Home Bibles ପ୍ରଥମ ରାଜାବଳୀ 1:30 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 1:30 · ଓଡ଼ିଆ ବାଇବେଲ

ଯାହା ପୂର୍ବରୁ ମୁଁ ତୁମ୍ଭ ନିକଟରେ ପ୍ରତିଜ୍ଞା କରିଥିଲି ଆଜି ମୁଁ ତାହା କରିବି। ତୁମ୍ଭର ପୁତ୍ର ଶଲୋମନ ରାଜ୍ଯ ଶାସନ କରିବ ଓ ମାେ ଅନ୍ତେ ମାେ ପଦ ରେ ସିଂହାସନ ରେ ବସିବ। ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ନାମ ରେ ମୁଁ ପ୍ରତିଜ୍ଞା କରି କହୁଛି, ମୁଁ ମାରେ ପ୍ରତିଜ୍ଞା ରଖିବି ଓ ଆଜି ତାହା ପାଳନ କରିବି।

Cross references

ପ୍ରଥମ ରାଜାବଳୀ 1:13

ତୁମ୍ଭେ ରାଜା ଦାଉଦଙ୍କ ନିକଟକୁ ୟାଇ କୁହ, ' ହେ ମାରେ ମହାଶୟ ମହାରାଜ, ଆପଣ କ'ଣ ପ୍ରତିଜ୍ଞା କରି ଏ ଦାସୀକୁ କହି ନ ଥିଲେ, ମାେ ଉତ୍ତା ରେ ତୁମ୍ଭର ପୁତ୍ର ଶଲୋମନ ରାଜ୍ଯ ଶାସନ କରିବ ଓ ସେ ମାେ ସିଂହାସନ ରେ ବସିବ? ତବେେ ଅଦୋନିଯ କିପରି ରାଜ୍ଯ କରୁଅଛି?'

ପ୍ରଥମ ରାଜାବଳୀ 1:17

ବତ୍ଶବୋ କହିଲେ, ହେ ମାରେ ମହାଶୟ, ଆପଣ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ନାମ ରେ ଏ ଦାସୀ ନିକଟରେ ପ୍ରତିଜ୍ଞା କରିଥିଲେ ଯେ, 'ମାେ ଉତ୍ତା ରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚଯ ରାଜା ହବେ ଓ ସେ ମାେ ସିଂହାସନ ରେ ବସିବ'।

ପ୍ରଥମ ରାଜାବଳୀ 2:12

ଶଲୋମନ ନିଜ ପିତା ଦାଉଦଙ୍କର ସିଂହାସନ ରେ ଉପବିଷ୍ଟ ହାଇେ ଇଶ୍ରାୟେଲ ଉପରେ ରାଜତ୍ବ କଲେ। ଓ ତାଙ୍କର ରାଜ୍ଯ ଅତୋଶଯ ଦୃଢ ହେଲା।

ପ୍ରଥମ ବଂଶାବଳୀ 28:5

ସଦାପ୍ରଭୁ ମାେତେ ଅନକେ ପୁତ୍ର ଦଇେଛନ୍ତି। ଆଉ ଏହି ସମସ୍ତ ପୁତ୍ରଗଣଙ୍କ ମଧ୍ଯରୁ ସଦାପ୍ରଭୁ ଶଲୋମନକୁ ସଦାପ୍ରଭୁଙ୍କ ରାଜ୍ଯର ସିଂହାସନ ରେ ବସିବା ପାଇଁ ଏବଂ ଇଶ୍ରାୟେଲ ରେ ଶାସନ କରିବା ପାଇଁ ମନୋନୀତ କରିଅଛନ୍ତି।

ପ୍ରଥମ ବଂଶାବଳୀ 29:23

ଏହାପରେ ଶଲୋମନ ସଦାପ୍ରଭୁଙ୍କ ସିଂହାସନ ରେ ରାଜାରୂପେ ବସିଲେ। ଶଲୋମନ ତାଙ୍କ ପିତାଙ୍କ ସ୍ଥାନ ନେଲେ। ଶଲୋମନ ଅତ୍ଯନ୍ତ ସଫଳ ହେଲେ। ଇଶ୍ରାୟେଲର ସମସ୍ତ ଲୋକ ଶଲୋମନଙ୍କର ବାଧ୍ଯ ହେଲେ।

ପ୍ରଥମ ବଂଶାବଳୀ 29:28

ଦାଉଦ ବୃଦ୍ଧ ହବୋରୁ ମୃତ୍ଯୁଭୋଗ କଲେ। ଦାଉଦ ଏକ ଉତ୍ତମ, ଦୀର୍ଘ ଜୀବନୟାପନ କରିଥିଲେ। ଦାଉଦ ଅନକେ ଧନସମ୍ପତ୍ତି ଓ ସମ୍ମାନର ଅଧିକାରୀ ହାଇେଥିଲେ ଆଉ ଦାଉଦଙ୍କ ପରେ ତାଙ୍କର ପୁତ୍ର ଶ ଲୋମନ ରାଜା ହେଲେ।

ଉପଦେଶକ 8:4

ରାଜାଙ୍କର ଆଦେଶ ଦବୋ ପାଇଁ କ୍ଷମତା ଅଛି। କ'ଣ କରିବାକୁ ହବେ, ତାଙ୍କୁ କହେି କହିପାରିବେ ନାହିଁ ।

Interlinear

Choose Theme