Home Bibles ☰ Books ଦିତୀୟ ଶାମୁୟେଲ 19:8 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 19:8 · ଓଡ଼ିଆ ବାଇବେଲ

ଏହାପଲର ରାଜା ଉଠି ନଗର ଦ୍ବାରସର ବସିଲଲ, ଏ ଖବର ଗ୍ଭରିଆଲଡ ପ୍ରଗ୍ଭରିତସହାଇଗଲାସଯ ରାଜା ନଗରଦ୍ବାର ନିକଟଲର ବସିଛନ୍ତି।ସତଣୁ ସମସ୍ତସଲାକ ରାଜା ଦାଉଦଙ୍କକ୍ସ୍ଟସଦଖିବାକକ୍ସ୍ଟ ଆସିଲଲ।

Cross references

ଦିତୀୟ ଶାମୁୟେଲ 15:2

ଅବଶା ଲୋମ ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଉଠି ରାଜ ଦ୍ବାରର ପଥପାଶର୍‌ବ ରେ ଆସି ଠିଆ ହକ୍ସ୍ଟଏ। ଯେତବେେଳେ କୌଣସି ଲୋକ ରାଜାଙ୍କ ନିକଟକକ୍ସ୍ଟ ବିଗ୍ଭର ନ୍ଯାଯ ପାଇବା ପାଇଁ ଆସିଲେ, ଅବଶା ଲୋମ ତାଙ୍କୁ ପ୍ରଥମେ ପଗ୍ଭରିଲା, ତୁମ୍ଭେ କେଉଁ ନଗରରକ୍ସ୍ଟ ଆସିଛ? ସେ ଲୋକ ଉତ୍ତର ଦଲୋ, ମୁ ଇଶ୍ରାୟେଲର ଏହି ଗୋଷ୍ଠୀଯ ଲୋକ ଅଟେ।

ଦିତୀୟ ଶାମୁୟେଲ 18:4

ରାଜା ତାଙ୍କର ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ଯାହା ଉତ୍ତମ ବିଗ୍ଭର କର ମୁ ତାହା କରିବି।

ଦିତୀୟ ଶାମୁୟେଲ 18:6

ଏହିପରି ଦାଉଦଙ୍କର ଲୋକମାନେ ଇଶ୍ରାୟେଲୀୟ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କ୍ଷେତ୍ରକକ୍ସ୍ଟ ଗଲେ ଓ ଇଫ୍ରଯିମ ବଣ ରେ ୟକ୍ସ୍ଟଦ୍ଧ ହେଲା।

ଦିତୀୟ ଶାମୁୟେଲ 18:17

ତା'ପରେ ଯୋୟାବର ଲୋକମାନେ ଅବଶା ଲୋମର ମୃତ ଶରୀରକକ୍ସ୍ଟ ଆଣିଲେ। ଏବଂ ଜଙ୍ଗଲର ଏକ ଗର୍ତ୍ତ ରେ ଫିଙ୍ଗି ଦେଲେ। ଏବଂ ସେ ଗର୍ତ୍ତକକ୍ସ୍ଟ ପଥର ପକଇେ ପୋତି ଦେଲେ।

ଦିତୀୟ ଶାମୁୟେଲ 18:24

ଦାଉଦ ନଗରର ଦକ୍ସ୍ଟଇ ଫାଟକର ମଧିଅରେ ବସିଥିଲେ। ତା'ପରେ ଜଣେ ପ୍ରହରୀ ଦ୍ବାର ଛାତର କାନ୍ଥ ଉପରକକ୍ସ୍ଟ ୟାଇ ଦେଖିଲା ଜଣେ ଲୋକ ଦୌଡି ଦୌଡି ଆସକ୍ସ୍ଟଅଛି।

ଦିତୀୟ ଶାମୁୟେଲ 19:3

ସୈନ୍ଯମାଲନ ନଗରକକ୍ସ୍ଟ ପ୍ରଲବଶ କରୁଥିଲଲ,ସଯପରିସସମାନଙ୍କର ପରାସ୍ତ ସୈନିକମାଲନ ଲଜ୍ଜା ବସତଃ ନଗରସର ପ୍ରଲବଶ କରନ୍ତି।

ପ୍ରଥମ ରାଜାବଳୀ 22:36

ପୁଣି ସୂର୍ୟ୍ଯାସ୍ତ ବଳକେୁ ପ୍ରେତ୍ୟକଙ୍କୁ ନିଜ ନିଜ ନଗରକୁ ଓ ଦେଶକୁ ଫରେିୟିବାକୁ ଆଦେଶ ଦିଆଗଲା।

ଦିତୀୟ ରାଜାବଳୀ 14:12

ଇଶ୍ରାୟେଲ ଯିହୁଦାକୁ ପରାସ୍ତ କଲା ଓ ଯିହୁଦାର ପ୍ରେତ୍ୟକକ ଲୋକ ନିଜନିଜ ତମ୍ବୁକୁ ପଳାଯନ କଲେ।

Interlinear

Choose Theme