ଯେଉଁ ବ୍ଯକ୍ତି ଆଦେଶକୁ ମାନେ କୌଣସି ବିପଦକୁ ଜାଣିବ ନାହିଁ। ଜଣେ ଜ୍ଞାନୀଲୋକ ସମୟ ଏବଂ କ'ଣ ଠିକ୍ ତା'ର ଉପାଯ ଜାଣେ।
Cross references
ମାତ୍ର ସହେି ଧାତ୍ରୀମାନେ ପରମେଶ୍ବରଙ୍କୁ ବିଶ୍ବାସ କରୁଥିବାରୁ, ରାଜାଙ୍କ ଆଜ୍ଞା ମାନି ନଥିଲେ. ସମାନେେ ପୁତ୍ର ସନ୍ତାନକୁ ଜୀବିତ ରଖିଲେ।
ପରମେଶ୍ବର ସହେି ଧାତ୍ରୀମାନଙ୍କର ମଙ୍ଗଳ କଲେ ଏବଂ ସମାନଙ୍କେର ପରିବାରଗୁଡ଼ିକୁ ବଢ଼ାଇଲେ।
ଇଷାଖର ଗୋଷ୍ଠୀରୁ 200 ଜଣ ଜ୍ଞାନୀ ନେତା ଥିଲେ। ସହେି ବ୍ଯକ୍ତିମାନେ ଇଶ୍ରାୟେଲ ନିମନ୍ତେ ଯଥାର୍ଥ ସମୟରେ କି ପ୍ରକାର କର୍ମ କରିବା ଉଚିତ୍, ତାହା ବୁଝିପାରୁଥିଲେ। ସମାନଙ୍କେର ଆତ୍ମୀଯମାନେ ସମାନଙ୍କେ ସହିତ ରେ ଓ ସମାନଙ୍କେ ଅଧୀନ ରେ ଥିଲେ।
ୟଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି, ତବେେ ମୁଁ ଲଜ୍ଜିତ ହବେି ନାହିଁ।
ବୁଦ୍ଧିମାନର ସମ୍ମୁଖ ରେ ଜ୍ଞାନ ଥାଏ। ମାତ୍ର ମୂର୍ଖର ଦୃଷ୍ଟି ପୃଥିବୀର ପ୍ରାନ୍ତ ରେ ଥାଏ।
ଜ୍ଞାନବାନ ବ୍ଯକ୍ତି ଆଲୋକରେ ଗମନ କରେ, ମାତ୍ର ମୂର୍ଖ ବ୍ଯକ୍ତି ଅନ୍ଧକାର ରେ ଗମନ କରେ। କିନ୍ତୁ ମୁଁ ଦେଖିଲି ଏକପ୍ରକାର ଘଟଣା ଉଭୟ ଜ୍ଞାନୀମାନଙ୍କ ଓ ମୂର୍ଖମାନଙ୍କ ପାଇଁ ଘଟୁଛି। ଶଷେ ରେ ଉଭୟ ମୃତ୍ଯୁବରଣ କରନ୍ତି।
ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ତୁମ୍ଭେ ସର୍ବଦା ରାଜାଆଜ୍ଞା ପାଳନ କର। ତୁମ୍ଭେ ଏପରି କର କାରଣ ତୁମ୍ଭେ ପରମେଶ୍ବରଙ୍କଠା ରେ ତାହା କରିବାକୁ ପ୍ରତିଜ୍ଞା କରିଅଛ।
ଜଣେ ଜ୍ଞାନୀର ହୃଦଯ ତାକୁ ଠିକ୍ ପଥରେ ଆଗଇେ ନିଏ, କିନ୍ତୁ ଜଣେ ମୂର୍ଖର ହୃଦଯ ତାକୁ ଭୁଲ୍ ବାଟରେ ଆଗଇେ ନିଏ।
ଇଫ୍ରଯିମ ଦଣ୍ତିତ ହବେ। ସେ ଦ୍ରାକ୍ଷାଫଳ ପରି ଦଳି ଚକଟି ହାଇଯେିବ। କାହିଁକି? କାରଣ ସେ କଳୁଷିତ ପଛ ରେ ଅନୁସରଣ କରିବାକୁ ସ୍ଥିର କରିଛି।
ହେ କପଟୀଗଣ! ତୁମ୍ଭମାନେେ ପାଗ ବାଷୟ ରେ ତ ଜାଣି ପାରୁଛ। ତବେେ ଏହି ସମୟରେ କ'ଣ ଘଟୁଛି, ତାହା କାହିଁକି ଜାଣି ପାରୁନାହଁ?
ଯୀଶୁ ସମାନଙ୍କେୁ କହିଲେ, ତବେେ ଯାହା କାଇସରଙ୍କର, ତାହା କାଇସରଙ୍କୁ ଦଇଦେିଅ, ଯାହା ପରମେଶ୍ବରଙ୍କର ତାହା ପରମେଶ୍ବରଙ୍କୁ ଦଇଦେିଅ।
କିନ୍ତୁ ଯୋହନ ଓ ପିତର ସମାନଙ୍କେୁ ଉତ୍ତର ଦେଲେ, ପରମେଶ୍ବରଙ୍କ ଆଜ୍ଞା ଅପେକ୍ଷା ତୁମ୍ଭମାନଙ୍କର ଆଜ୍ଞା ପାଳନ କରିବା ଆମ୍ଭର ଉଚିତ କି ନାହିଁ, ତାହା ତୁମ୍ଭମାନେେ ବିଚାର କର। ଆମ୍ଭେ ଯାହା ଦେଖିଛୁ ଓ ଯାହା ଶୁଣିଛୁ ତାହା ଲୋକମାନଙ୍କୁ ନକହି ରହିପାରିବୁ ନାହିଁ।
ପିତର ଓ ଅନ୍ୟ ପ୍ ରରେିତମାନେ ଉତ୍ତର ଦେଲେ, ଆମ୍ଭମାନେେ ମନୁଷ୍ଯମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ବରଙ୍କ ଆଜ୍ଞା ନିଶ୍ଚୟ ମାନିବୁ।
ସେଥିପାଇଁ ଶାସକଙ୍କ ଆଜ୍ଞା ପାଳନ କରିବାକୁ ତୁମ୍ଭେ ବାଧ୍ଯ। ପାଳନ ନ କରିବା କାରଣରୁ ଯେ ଦଣ୍ତିତ ହବେ, ସେଥିପାଇଁ ଆଜ୍ଞା ପାଳନ କର ନାହିଁ। ଅଧିକନ୍ତୁ ଶାସନକୁ ମାନିବା ଠିକ୍ କାମ ବୋଲି ଯାଣିଥିବାରୁ ତୁମ୍ଭେ ଏପରି କରିବା ଉଚିତ୍।
ଯେଉଁଲୋକ ଆଧ୍ଯାତ୍ମିକ ନୁହେଁ, ସେ ପରମେଶ୍ବରଙ୍କ ଆତ୍ମିକ ସତ୍ଯଗୁଡ଼ିକୁ ଗ୍ରହଣ କରେ ନାହିଁ। ସେ ଏହିସବୁ ବିଷୟଗୁଡ଼ିକୁ ମୁର୍ଖାମୀ ବୋଲି ଭାବେ। ସେ ଆତ୍ମାର ସତ୍ଯଗୁଡ଼ିକୁ ବୁଝିପା ରେ ନାହିଁ, କାରଣ ସଗେୁଡ଼ିକୁ କବଳେ ଆଧ୍ଯାତ୍ମିକ ଭାବରେ ବିଚାର କରି ହବେ।
ତୁମ୍ଭମାନଙ୍କ ପାଇଁ ମାରେପ୍ରାର୍ଥନା ଏହି ଯେ :
ସେଥିପାଇଁ ଯେଉଁଦିନଠାରୁ ଆମ୍ଭେ ତୁମ୍ଭମାନଙ୍କ ବିଷୟ ରେ ଏହି କଥା ଶୁଣିଲୁ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରୁଛୁ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଛୁ :
କିନ୍ତୁ କଠିନ ଖାଦ୍ୟ ସହେିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ଯବହାର ବନ୍ଦ କରି ଦଇେଛନ୍ତି। ଏହା ସହେିମାନଙ୍କ ପାଇଁ ଯେଉଁମାନେ ଆତ୍ମା ରେ ବୃଦ୍ଧି ପାଇଛନ୍ତି।
ଯଦି ତୁମ୍ଭେ ସବୁବେଳେ ଭଲ କରିବା ପାଇଁ ଚେଷ୍ଟା କରୁଥାଅ, ତା ହେଲେ କୌଣସି ଲୋକ ତୁମ୍ଭକୁ ଆଘାତ କରି ପାରିବ ନାହିଁ।