ରାଜା ଶଲୋମନ ଯିହାୟୋଦାରଦାର ପୁତ୍ର ବନାଯକୁ ପଠାଇଲେ ଓ ସେ ୟାଇ ଅଦୋନିଯକୁ ହତ୍ଯା କଲା।
Cross references
ଏହାପରେ ଗିଦ୍ଦିୟୋନ ଯେଥରକକ୍ସ୍ଟ କହିଲେ, ଯେ କି ତାଙ୍କର ଜେଷ୍ଠ ପକ୍ସ୍ଟତ୍ର ଥିଲା, ଏହି ରାଜାମାନଙ୍କୁ ହତ୍ଯାକର। କିନ୍ତୁ ଯେଥର ଜଣେ ବାଳକ ଥିବାରକ୍ସ୍ଟ ଭୟ କଲେ। ତେଣୁ ସେ ତାଙ୍କର ଖଡ୍ଗ ବାହାର କଲେ ନାହିଁ।
ଏହାପରେ ସମାନେେ ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, ଆମ୍ଭମାନେେ ଆସିଛକ୍ସ୍ଟ ତୁମ୍ଭକୁ ବାନ୍ଧି ପଲେଷ୍ଟୀୟମାନଙ୍କୁ ଦବେକ୍ସ୍ଟ।
କିନ୍ତୁଶାମକ୍ସ୍ଟଯଲେ ଅଗାଗକକ୍ସ୍ଟ କହିଲେ, ତକ୍ସ୍ଟମ୍ଭ ଖଡ୍ଗ ଯମେନ୍ତ ସ୍ତ୍ରୀମାନଙ୍କୁ ସନ୍ତାନ ହିନ କରିଅଛି, ଯମେନ୍ତ ସ୍ତ୍ରୀମାନଙ୍କ ମଧିଅରେ ତୁମ୍ଭର ମାତା ସନ୍ତାନହିତ ହବେ। ତହକ୍ସ୍ଟଁ ଶାମକ୍ସ୍ଟଯଲେ ଗିଲ୍ଗଲ୍ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଅଗାଗକକ୍ସ୍ଟ ଖଣ୍ତ ଖଣ୍ତ କରି ହାଣିଲେ।
ଦାଉଦ ଅମାଲକେୀଯଙ୍କକ୍ସ୍ଟ କହିଲେ, ତୁମ୍ଭେ ତୁମ୍ଭର ମୃତକ୍ସ୍ଟ୍ଯ ପାଇଁ ଦାଯୀ, ତୁମ୍ଭେ ନିଜେ କହକ୍ସ୍ଟଛ ଯେ ସଦାପ୍ରଭୁଙ୍କ ଦ୍ବାରା ମନୋନୀତ ରାଜାଙ୍କକ୍ସ୍ଟ ତୁମ୍ଭେ ହତ୍ଯା କରିଛ ବୋଲି। ତେଣୁ ତୁମ୍ଭେ ଦୋଷୀ।
ତେଣୁ ରାଜା ଦାଉଦ ତାଙ୍କର ୟକ୍ସ୍ଟବା ସୈନିକମାନଙ୍କୁ ରେଖବ ଓ ବାନାକକ୍ସ୍ଟ ହତ୍ଯା କରିବା ପାଇଁ ଆଦେଶ ଦେଲେ। ସୈନ୍ଯମାନେ ରେଖବ ଓ ବାନାର ହସ୍ତ ଓ ପାଦ କାଟି ହିବ୍ରୋଣସ୍ଥ ପୋଖରୀ ନିକଟରେ ଝକ୍ସ୍ଟଲାଇ ଦେଲେ। ଏବଂ ଇଶ୍ବୋଶତ୍ର ମସ୍ତକ ନଇେ ହିବ୍ରୋଣ ରେ ଅବ୍ନର କବର ରେ କବର ଦେଲେ।
ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ କରେଥୀଯ ଓ ପଲେଥୀଯମାନଙ୍କ ଦାଯିତ୍ବ ରେ ଥିଲେ। ଏବଂ ଦାଉଦଙ୍କର ପକ୍ସ୍ଟତ୍ରମାନେ ମହତ୍ବପୂର୍ଣ୍ଣ ନତେୃବର୍ଗ ଥିଲେ।
ତେଣୁ ଖଡ୍ଗ ତୁମ୍ଭର ପରିବାରର ଜୀବନ ନବୋ ଚିରଦିନ ଗ୍ଭଲକ୍ସ୍ଟରଖିବ। କାରଣ ହିତ୍ତୀଯ ଊରିଯର ସ୍ତ୍ରୀକକ୍ସ୍ଟ ନଇେ ତୁମ୍ଭର ସ୍ତ୍ରୀ କରି ମାେତେ ତକ୍ସ୍ଟଚ୍ଛ ଜ୍ଞାନ କରିଅଛ।'
ତା'ପରେ ରାଜା ବନାଯକୁ ଆଦେଶ ଦେଲେ, ସେ ଯେପରି କହିଅଛି, ସହେିପରି କର। ସହେିଠା ରେ ତାକୁ ହତ୍ଯା କର ଓ କବର ଦିଅ। ତାହାହେଲେ ଯୋୟାବ ନୀରିହମାନଙ୍କର ଯେଉଁ ରକ୍ତପାତ କରିଥିଲା, ସହେି ପାପରୁ ମୁଁ ଓ ମାରେ ପରିବାର ମୁକ୍ତ ହବେୁ।
ଏହାପରେ ଯିହାୟୋଦାର ପୁତ୍ର ବନାଯ ୟାଇ ଯୋୟାବକୁ ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜର ଗୃହ ରେ ତାହାର କବର ଦିଆଗଲା।
ତେଣୁ ରାଜା ବନାଯକୁ ଏକ ଆଦେଶ ଦେଲେ, ଶିମିଯକୁ ମାରିବା ପାଇଁ ଏବଂ ସେ ଏହା କଲା। ତା'ପରେ ଶଲୋମନ ନିଜ ରାଜ୍ଯ ଉପରେ ପୁରା ଅଧିକାର ପାଇଲେ।