Home Bibles ହିତୋପଦେଶ 20:2 · ଓଡ଼ିଆ ବାଇବେଲ
ହିତୋପଦେଶ 20:2 · ଓଡ଼ିଆ ବାଇବେଲ

ରାଜାଙ୍କର ରାଗ ସିଂହର ଗର୍ଜ୍ଜନ ପରି, ଯେ ତାଙ୍କର କୋରଧ ଜନ୍ମାଏ, ସେ ନିଜେ ତା'ର ଜୀବନ ପ୍ରତି ବିପଦ ଆଣେ।

Cross references

ଗଣନା ପୁସ୍ତକ 16:38

ଏଣୁ ସେସବୁକୁ ପିଟାପାତ୍ର କରାଯାଉ ଓ ତାହା ୟଜ୍ଞବଦେୀର ଆଚ୍ଛାଦକ ନିମନ୍ତେ ବ୍ଯବହୃତ ହେଉ। ଏହିସବୁ ଇଶ୍ରାୟେଲ ସନ୍ତାନଗଣ ପ୍ରତି ଚିହ୍ନ ସ୍ବରୂପ ହବେ।

ପ୍ରଥମ ରାଜାବଳୀ 2:23

ରାଜା ଶଲୋମନ ସଦାପ୍ରଭୁଙ୍କ ନାମ ରେ ପ୍ରତିଜ୍ଞା କରି କହିଲେ, ମୁଁ ଶପଥ କରୁଛି ଯେ, ମୁଁ ଅଦୋନିଯକୁ ଏଥିପାଇଁ ମୂଲ୍ଯ ଦିଆ କରାଇବି। ଏବଂ ତା'ର ଜୀବନ ନବେି। ଅଦୋନିଯ ଏହି କଥା ଆପଣା ପ୍ରାଣ ବିରୁଦ୍ଧ ରେ କହି ନଥାଏ।

ପ୍ରଥମ ରାଜାବଳୀ 2:24

ସଦାପ୍ରଭୁ ମାେତେ ଇଶ୍ରାୟେଲର ରାଜା କରିଛନ୍ତି, ସେ ମାେତେ ମାରେ ପିତା ଦାଉଦଙ୍କ ସିଂହାସନ ରେ ଅଧିଷ୍ଠିତ କରିଛନ୍ତି। ସଦାପ୍ରଭୁ ତାଙ୍କର ପ୍ରତୀଜ୍ଞା ରଖିଛନ୍ତି ଓ ମାେତେ ମାରେ ପରିବରକୁ ରାଜ୍ଯ ଦଇେଛନ୍ତି। ମୁଁ ସଦାପ୍ରଭୁଙ୍କ ନାମ ରେ ଶପଥ କରି କହୁଛି, ଯେ କୌଣସି ମତେ ଅଦୋନିଯ ଆଜି ନିଶ୍ଚଯ ହତ ହବେ।

ହିତୋପଦେଶ 8:36

କିନ୍ତୁ ଯେ ମାରେ ବିରୁଦ୍ଧ ରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ। ଯେଉଁ ସବୁ ଲୋକ ମାେତେ ଘୃଣା କରନ୍ତି, ସମାନେେ ମୃତ୍ଯୁକୁ ଭୟ କରନ୍ତି।

ହିତୋପଦେଶ 16:14

ରାଜାଙ୍କର କୋରଧ ମୃତ୍ଯୁର ଦୂତପରି। ମାତ୍ର ଜ୍ଞାନୀଲୋକ ତାହା ଶାନ୍ତ କରେ।

ହିତୋପଦେଶ 19:12

ରାଜାର କୋର୍ଧ ସିଂହର ଗର୍ଜ୍ଜନ ସଦୃଶ। କିନ୍ତୁ ତା'ର ଅନୁଗ୍ରହ ତୃଣ ଉପ ରେ ଥିବା କାକର ତୁଲ୍ଯ।

ଉପଦେଶକ 10:4

କାରଣ ଜଣେ ଶାସକ ତୁମ୍ଭ ଉପ ରେ ରାଗିଛନ୍ତି, ସେଥିପାଇଁ ପଳାଇୟାଅ ନାହିଁ। ଏକ ଶାନ୍ତି ଆତ୍ମା ମହାଭୁଲ୍କୁ ମଧ୍ଯ ଅତିକ୍ରମ କରିପା ରେ। କାରଣ ଅଧିନତା ସ୍ବୀକାର ଦ୍ବାରା ମହା ଅନିଷ୍ଟ କ୍ଷାନ୍ତ ହୁଏ।

ହୋଶେୟ 11:10

ଆମ୍ଭେ ଗୋଟିଏ ସିଂହ ସଦୃଶ ଗର୍ଜ୍ଜନ କରିବା। ଆମ୍ଭର ପିଲାମାନେ ଆସିବେ ଓ ଆମ୍ଭଙ୍କୁ ଅନୁସରଣ କରିବେ। ଏହି ପିଲାମାନେ ଭୟ ରେ ଥରିଥରି ପଶ୍ଚିମରୁ ଆସିବେ।

ଆମୋଷ 3:8

ୟହି ସିଂହ ଗର୍ଜ୍ଜନ କରେ, ତବେେ ଲୋକମାନେ ଭୟଭୀତ ହବେେ। ଯଦି ସଦାପ୍ରଭୁ କହନ୍ତି, ଭବିଷ୍ଯଦବାଣୀ ପ୍ରଚାର କରିବାକୁ, କିଏ ସହେି ଭବିଷ୍ଯବାଣୀ ପ୍ରଚାର ନ କରିବ।

ହବକକୂକ 2:10

ତୁମ୍ଭେ ବହୁତ ଲୋକଙ୍କୁ ଧ୍ବଂସ କରିଅଛ। କିନ୍ତୁ ତୁମ୍ଭେ ନିଜ ଘରକୁ ଲଜ୍ଜା ଆଣିଥିଲ। ତୁମ୍ଭେ ନିଜ ଜୀବନ ବିପକ୍ଷ ରେ ପାପ କରିଅଛ।

Interlinear

Choose Theme