ୟ୍ଯରୁ ନିବୃତ୍ତ କଲେ।

ଏଜ୍ରା 5:6

ତତ୍ତନଯ ନଦୀ ସପୋରିସ୍ଥ ଦଶାେଧ୍ଯକ୍ଷ ଓ ଶଥରବୋଷଣଯ ଓ ନଦୀ ସପୋରିସ୍ଥ ତାହାର ସଙ୍ଗୀ ଅଫର୍ସଖୀଯମାନଙ୍କର ଦାରିଯାବସ ରାଜା ନିକଟକୁ ପ୍ ରରେିତ ପତ୍ରର ଅନୁଲିପି

ଏଜ୍ରା 6:6

ଏଣୁ ହେ ତତ୍ତନଯ, ନଦୀ ସେ ପାରିସ୍ଥ ଦଶାେଧ୍ଯକ୍ଷ ଏବଂ ଶଥର ବୋଷଣଯ, ତୁମ୍ଭମାନେେ ଓ ତୁମ୍ଭମାନଙ୍କ ସାଥି ଅଧିକାରୀଗଣ ନଦୀ ସପୋରିସ୍ଥ ତାଠାରୁ ଦୂର ରେ ରୁହ।

ଏଷ୍ଟର ବିବରଣ 6:11

ତେଣୁ ହାମନ୍ ସହେି ବସନ ଓ ଅଶ୍ବନଇେ ମର୍ଦ୍ଦଖଯକୁ ବସ୍ତ୍ରାନିତ୍ବା କଲା ଓ ଅଶ୍ବାରୋହଣ କରାଇ ନଗର ଦାଣ୍ତ ରେ ବୁଲାଇଲା। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାପ୍ରତି ଏହିପରି କରାୟାଏ। ଏହିକଥା ତାହାର ଆଗେ ଆଗେ ଘାଷେଣା କଲା।

ଆୟୁବ ପୁସ୍ତକ 5:12

ପରମେଶ୍ବର ମନ୍ଦ ଓ ଚତୁର ଲୋକର କାମନାକୁ ବ୍ଯର୍ଥ କରନ୍ତି ଏବଂ ସମାନଙ୍କେୁ ସଫଳତା ଦିଅନ୍ତି ନାହିଁ।

ହିତୋପଦେଶ 29:26

ଅନକେ ଶାସନକର୍ତ୍ତାର ପାଖରୁ ନ୍ଯାଯ ପାଇଁ ଇଚ୍ଛା କରନ୍ତି। ମାତ୍ର ମନୁଷ୍ଯର ପ୍ରକୃତ ବିଚାର ସଦାପ୍ରଭୁଙ୍କଠାରୁ ଆସିଥାଏ।

ଉପଦେଶକ 8:4

ରାଜାଙ୍କର ଆଦେଶ ଦବୋ ପାଇଁ କ୍ଷମତା ଅଛି। କ'ଣ କରିବାକୁ ହବେ, ତାଙ୍କୁ କହେି କହିପାରିବେ ନାହିଁ ।

Interlinear

Choose Theme