Home Bibles ଉପଦେଶକ 8:3 · ଓଡ଼ିଆ ବାଇବେଲ
ଉପଦେଶକ 8:3 · ଓଡ଼ିଆ ବାଇବେଲ

ଭୟ କର ନାହିଁ, ତାଙ୍କର ଉପସ୍ଥିତି ରେ ବାହାରି ୟାଅ, ବିଳମ୍ବ କର ନାହିଁ ଯେତବେେଳେ ବାଣିଜ୍ଯ ମନ୍ଦ ଅଟେ। ମନରେଖ ରାଜା ଯାହା ଚାହିଁବେ ତାଙ୍କ ଇଚ୍ଛା ରେ କରିବେ।

Cross references

ପ୍ରଥମ ରାଜାବଳୀ 1:50

ଅଦୋନିଯ ମଧ୍ଯ ଭୟ କଲା। କାରଣ ସେ ଶଲୋମନଙ୍କୁ ଭୟ କରୁଥିଲା। ତେଣୁ ସେ ଉଠିୟାଇ ୟଜ୍ଞବଦେୀର ଶିଙ୍ଗକୁ ଅବଲମ୍ବନ କଲା

ପ୍ରଥମ ରାଜାବଳୀ 2:21

ତେଣୁ ବତ୍ଶବୋ କହିଲେ, ଶୁନମେୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନିଯ ସହିତ ବିବାହ ଦିଆଯାଉ।

ହିତୋପଦେଶ 14:29

ଯେ କୋରଧ ରେ ଧୀର, ସେ ବଡ଼ ଜ୍ଞାନୀ। ଜଣେ ୟିଏ ହଠାତ୍ ରାଗେ, ସେ ଅଜ୍ଞ ବୋଲି ଦର୍ଶାଏ।

ହିତୋପଦେଶ 16:14

ରାଜାଙ୍କର କୋରଧ ମୃତ୍ଯୁର ଦୂତପରି। ମାତ୍ର ଜ୍ଞାନୀଲୋକ ତାହା ଶାନ୍ତ କରେ।

ହିତୋପଦେଶ 24:21

ହେ ମାରେ ପୁତ୍ର, ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ଭୟ କର। ସହେି ଲୋକମାନଙ୍କ ସହିତ ଜଡିତ ହୁଅ ନାହିଁ। ଯେଉଁମାନେ ସମାନଙ୍କେର ବିପକ୍ଷ ରେ ଅଛନ୍ତି।

ହିତୋପଦେଶ 30:31

ୟୁଦ୍ଧାଶ୍ବ, ଛାଗ ଓ ରାଜା ଯାହା ବିରୁଦ୍ଧ ରେ କହେି ଉେଠ ନାହିଁ।

ଉପଦେଶକ 10:4

କାରଣ ଜଣେ ଶାସକ ତୁମ୍ଭ ଉପ ରେ ରାଗିଛନ୍ତି, ସେଥିପାଇଁ ପଳାଇୟାଅ ନାହିଁ। ଏକ ଶାନ୍ତି ଆତ୍ମା ମହାଭୁଲ୍କୁ ମଧ୍ଯ ଅତିକ୍ରମ କରିପା ରେ। କାରଣ ଅଧିନତା ସ୍ବୀକାର ଦ୍ବାରା ମହା ଅନିଷ୍ଟ କ୍ଷାନ୍ତ ହୁଏ।

ଯିଶାଇୟ 48:4

କାରଣ ମୁଁ ଜାଣେ ତୁମ୍ଭେ ଅବାଧ୍ଯ ; ମାରେ ବାକ୍ଯ ତୁମ୍ଭେ ବିଶ୍ବାସ କରିବାକୁ ଅସମ୍ମତ। ତୁମ୍ଭର ଗ୍ରୀବା ଲୌହନଳୀ ଓ ତୁମ୍ଭର କପାଳ ପିତ୍ତଳ ସ୍ବରୂପ ବୋଲି ଆମ୍ଭେ ଜାଣିଲୁ।

ଯିରିମିୟ 44:16

ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ଆମ୍ଭମାନଙ୍କୁ ଯେଉଁ କଥା କହିଅଛ, ତୁମ୍ଭର ସହେି କଥା ଆମ୍ଭମାନେେ ଶୁଣିବୁ ନାହିଁ।

ଦାନିଏଲ 4:35

ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ବର୍ଗୀଯ ଶକ୍ତି ବଳ ରେ ପରମେଶ୍ବର ନିଜ ଇଚ୍ଛାନୁସା ରେ ପୃଥିବୀ ନିବାସୀମାନଙ୍କ ମଧିଅରେ କାର୍ୟ୍ଯ କରନ୍ତି। କହେି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନପା ରେ ଓ କହେି ତାଙ୍କୁ କିଛି ପ୍ରଶ୍ନ କରି ନପା ରେ।

ଦାନିଏଲ 5:19

ପରମେଶ୍ବର ତାଙ୍କୁ ଏପରି ମହିମାନ୍ବିତ କଲେ ଯେ ସକଳ ଗୋଷ୍ଠୀ, ନାନା ଦେଶୀଯ ଓ ଭାଷାବାଦୀ ଲୋକମାନେ ତାଙ୍କ ଛାମୁ ରେ କମ୍ପିତ ହାଇେ ଭୟ କଲେ। ସେ ଯାହାକୁ ମାରିବାକୁ ଚାହିଁଲେ ତାକୁ ବଧ କଲେ। ପୁଣି ଯାହାକୁ ବଞ୍ଚିବାକୁ ଚାହିଁଲେ, ସେ ଜୀବିତ ରହିଲା। ତାଙ୍କରି ଇଚ୍ଛାନୁସା ରେ ଜଣେ ଉନ୍ନତ ହେଲା ଓ ତାଙ୍କର ଇଚ୍ଛାନୁସା ରେ ଜଣେ ଅବନତ ହେଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:8

ପିତର ତାହାକୁ ପଚ଼ାରିଲେ, ମାେତେ କୁହ, ତୁମ୍ଭେ ତୁମ୍ଭ ଜମି ସତେିକି ଦାମ୍ ରେ ବିକ୍ରୀ କରିଛ କି?

Interlinear

Choose Theme